୬୦ତମ ପୋଲିସ ସହିଦ ଦିବସ ପାଳିତ
ଅନୁଗୁଳ ପୋଲିସ ଟ୍ରେନିଂ କଲେଜ ପରିସର ମଧ୍ୟରେ ଜିଲ୍ଲା ପୋଲିସ ପକ୍ଷରୁ ୬୦ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି।
ଏହି ଉପଲକ୍ଷେ ଆୟୋଜିତ ଏକ ନିରାଡ଼ମ୍ଭର ଉତ୍ସବରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଶ୍ରୀ ନରସିଂହ ଭୋଳ ମୁଖ୍ୟ ଅତିଥି ଓ ଅନୁଗୋଳ ଏସପି ଜଗମୋହନ ମିନା ଉକ୍ତ…