Webportal

ଭାଲୁଗାଡ଼ିଆରେ ଉଛେଦ ପ୍ରକ୍ରିୟା ସମାପ୍ତ, ବିଧାୟକଙ୍କ ସମେତ ସମସ୍ତ ବିରୋଧକାରୀ ମୁକ୍ତ

ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ଶତାଧିକ ଗ୍ରାମବାସୀଙ୍କୁ ପୋଲିସ ଅଟକ ରଖିବା ପ୍ରତିବାଦରେ ଆଜି ବନ୍ଦ ଡାକରା ଦିଆଯାଇ ଥିବାବେଳେ ଭାଲୁଗାଡ଼ିଆ ହରିଜନ ସାହିରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଶେଷ ହୋଇଛି ଓ ଏଥିସହ ପୋଲିସ ଦ୍ୱାରା ଅଟକ ଥିବା ଗ୍ରାମବାସୀ ଓ ବିଧାୟକଙ୍କୁ ଛାଡି…

ଜମି ଅଧିଗ୍ରହଣର ବିରୋଧକାରୀଙ୍କ ପ୍ରତି ଏସ୍ପିଙ୍କ କଠୋର ଆଭିମୁଖ୍ୟ, ସ୍ଥାନୀୟ ବିଧାୟକ ଗିରଫ, ପ୍ରତିବାଦରେ ତାଳଚେର ବନ୍ଦ

ମଙ୍ଗଳବାର ଦିନ ଅନୁଗୁଳ ଜିଲ୍ଲା ର ଭାଲୁଗାଡ଼ିଆ ରେ ଏମସିଏଲ(MCL} ର ହିଙ୍ଗୁଳା କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ପାଇଁ ଉଛେଦ ପ୍ରକ୍ରିୟା ସମୟରେ ସ୍ଥାନୀୟ ଲୋକଙ୍କ ଦାବୀପୁରଣ କୁ ନେଇ ବିରୋଧ ଓ ସେଥିରେ ସ୍ଥାନୀୟ ଶାସକ ଦଳର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ଦ୍ୱାରା ଜିଲ୍ଲା ଆରକ୍ଷୀ…

ଗସ୍ତକୁ ନେଇ ସଜାଗ ଥିବା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ କାମକୁ ତଦାରଖ କଲେ ୫ଟି ସଚିବ

‘ମୋ ସରକାର’ କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଭିନ୍ନ ଜିଲ୍ଲା ଗସ୍ତକରି ସମୀକ୍ଷା କରୁଥିବା ୫ଟି ସଚିବ ଭି.କେ ପାଣ୍ଡିଅାନ ମଙ୍ଗଳବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ମୋ ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଏବଂ ୫-ଟି କୁ କର୍ମଚାରୀମାନେ କିଭଳି ପାଳନ…

ଜଳିଗଲା ବହୁମୂଲ୍ୟ ମେସିନ, କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ

ଅନୁଗୁଳ ଜିଲ୍ଲାର ତାଳଚେର ଜଗନ୍ନାଥ ଓପନ କାଷ୍ଟ ମାଇନ୍ସରେ ସର୍ଟ ସର୍କିଟ ଯୋଗୁଁ ଏକ ୧୨୦୦ଏଚ.ପି. ର ପିସି ମେସିନ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛ ଯାହାର ମୂଲ୍ୟ ପ୍ରାୟ ତିନି କୋଟି କୁହାଯାଇଛି। ସୌଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡରୁ ପିସି ଅପରେଟର ବର୍ତ୍ତି ଯାଇଛନ୍ତି । ଜଗନ୍ନାଥ ଖଣିରେ ଏହି…

ଦୁଇଦିନ ପରେ ମିଳିଲା ଭାସିଯାଇଥିବା ବ୍ୟକ୍ତିଙ୍କ ମୃତଦେହ

ଅନୁଗୁଳ ବ୍ଲକ ବଲାସିଙ୍ଗା ନିକଟ ଦେଇ ଯାଇଥିବା ଟାକୁଆ ନାଳରେ ଗତ ଦୁଇଦିନ ତଳେ ନାଳରେ ଭାସିଯାଇ ଇଙ୍କରବନ୍ଧ ପଞ୍ଚାୟତ ବେହେରା ସାହିର ଅନିଲ ବେହେରା (୨୫) ନିଖୋଜ ଥିଲେ। ୨୪/୧୦/୨୦୧୯ ତାରିଖ ଅପରାହ୍ନ ସମୟରେ ଅନିଲ ନିକଟସ୍ଥ ଟାକୁଆ ନାଳକୁ କୌଣସି କାର୍ଯ୍ୟରେ ଯାଇ ଲଘୁଚାପ ବର୍ଷାରେ ବଢିଥିବା…

ସାଙ୍ଘାତିକ, ଆବାସିକ ବିଦ୍ୟାଳୟରେ ଶିଶୁକୁ ନିର୍ଯ୍ୟାତନା ଅଭିଯୋଗ

ଅନୁଗୁଳ ଜିଲ୍ଲାର ପାଳଲହଡା ରେ ବିଭିନ୍ନ ସରକାରୀ ଆବାସିକ ବିଦ୍ୟାଳୟ ରେ ଥମୁନି ଶିଶୁ ନିର୍ଯ୍ୟାତନା ର କରୁଣ କାହାଣୀ । ଗୋଟିଏ ପଟେ ସରକାର ୫ଟି କଥା କହୁଥିବା ବେଳେ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ପାଳଲହଡା ବ୍ଲକ ନାଇକାଣିପାଲି ସରକାରୀ ଆବାସିକ ବିଦ୍ୟାଳୟ ପରିସରରୁ। ଗତକାଲି ଚାରିଟା…

ଚିକିତ୍ସା ଅଭାବରୁ ନବଜାତର ମୃତ୍ୟୁ ଅଭିଯୋଗ

କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ରେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ନବଜାତ ଶିଶୁ କନ୍ୟା ମୃତୁ ନେଇ ଅଭିଯୋଗ ଆଣିଲେ ମୃତ ଶିଶୁ କନ୍ୟାର ପିତା ଜ୍ଞାନ ରଞ୍ଜନ ରାଉତ ଓ ତାଙ୍କ ପରିବାର ଲୋକେ। ଡାକ୍ତର ଙ୍କ ଅବହେଳା ପାଇଁ ଏସଡିଏମଓ ଙ୍କ ପାଖରେ ପରିବାର ଲୋକେ ଅଭିଯୋଗ କରିବା ସହ…

ନବରଙ୍ଗପୁର ରେ ମାଓ ପୋଷ୍ଟର

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ବିଭିନ୍ନ ସ୍ଥାନରେ ଏବଂ ଛତିଶଗଡ ର ବିଭିନ୍ନ ସ୍ଥାନରେ ମାଓ ବ୍ୟାନର ଏବଂ ପୋଷ୍ଟର ମରା ଯାଇଥିବା ଦେଖିବାକୁ ମିଳୁଛି l ଏକ ଦିବସୀୟ ବନ୍ଦ ଡାକରା ରେ ମୈନପୁର ଡିଭିଜନ ପକ୍ଷରୁ ମାଓ ବ୍ୟାନର ଏବଂ ପୋଷ୍ଟର ମରାଯାଇଥିବା ସୂଚନା ମିଳିଛି l

ନାଲକୋ ସିପିପି ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ଅନୁଗୁଳ ଜିଲ୍ଲାର ନାଲକୋ ନଗର ସିପିପି ପ୍ଲାଣ୍ଟ ମଧ୍ୟରେ ଥିବା ୫ନଂ ୟୁନିଟରେ ଅଗ୍ନିକାଣ୍ଡ ଘଟିଛି। ଆନେଶ୍ଚର ୭.୫ରେ ବିଦୂତ ସଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।ଉକ୍ତ ସ୍ଥାନରେ ଥିବା କାପାସିଟର ବ୍ୟାଙ୍କ ମଧ୍ୟରୁ ୪ଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୮ଟି ଆଂଶିକ…