ନିଶାର ପରିଣାମ, ଯୁବକ କଲା ଆତ୍ମହତ୍ୟା ଉଦ୍ୟମ
ଗଞ୍ଜେଇ ଟାଣିବାକୁ ନିଜ ସାଙ୍ଗ ବାରଣ କରିବାରୁ ଉତକ୍ଷିପ୍ତ ହୋଇ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରି ଯୁବକ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର ନାଲକୋନଗର ସିପିପି ଅଞ୍ଚଳରେ।…