Webportal
Browsing Category

ANGUL

ଦୁଇ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଗିରଫ

ଦୁଇ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ୫ଅଭିଯୁକ୍ତଙ୍କ ମଧ୍ୟରୁ ୩ ଗିରଫ। ନିଶା ଦେଇ ଦୁଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦିଆ ଯାଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ କରି ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଅନୁଗୁଳ ସହର ରେ ମଙ୍ଗଳବାର ରାତିରେ ପିସିଆର୍ ଭ୍ୟାନର…
Read More...

ଅନୁଗୁଳରେ ୫୫ ନମ୍ୱର ଜାତୀୟ ରାଜପଥ ରେ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ

ପୁଣି ଜୀବନ ନେଲା ୫୫ ନମ୍ବର ଜାତୀୟ ରାଜପଥ। ଅନୁଗୁଳ ସହର କରଡ଼ାଗାଡିଆ ଛକ ନିକଟରେ ଅଜଣା ଗାଡ଼ି ଧକ୍କା ରେ ବୃଦ୍ଧ ମୃତ। ମୃତକ ହେଲେ କରଡ଼ା ଗାଡିଆ କାଶୀନାଥ ତୁଙ୍ଗ । ସକାଳୁ ଠାକୁରଙ୍କ ପାଇଁ ଫୁଲ ତୋଳି ସାଇକେଲ ରେ ରାସ୍ତା ରେ ଘରକୁ ଫେରୁଥିବା ବେଳେ ମାଡ଼ି ଗଲା ଗାଡ଼ି, ଘଟଣା ଘଟାଇ ଗାଡ଼ି…
Read More...

ଚିକିତ୍ସା ଅଭାବରୁ ପିଲାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଲେ ବାପା

ଚିକିତ୍ସା ଅଭାବରୁ ପିଲାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଲେ ବାପା। ଅନୁଗୁଳ ସହର ହୁଲୁରସିଂହା ଠାରେ ଥିବା ସରୋଜିନୀ ହେଲଥ କେୟାର ରେ ଘଟିଛି ଅଘଟଣ। ଚିକିତ୍ସା ଅଭାବରୁ ପିଲାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଲେ ବାପା । ସୂଚନା ଯେ, ବାଲିମି ଥାନା ଅନ୍ତର୍ଗତ କାରନ୍ଦା ଗାଁର ସୁଧୀର…
Read More...

ଆଟେଣ୍ଡାଣ୍ଟ ହାତରେ ରୋଗୀର ଜୀବନ

ଆଟେଣ୍ଡାଣ୍ଟ ହାତରେ ରୋଗୀର ଜୀବନ।ଆଟେଣ୍ଡାଣ୍ଟ ଦେଉଛି ସାଲାଇନ,ତାହା ପୁଣି ନିଶାସକ୍ତ ଅବସ୍ଥାରେ ।ଏଭଳି ଏକ ଅଭିଯୋଗ ଆସିଛି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ରୁ । ଅଭିଯୋଗ ଅନୁଯାୟୀ ଅନୁଗୁଳ ସହର ଉପକଣ୍ଠ ଖଲାରୀ ଗ୍ରାମର ଶିବାଶିଷ ହୋତାଙ୍କ ମା ନଳିନୀ ହୋତା (୭୯ବର୍ଷ) ପଡ଼ିଯିବାରୁ ଆଘାତ ପ୍ରାପ୍ତ…
Read More...

ଅନୁଗୁଳରେ ବରିଷ୍ଟ ସାମ୍ବାଦିକ ରଘୁନାଥ ସାହୁଙ୍କ ଙ୍କ ସ୍ମୃତିରେ ରକ୍ତଦାନ

ମିଷ୍ଟାଭାଷୀ, କର୍ମଠ ଓ ସବୁ ସମୟରେ ନୂଆ ନୂଆ ପ୍ରୟୋଗ ଖବର ସଂଗ୍ରହ ପାଇଁ କହୁଥିବା ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଅନୁଗୁଳ ରକ୍ତଦାନ ଭବନଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା…
Read More...

ପ୍ରତାପ ପ୍ରଧାନଙ୍କ ବିଧାୟକ ହେବା ପଥରେ କଣ୍ଟା ତାଙ୍କରି ଆର୍ଥିକ ସ୍ୱଚ୍ଛଳ ସାଥୀ

ପ୍ରତାପ ପ୍ରଧାନ ବା ନିଲୁ! ଏହି ନାଁଟି ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅତି ଜଣାଶୁଣା ଥିବା ସହିତ ସଧାରଣ ଲୋକେ ଅତି ଆଦରର ସହିତ ନିଅନ୍ତି। କାରଣ ପ୍ରତାପ ବିଗତ ଦିନରେ ବାରମ୍ବାର ପୌର ନିର୍ବାଚନ ଜିତି କାଉନସିଲର ରହି ଆସିଥିବା ବେଳେ ଅତି ଉତ୍ତମ ଲୋକସଂପର୍କ ରଖି ଆସୁଥିଲେ। ସେ…
Read More...

ଅନୁଗୁଳ ସିଟିଜେନ ପକ୍ଷରୁ ପ୍ରାଇଡ ଫର ପବିତ୍ର ମୋହନ ସର୍ବ ଭାରତୀୟ ଭଲିବଲ କପ ୨୦୨୪

ଅନୁଗୁଳ ସିଟିଜେନ ପକ୍ଷରୁ (ପ୍ରାଇଡ ଫର୍ ପାବିତ୍ରମୋହନ) ସର୍ବଭରତୀୟ ଭଲିବଲ କପ ୨୦୨୪ ଅନୁଷ୍ଠିତ ହେବ || ଦୁଇଦିନ ଧରି ଆସନ୍ତା ଫେବୃୟାରୀ ୨୪ ଓ ୨୫ ତାରିଖରେ ବାସନ୍ତୀ ଦୁର୍ଗାପୂଜା ପଡିଆ ଠାରେ ଏହି ଭଲିବଲ କପ ଅନୁଷ୍ଠିତ ହେବ || ପ୍ରଥମ ଦିନରେ ଅନୁଗୋଳ ଜିଲ୍ଲା ତଥା ରାଜ୍ୟରୁ ୮ ଟି ଟିମ ଅଂଶ…
Read More...

ରୂପାଦିପ୍ତା ମହାପାତ୍ର; ଅନୁଗୁଳ ବିଧାନସଭା ଆସନରୁ କଂଗ୍ରେସର ସମ୍ଭାବିତ ଯୋଗ୍ୟ ପ୍ରାର୍ଥୀ

୨୦୧୧ ମସିହାରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ସକ୍ରିୟ ସଦସ୍ୟା ଥାଇ ରାଜ୍ୟ ରାଜନୀତିରେ ସଦା ସକ୍ରିୟ ରୂପାଦିପ୍ତା ମହାପାତ୍ର ଏଥର ଅନୁଗୁଳ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ଟିକଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଆଶାବାଦୀ ଅଛନ୍ତି। କଂଗ୍ରେସର ଅନଲାଇନ ପ୍ରକ୍ରିୟାରେ ମଧ୍ୟ…
Read More...

ପୂର୍ତ୍ତବିଭାଗ ଅଧିକାରୀ ମାଲାମାଲ; ସରକାର କାଙ୍ଗାଳ

ପୂର୍ତ୍ତବିଭାଗ ଅଧିକାରୀ ମାଲାମାଲ । ସରକାର କାଙ୍ଗାଳଏମିତି ହେଉଛି ଅନୁଗୁଳ ସହର ରେ ରାସ୍ତା ମରାମତି। ଏ ଖବର ପଢ଼ିଲେ ଆପଣଙ୍କ ମୁଣ୍ଡ ନିଶ୍ଚିତ ଭାବରେ ଗରମ ହେଇଯିବ। ଆଉ ଯଦି ଅନୁଗୁଳ ସହର ଭିତରେ ସଦ୍ୟ ମରାମତି ହେଇଥିବା ରାସ୍ତାର ଅବସ୍ଥା ଦେଖିବେ ତେବେ ଆପଣ ଚିନ୍ତା କରିବାକୁ ବାଧ୍ୟ ହେବେ…
Read More...

ଜାତୀୟ ରାଜପଥ ୫୫ ରେ ପୁଣି ଗଡିଲା ମୁଣ୍ଡ

ଜାତୀୟ ରାଜପଥ ୫୫ ରେ ପୁଣି ଗଡିଲା ମୁଣ୍ଡ।ଉତ୍ତ୍ଯକ୍ତ ଲୋକେ କଲେ ରାସ୍ତା ଅବରୋଧ।ଅନୁଗୁଳ ଟାଉନ୍ ଥାନା ତୁରଙ୍ଗ ସ୍ଥିତ ପ୍ରଶାନ୍ତି ହୋଟେଲ ଏବଂ ଏଫ ସି ଆଇ ଗୋଦାମ ନିକଟରେ ହାଇୱା ଧକ୍କାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟବସାୟୀ ଜଣଙ୍କ ଢେଙ୍କାନାଳ ଜିଲ୍ଲାର ଦୁଷ୍ମନ୍ତ କୁମାର…
Read More...