Webportal

ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

0 201

ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ରାଷ୍ଟ୍ରିୟ ଏକତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୈାହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତିକୁ ରାଷ୍ଟ୍ରିୟ ଏକତା ଦିବସ ରୂପେ ପାଳନ କରାଯାଉଛି ।ଏହି ପରିପେକ୍ଷିର ପ୍ରତିଷ୍ଠାନର ଶତାଧିକ ଗୁରୁ ଛାତ୍ରଛାତ୍ରୀ ମାନେ ହାତେ ପ୍ଲା କାର୍ଡ ଧରୀ ଛେଣ୍ଡିପଦା ବଜାର ପରିକ୍ରମାକରି ଦେଶର ଏକତା ,ଅଖଣ୍ଡତା ଏବଂ ଦେଶର ସୁରକ୍ଷା ନିମନ୍ତେ ନିଜକୁ ସମର୍ପିତ କରିବା ପାଇଁ ବର୍ତ୍ତା ଦେଇଥିଲେ ।

Leave A Reply

Your email address will not be published.