Webportal
Browsing Category

ANGUL

୨୩ ରୁ ୨୯ ତମ ସର୍ବଭାରତୀୟ ଓପନ ଭଲିବଲ ଟୁର୍ଣ୍ଣାମେଣ୍ଟ

ଚଳିତ ମାସ ୨୩ ରୁ ୨୫ ପର୍ଯ୍ୟନ୍ତ ୨୯ ତମ ସର୍ବଭାରତୀୟ ଓପନ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ ସହର ର ବିଜୁ ମଇଦାନ ଠାରେ ଅନୁଷ୍ଠିତ ହେବ। ଏହାର ଆୟୋଜନ ଅନୁଗୁଳ ଭଲିବଲ ହୋମ ଦ୍ଵାରା କରା ଯାଉଛି। ଭଲିବଲ ହୋମ୍ ଅନୁଗୁଳ ଭଲିବଲ ପାଇଁ ସର୍ବଦା ଉତ୍ସରିଗୀତ ।ବିଶେଷ ଭାବରେ ଗ୍ରାମାଞ୍ଚଳରେ ଭଲିବଲ୍ ର…
Read More...

ନାଟ୍ୟମ ନାଟ୍ୟ ମେଳା ଉଦଯାପିତ

ସଭାଘର ଠାରେ ଆଜି ସନ୍ଧ୍ୟାରେ ନାଟ୍ୟମ ନାଟ୍ୟ ମେଳା ଉଦଯାପିତ ହୋଇଯାଇଛି।ଶେଷ ସନ୍ଧ୍ୟାରେ ରଙ୍ଗମ୍ ଅନୁଷ୍ଠାନ ଭୁବନେଶ୍ୱର ଦ୍ଵାରା ମଞ୍ଚସ୍ଥ ହୋଇଥିଲା ନାଟକ ସମ୍ପର୍କ। ଭଡ଼ା ଘର ସମସ୍ୟା ଓ ସମ୍ପର୍କ କୁ ନେଇ ଗତିଶୀଳ ନାଟକ। କରାଳି ମହାନ୍ତି ଙ୍କ ଘରେ ଦୀର୍ଘ ୩୬ ବର୍ଷ ଧରି ଭଡ଼ାରେ ଥିଲେ…
Read More...

ନାଟ୍ୟମ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟା ମଞ୍ଚସ୍ଥ ହେଲା ନାଟକ ଘିନୁଆ

ଆଜି ସନ୍ଧ୍ୟାରେ ଅନୁଗୋଳ ସଭା ଘରେ ନାଟ୍ୟମ ନାଟ୍ୟ ମେଳା ର ଚତୁର୍ଥ ରଜନୀ ରେ ପ୍ରଦର୍ଶିତ ହୋଇଥିଲା ନାଟକ ଘିନୁଆ।ସମାରୋହକୁ ଉଦ୍ଘାଟନ କରିଥିଲେ ଅଧ୍ୟାପକ କୁମୁଦ ଚନ୍ଦ୍ର ଦାସ। ନାଟକ ଜୀବନ ଧର୍ମୀ ହେଲେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିଥାଏ ବୋଲି କହିଥିଲେ ଅଧ୍ୟାପକ ଶ୍ରୀ ଦାସ।ପାରାଦୀପ ର…
Read More...

ନାଟ୍ୟମ ନାଟ୍ୟ ମେଳାର ଦ୍ଵିତୀୟ ସନ୍ଧ୍ୟା;ଏଇ ବୋଧେ ପ୍ରେମ ବାନ୍ଧି ରଖିଲା ଦର୍ଶକଙ୍କୁ 

ସ୍ଥାନୀୟ ସଭାଘର ଠାରେ ନାଟ୍ୟମ ନାଟ୍ୟ ମେଳାର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଯାଇଛି ନାଟକ"ଏଇ ବୋଧେ ପ୍ରେମ"।ନାଟକ ଟିକୁ ରଚନା କରିଥିଲେ ଦିଲୀପ ବଳବନ୍ତ ରାୟ ଓ ନିର୍ଦ୍ଦେଶନା ଦେଇଥିଲେ ଜଗଦୀଶ ପ୍ରସାଦ ମହାରଣା।ଭୁବନେଶ୍ବର ର ବିଦ୍ୟା କନକ ସୃଜନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ ଏହି ନାଟକ ସ୍ଥାନୀୟ…
Read More...

ନାଟ୍ୟମ ପକ୍ଷରୁ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ମଞ୍ଚସ୍ଥ

ପୁରୀ ରେ ଶ୍ରୀ ଜଗନ୍ନାଥ ଙ୍କ ପରିକ୍ରମା ପରକଳ୍ପ ର ଭବ୍ୟ ଲୋକାର୍ପଣ ସମାରୋହ ଅବସରରେ ଅନୁଗୁଳ ରେ ଶ୍ରୀ ଜଗନ୍ନାଥ ତତ୍ତ୍ଵ ଆଧାରିତ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ମଞ୍ଚସ୍ଥ ହୋଇଯାଇଛି।ଏହି ସମାରୋହକୁ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଉଦ୍ଘାଟନ କରି ଜଗନ୍ନାଥ ଦର୍ଶନ ଓ…
Read More...

ଅନୁଗୁଳ ବିଧାନସଭା ନିର୍ବାଚନ ୨୦୨୪; ବିଜେଡି ଟିକେଟ ପାଇଁ ଅନେକ ଆଶାୟୀ

୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଚଳଚଞ୍ଚଲ ହୋଇପଡିଛି ଅନୁଗୁଳ ରାଜନୀତି। ତା ସହିତ ମଧ୍ୟ ଚଳଚଞ୍ଚଳ ହୋଇପଡିଛନ୍ତି ଶାସକ ଦଳ ବିଜେଡିର ଆଶାୟୀ ପ୍ରାର୍ଥୀମାନେ। ସଂପ୍ରତି ଏଠାରୁ ବିଗତ ଚାରୋଟି ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ଜିତି ଆସୁଥିବା ରଜନୀକାନ୍ତ ସିଂହ ଏଥର ତାଙ୍କର ଟିକେଟ…
Read More...

ବିପୁଳ ପରିମାଣରେ ବାଣ ଜବତ

ଅନୁଗୁଳ ଟାଉନ ଥାନା ଏବଂ ପ୍ରଶାସନ ର ମିଳିତ ସହଯୋଗ ରେ ବିପୁଳ ପରିମାଣରେ ବାଣ ଜବତ କରାଯାଇଛି। ସୂଚନା ଯେ, ଦୀପାବଳି ଉପଲକ୍ଷେ ଅନୁଗୋଳ ଷ୍ଟାଡିୟମ୍ ଠାରେ ସବୁଜ ବାଣ କୁ ବିକିବା ପାଇଁ ୧୨୩ ଷ୍ଟଲ୍ ଅନୁମତି ଦେଇଥିଲେ। ଆଜି ଠାରୁ ବାଣ ବିକ୍ରି ଆରମ୍ବ ହୋଇଥିଲା। ବାୟୁ ପ୍ରଦୂଷଣ ଯୁକ୍ତ ବାଣ…
Read More...

୧୫ ଗ୍ରାମ ବ୍ରାଉନ ସୁଗାର ଜବତ;୪ ଗିରଫ

ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ରାଜକିଶୋର ପଡା ଟାଉନ ହାଇ ସ୍କୁଲ ସମ୍ମୁଖରେ ଥିବା ଭେଣ୍ଡିଂ ଜୋନ୍ ଠାରୁ ୧୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଟାଉନ୍ ଥାନା। ସୂଚନା ଯେ, ପୂଜା ବଜାର ରେ ନିଶା କାରବାର ଚାଲିଥିବାର ସୂଚନା ଅନୁଯାୟୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ଙ୍କ…
Read More...

ଅନୁଗୁଳ ରେଳ ଷ୍ଟେସନ ରେ ନାହିଁ ଯାତ୍ରୀଙ୍କ ସୁରକ୍ଷା ପାଇଁ ଚିନ୍ତା ;ଅନ୍ଧାର ହେଲେ ମଧ୍ଯ ପରିସର ଆଲୋକିତ କରାଇବାରେ…

ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ସମସ୍ତେ ଲଗାତାର ଭାବେ ବିଶ୍ଵ ସ୍ତରୀୟ ରେଳ ଷ୍ଟେସନ ର ସ୍ବପ୍ନ ଦେଖାଇ ଆସୁଛନ୍ତି। ନିରୀହ ଜନତା ମଧ୍ଯ ସେହି ସ୍ୱପ୍ନରେ ଦିନ କାଟି ଦେଉଛି। କିନ୍ତୁ ବାସ୍ତବ ଚିତ୍ର ସ୍ବପ୍ନକୁ କୁରାଡି ମାରିବାଠୁ କମ ନୁହଁ। ଆମ…
Read More...

ଅନୁଗୁଳ ବିକଳାନନ୍ଦ କର ଖାଦ୍ୟ ଦୋକାନ ରେ ଗ୍ରାହକଙ୍କୁ ଅସଭ୍ୟ ଭଳି ବ୍ୟବହାର

କିଛି ଅଭିଯୋଗ ମିଳିବା ପରେ ଆମ ସମ୍ବାଦଦାତା ଉକ୍ତ ଖାଦ୍ୟ ବିକ୍ରୀ କରୁଥିବା ଦୋକାନକୁ ଗ୍ରାହକ ହୋଇ ଯାଇ ବାସ୍ତବ ସ୍ଥିତି ପରଖି ଥିଲେ। ସେଠାରେ ଖାଦ୍ୟ ବିକ୍ରି କରୁଥିବା କିଛି କର୍ମଚାରୀଙ୍କ ବ୍ୟବହାର ଦେଖି ଆମେ ଚିନ୍ତା କରିବାକୁ ବାଧ୍ୟ ହେଲୁ ଯେ ଇଏ କଣ ସେହି ଦୋକାନ ଯାହା ଅନୁଗୁଳ ବାସୀଙ୍କୁ…
Read More...