Webportal

ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର ରେଳଷ୍ଟେସନର ପୁନଃ ବିକାଶ ପାଇଁ ଆଜି ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନଠାରେ ଉଭୟ ରେଳବାଇ ଓ ରାଜ୍ୟ ସାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଅଛି Iରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହ ଓ ଓଡିଶା ସରକାରଙ୍କ…

ଏନଟିପିସି ରେ କୋଇଲା ଅଭାବରୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ

ଏନଟିପିସି ପରିଚାଳିତ ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟି.ଟି.ପି.ଏସ) ରେ ଦେଖା ଦେଇଛି କୋଇଲାର ଘୋର ଅଭାବ ଯାହା ଫଳରେ କର୍ତ୍ତୃପକ୍ଷ ଏହାର ୩ ଟି ୟୁନିଟକୁ ବନ୍ଦ କରିଛନ୍ତି l ଏମସିଏଲ ର ତାଳଚେରସ୍ଥିତ ଜଗନ୍ନାଥ କୋଇଲାଖଣିରୁ ଆବଶ୍ୟକୀୟ କୋଇଲା ଯୋଗାଣ ହୋଇପାରୁ ନଥିବାରୁ ଏଭଳି ଅବସ୍ଥା…

ଚୋରି ଯାଇଥିବା ଦେବୀ ମୂର୍ତ୍ତି ଉଦ୍ଧାର ହେଲା ବାବାଙ୍କ ବିଦ୍ୟା ଦ୍ୱାରା

ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସହାୟତା ନେବା ପରେ ବି ଫେଲ୍‌ ମାରିଲା ପୁଲିସ। ହେଲେ କମାଲ ଦେଖାଇଛନ୍ତି ବୁଲେଟ୍‌ ବାବା। ପାଖାପାଖି ୧୦ ମାସ ତଳେ ଚୋରି ହୋଇଥିବା ସୁନା ନିର୍ମିତ କନକ ଦୁର୍ଗା ମୂର୍ତ୍ତିକୁ ନିଜ ସାଧନା ବଦଳରେ ମାଟି ତଳୁ ବାହାର କରିଛନ୍ତି ସେ । ଏହି ଘଟଣା ପ୍ରଚାରିତ ହେବା…

ଅବକାରୀ ବିଭାଗର ଚଢ଼ାଉ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଠାକୁରଗଡ଼ ଥାନାର ବିଭିନ୍ନ ଗ୍ରାମରେ ଚଢାଉ କରାଯାଇ ୮୫ ଲିଟର ଦେଶୀ ମଦ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଠାକୁରଗଡ଼ ଥାନା ରାଜିଙ୍ଗ ଗ୍ରାମର କୁମାରୀ ବେହେରା, ନବଘନ ବେହେରା, ଟାପଢୋଲ ଗ୍ରାମର ଶଶି ନାୟକ, ବରଡିପ…

କୂଅରୁ ମିଳିଲା ନିରୁଦିଷ୍ଟଙ୍କ ମୃତ ଦେହ

ଅନୁଗୁଳ ଜିଲ୍ଲା ନତଡା ଗାଁର ଏକ କୂଅ ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଆଜି ସକାଳୁ ଉଦ୍ଧାର। ମୃତକ ଜଣକ ସେହି ଗାଁର ମହାଦେବ ଖଟୁଆଙ୍କ ପୁଅ ପଞ୍ଚୁ ଖଟୁଆ ଯିଏ ଗତ ସନ୍ଧ୍ୟାରୁ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ ଓ ଆଜି ସକାଳେ ଗ୍ରାମର କେତେକ ଲୋକ କୂଅ ଭିତରେ ପଞ୍ଚୁଙ୍କର ଶବ ଭାସୁଥିବା ଦେଖି ପରିବାର…

ଚେତିଲେ ନନ୍ଦନକାନନ କର୍ତ୍ତୃପକ୍ଷ

ନନ୍ଦନକାନନରେ ୨ ହାତୀ ମୃତ୍ୟୁ ପରେ ଚେତିଲେ କାର୍ତ୍ୟୁପକ୍ଷ। ଅନ୍ୟ ହାତୀ ମାନଙ୍କ ସୁରକ୍ଷା ନେଇ ନନ୍ଦନକାନନ କାର୍ତ୍ୟୁପକ୍ଷ ୧୦ ବର୍ଷରୁ କମ ବୟସ୍କ ଦୁଇ ହାତୀଙ୍କୁ ହଲିଡେ କଟେଜ ପରିସରରେ ରଖିଛନ୍ତି ଓ ଏହି ଦୁଇ ହାତୀଙ୍କର ଯେପରି କୌଣସି କ୍ଷତି ଯେପରି ନ ଘଟେ ସେଥି ଲାଗି ୨୪ ଘଣ୍ଟିଆ ସିକୁରୀଟି…

ନାଳକୋନଗରରେ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ ବିଶ୍ୱକର୍ମା ପୂଜା

ପ୍ରତ୍ୟେକ ବର୍ଷଭଳି ଏ ବର୍ଷ ମଧ୍ୟ ଅନୁଗୁଳ ଜିଲ୍ଲା ନାଲକୋନଗର ରେ ବିଶ୍ୱ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେଉଛି। ସୁନ୍ଦର ତ୍ୱରଣ ସାଙ୍ଗକୁ ସୁସଜ୍ଜିତ ଆଲୋକ ମାଳାରେ ଚଳ ଚଞ୍ଚଳ ସମ୍ପୂର୍ଣ୍ଣ ଅଞ୍ଚଳ। ଋବେଦ’ରେ ତାଙ୍କର ମହିମା ବଣ୍ଡିତ । କେତେକ ପୁରାଣରେ ଦୃଷ୍ଟାଙ୍କୁ ତାଙ୍କର ଅବତାର…