ଛୁରା ମାଡରେ ଯୁବକ ଗୁରୁତର
ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳରେ ଯୁବକଙ୍କୁ ଛୁରାମାଡ଼ ଅଭିଯୋଗ । ଅଭିଯୋଗ ଅନୁଯାୟୀ ବଡ଼ହୁଲା ଗାଁର ବନମାଳି ଗୋଛାୟତଙ୍କ ପୁଅ ଅଜିତ ଗୋଛାୟତ ଜରପଡ଼ାରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରିଥାନ୍ତି । ସେ ବିବାହିତ ହୋଇଥିବାବେଳେ ତାଙ୍କ ଗାଁ ନିକଟସ୍ଥ ଅନ୍ୟ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ…