Webportal

ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୁଳ ଜିଲ୍ଲାର ତାଳଚେର ସାଉଥ ବଲଣ୍ଡା ସ୍ଥିତ ନିଳକଣ୍ଠେଶ୍ଵର ଡିଗ୍ରୀ ମହାବିଦ୍ୟାଳୟ NSS ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ଫିଟ ଇଣ୍ଡିଆ (ସାଇକ୍ଲୋଥୋନ) ଗତ ୧୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏଥି ନିମନ୍ତେ ମହାବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ…

ଚଳନ୍ତା ଟ୍ରେନରୁ ପଡି ଡାକ୍ତର ମୃତ

ଅନୁଗୁଳ ଜିଲ୍ଲା ବଇଣ୍ଡା ରେଳ ଷ୍ଟେସନ ରେ ଚଳନ୍ତା ଟେନ ରୁ ଖସି ଡାକ୍ଟର ମୂର୍ତ୍ତ । ସାଇନଗର ରୁ ପୁରୀ ଯାଉଥିବା ଟ୍ରେନ ରେ ଭୁବନେଶ୍ବର ଯିବା ପାଇଁ ବାହାରିଥିବା ଡାକ୍ତର K B ସାମଲ ଟେନ ରେ ଚଡୁ ଥିବା ସମୟରେ ଗୋଡ଼ ଖସି ଯାଇଥିଲା। ସେହି ସମୟରେ ଟେନ ଛାଡି ଦେବାରୁ ଟ୍ରାକରେ…

ମୃତ୍ୟୁ ର ସଠିକ ତଦନ୍ତ ଓ କ୍ଷତିପୂରଣ ଦାବିରେ ଥାନା ଘେରାଉ

ଅନୁଗୁଳ ଜିଲ୍ଲା ପାଲଲହଡା ରେ ଆଦିବାସୀ ଯୁବକ ବୁଧୁରାମ କୂଂକାଲ ଙ୍କ ମୃତ୍ୟୁ କୁ ନେଇ କ୍ଷତିପୂରଣ ଏବଂ ଦୋଷୀ ବନକର୍ମଚାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବି ରେ ସୋମବାର ସ୍ଥାନୀୟ ଆଦିବାସୀ ମଞ୍ଚ ପକ୍ଷରୁ ଥାନା ଘେରାଉ କରାଯାଇଛି I ଆଦିବାସୀ ନେତା ଲକ୍ଷ୍ମଣ ହେମ୍ବ୍ରମ ଏବଂ…

ନରହନ୍ତା ହାତୀକୁ ଟ୍ରାନକୁଳାଇଜ କରିବାରେ ମିଳିଲା ସଫଳତା

ତିନି ଦିନ ଧରି ନନ୍ଦନକାନନ ଓ ସ୍ଥାନୀୟ ବନଖଣ୍ଡ ର ୪୦ ଜଣିଆ ଦଳର କଠୋର ପରିଶ୍ରମ ପରେ ଟ୍ରାଙ୍କୁଳାଇଜ ହେଲା ଅନୁଗୋଳ ବନଖଣ୍ଡ ଅଧୀନରେ ଯାଉଥିବା ତାଳଚେର ରେଞ୍ଜରେ କିଛିଦିନ ହେବ ଉତ୍ପାତ କରୁଥିବା ନରହନ୍ତା ଦନ୍ତାୁ। ଏହି ଦନ୍ତା ୬ଜଣଙ୍କ ଜୀବନ ନେବା ପରେ ଆଜି ସନ୍ଧ୍ୟାରେ ତାଳଚେର ଜଗନ୍ନାଥ…

ନରହନ୍ତା ହାତୀକୁ ଧରିବା ପାଇଁ ଆରମ୍ଭ ହେଲା ଅପରେସନ

ଆରମ୍ଭ ହେଲା ଅନୁଗୁଳ ଜିଲ୍ଲାର ତାଳଚେରରେ ନରହନ୍ତା ଦନ୍ତା କୁ ଧରିବା ପାଇଁ ରେସକ୍ୟୁ ଅପରେସନ। ନନ୍ଦନକାନନ ଓ ସାତକୋଶିଆ ରୁ ଆସିଥିବା ଦୁଇଟି ଟ୍ରାଙ୍କୁଳାଇଜର ଟିମ ଏହି ଅପରେସନ ଆରମ୍ଭ କରିଛନ୍ତି। ହାତୀ ତାଳଚେର ଡେରା ନିକଟସ୍ଥ ହେଁସମୂଳ ସାହିରେ ଅଛି ଯିଏ ଗତ ପ୍ରାୟ ଏକ ମାସ ହେବ ତାଳଚେର…

ଉଦଘାଟିତ ହେଲା ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଙ୍କ ନୂତନ ଅଦାଲତ

ଅଦାଲତ ଗୁଡିକରେ ପଡି ରହୁଥିବା ମୋକଦ୍ଦମା ଗୁଡ଼ିକ ବିଚାରପତିଙ୍କ ଦ୍ୱାରା ଲମ୍ବା ଛୁଟି ଓ ଦୀର୍ଘକାଳୀନ ତାଲିମ ଯୋଗୁଁ ସଠିକ ସମୟରେ ବିଚାର ହୋଇ ପାରିନାହିଁ।ସେଥିପାଇଁ ଆଜି ଅନୁଗୁଳ ଜିଲ୍ଲା କୋର୍ଟର ୨ୟ ମହଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଙ୍କ ନୂତନ କୋର୍ଟକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର…

ଉଦଯାପିତ ହେଲା ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ

ରାସ୍ତା ଦୁର୍ଘଟଣାର ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରି ଲୋକଙ୍କ ଧନଜୀବନ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଚାଲିଥିବା ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଆଜି ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ସଭାଗୃହରେ ଉଦଯାପିତ ହୋଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ…

FASTag ବାଲାନ୍ସ ଜାଣିବା ପାଇଁ ମିସଡ଼ କଲ ସୂଚନା ବ୍ୟବସ୍ଥା

FASTag ବ୍ୟବହାରକାରୀଙ୍କୁ ବାଧାମୁକ୍ତ ଓ ସୁବିଧାଜନକ ସେବା ଯୋଗାଇ ଦେବାକୁ ଏନଏଚଏଆଇ ର ସହଯୋଗୀ କମ୍ପାନୀ ଆଇଏଚଏମସିଏଲ ପକ୍ଷରୁ ଏନଏଚଏଆଇ ପ୍ରିପେଡ ୱାଲେଟର ବାଲାନ୍ସ ଜାଣିବା ପାଇଁ ମିଷଡ଼ କଲ ସୂଚନା ବ୍ୟବସ୍ଥା ଆରମ୍ଭ କରାଯାଇଥିବା ନେଇ ସୂଚନା ଦିଆଯାଇଛି।ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ…

ଟ୍ରେନ ଓ ଷ୍ଟେସନରେ ଚାହିଦା ଅନୁଯାୟୀ କଣ୍ଟେଟ ସେବା ଯୋଗାଇବ ରେଳବାଇ

ଭାରତୀୟ ରେଳବାଇ ପକ୍ଷରୁ ଚାହିଦା ମୁତାବକ କଣ୍ଟେଟ ସେବା (ସିଓଡ଼ି) ଖୁବ ଶୀଘ୍ର ଯୋଗାଇ ଦିଆଯିବ।ଏହି ସେବା ସମସ୍ତ ପ୍ରିମୀୟମ, ଏକ୍ସପ୍ରେସ, ମେଲ ଏବଂ ସହରାଞ୍ଚଳ ଟ୍ରେନରେ ମିଳିପାରିବ।ଅଧିକ ଅନଭଡା ରାଜସ୍ବ ସଂଗ୍ରହ ଉଦ୍ଧେଶ୍ୟରେ ରେଳ ମନ୍ତ୍ରାଳୟ ଅଧୀନ ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ରେଲଟେଲ ସହିତ…

ଖୋଲା ଲେବଲ କ୍ରସିଂ ରେ ଗେଟ ଲଗାଇବାକୁ ଚିଠି ଲେଖିଲା ରେଳବାଇ ବୋର୍ଡ

ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ଥିବା ମୁକ୍ତ ଲେଭଲ କ୍ରସିଂରେ ଗେଟ କରିବା ପାଇଁ ରେଳବାଇ ବୋର୍ଡ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛି।ଗେଟ ନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଛି ଏବଂ ଧନ ଜୀବନ ନଷ୍ଟ ହେଉଛି।ଏହି ଚିଠି ଆମର ହସ୍ତଗତ ହୋଇଛି ବୋଲି ପୂର୍ତ୍ତ ବିଭାଗ…