Webportal
Browsing Category

ANGUL

ପୁଜା ଆରମ୍ଭରୁ ଅନୁଗୁଳ ରେ ଦିଶିଲା ପୋଲିସ ର ଗୁଣ୍ଡାରାଜ

ସବୁ ବର୍ଷ ପରି ଏଥର ବି ପୂଜା ଋତୁ ଆରମ୍ଭ ହୋଇଯାଇଛି। ଏହା ସହିତ ଆବଶ୍ୟକ ଟ୍ରାଫିକ କଟକଣା ମଧ୍ୟ ଲଗାଯାଇଛି।ଯାହାଦ୍ଵାରା ଜନଗହଳି ପୂର୍ଣ୍ଣ ସ୍ଥାନରେ ଯାନବାହନ ଚଳାଚଳରେ କଟକଣା ଦ୍ବାରା ସାଧାରଣ ଲୋକେ ଆରାମ ରେ ଚଳାଚଳ କରି ପୂଜା ଉପୋଭୋଗ କରି ପାରିବେ। ଏଥିପାଇଁ ଅନୁଗୁଳ ଏସପିଙ୍କ ଦ୍ବାରା…
Read More...

ଅନୁଗୁଳରେ ପୂଜା କମିଟି କର୍ମକର୍ତା ଆଡରେ ମାତିବାକୁ ଲାଗିଲେଣି ଲୁଟେରା

ସବୁବର୍ଷ ଭଳି ଏଥର ବି ପୂଜା ଋତୁ ଆରମ୍ଭ ରୁ ଚାନ୍ଦା ଆଦାୟ ନାଁ ରେ ମାତିବା ଆରମ୍ଭ କରିଛନ୍ତି କିଛି ପୂଜା କମିଟି ର ସଦସ୍ୟ। ଲୋକେ ଡରିମରି ଚାନ୍ଦା ଦେଉଥିବାରୁ ଏମାନଙ୍କୁ ଆପଣ ଲୁଟେରା ଗ୍ୟାଙ୍ଗ ବୋଲି ଆଖ୍ୟା ଦେଇ ପାରିବେ। ଏହି ତଥା କଥିତ ପୂଜା କମିଟି କର୍ମକର୍ତା ବା ଲୁଟେରା ଗ୍ୟାଙ୍ଗ…
Read More...

ମୁରବିଶୂନ୍ୟ ହୋଇ ସ୍ଥିତି ହରାଇଲା ଅନୁଗୁଳ ସହର କେନ୍ଦ୍ରୀୟ ପୂଜା କମିଟି

ପୂଜା ଭଳି ପବିତ୍ର କାର୍ଯ୍ୟରେ ନିଜର ଛୋଟ ଛୋଟ ଅଭିଳାଷ ନ ରଖିଥିଲେ କେବେବି କେନ୍ଦ୍ରୀୟ ପୂଜା କମିଟି ଆଜି ନିଷ୍କ୍ରିୟ ଅବସ୍ଥାରେ ନ ଥାନ୍ତା। ପ୍ରତି ବର୍ଷ ପୁଜା ସମୟରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ବିଷୟରେ ଧ୍ୟାନ ପ୍ରାୟତଃ କାଗଜ କଲମରେ ସିମୀତ ରହୁଥିଲେ ମଧ୍ୟ କେନ୍ଦ୍ରୀୟ ପୂଜା କମିଟି…
Read More...

ଅନୁଗୋଳ ରେ ଦଶମ ଆର୍ଟ ଅଫ ଗିଭିଂ ଦିବସ ପାଳିତ

ଅନୁଗୁଳ ଜିଲ୍ଲାର ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ ରେ ଦଶମ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳିତ ହୋଇଯାଇଛି ।ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ,ଦେବଗଡ଼ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପଣ୍ଡିତ ରୋହିତ ଦାସ,ଯୋଗ ଗୁରୁ ଅଭୟ ରାୟ,କୀଟ ବିଶ୍ୱ ବିଦ୍ୟାଳୟର…
Read More...

ଦିନ ଦ୍ବିପହରେ ଘରେ ପଶି ୧୨ ବର୍ଷର ଝିଅ ର ଗଳା କାଟି ହତ୍ୟା

ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମରେ ସୋମବାର ପୂର୍ବାହ୍ନ ୧୦ଟା ବେଳେ ଜଣେ ନାବାଳିକାର ତଣ୍ଟି କାଟି ହତ୍ୟା କରାଯାଇଛି। ମୃତ ନାବାଳିକା ହେଲେ, ଭାଗିରଥି ସାହୁଙ୍କ ଝିଅ ଖୁସି ସାହୁ(୧୨)। ତାଙ୍କ ପ୍ରକୃତ ଘର ତାଳଚେର ଡଅଁରାରେ ହୋଇଥିବା ବେଳେ ସେମାନେ କୁଇଓରେ ରହୁଥିଲେ। ଆଜି ପୂର୍ବାହ୍ନରେ…
Read More...

କଲୋନୀ ର ଘର ଭିତରେ ପଶି କାର୍ ଜାଳି ଦେଲେ ଦୁର୍ବୃତ୍ତ

ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ପଞ୍ଚାୟତର ଭଣ୍ଡୁବର ଅଞ୍ଚଳ ବିଡ଼ିଓ କଲୋନୀର ପାଚେରି ଡେଇଁ କାର ଜାଳିଲେ ଦୁର୍ବୃତ୍ତ । ସୂଚନା ଯେ, ବିଡିଓ କଲୋନୀ ର ନଳିତେନ୍ଦୁ ବେହେରା ଙ୍କ ଭଡ଼ା ଘରେ ଅରୁଣ କୁମାର ଦାସ ଗତ ୪ ବର୍ଷ ହେଲା ଭଡ଼ା ଘରେ ରହୁଛନ୍ତି । ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି…
Read More...

ପ୍ରାରମ୍ଭିକ ଛୋଟିଆ ମତାନ୍ତର ପରେ ସଫଳତାର ସହ ଅନୁଷ୍ଠିତ ହେଲା ଅନୁଗୁଳ ଜିଲ୍ଲା  ପ୍ରଶାସନ ଓ ସାମ୍ବାଦିକ ସମୂହ କ୍ରିକେଟ…

ଶନିବାର ପ୍ରାତଃ ସମୟରେ ଅନୁଗୁଳ ସାମ୍ବାଦିକ ସମୂହ ଓ ଜିଲା ପ୍ରଶାସନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁତ୍ୱ ପୂର୍ଣ୍ଣମ୍ୟାଚରେ ସାମ୍ବାଦିକ, ପ୍ରଶାସନ ଓ ସାଧାରଣ ଜନତା ଭରପୁର ମଜାଉଠାଇଥିଲେ। ତେବେ ୧୫ଓଭର ବିଶିଷ୍ଟ ଏହି ମ୍ୟାଚରେ ସାମ୍ବାଦିକ ଦଳକୁ…
Read More...

ଅନୁଗୁଳ ସରକାରୀ ଡାକ୍ତରଖାନା; ଚିନ୍ତା ବେସରକାରୀ

ବର୍ତ୍ତମାନ ପରିସ୍ଥିତିରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥରେ ବୁଲିଆସନ୍ତୁ। ଆପଣଙ୍କୁ ଲାଗିବ ସତେ ଯେମିତି ପୁରୁଣା ଇଂରେଜ ଶାସନ ଫେରିଆସିଛି। ରୋଗୀଙ୍କୁ ନେଇ ପହୁଞ୍ଚିଥିବା ଦୁଇ, ତିନି ଓ ଚାରିଚକିଆ ଯାନ ଗୁଡିକୁ ଭଲକରି ଛିଡା ହେବା ପୁର୍ବରୁ ସୁରକ୍ଷା କର୍ମୀ ମାନେ ଉଠେଇ ନେବା ପାଇଁ…
Read More...

ଅନୁଗୁଳରେ ପ୍ରଶାସନ ଓ ଗଣମାଧ୍ୟମ କ୍ରିକେଟ; ଜାଣିନାହାନ୍ତି ଗଣମାଧ୍ୟମ: ପ୍ରଶାସନ ହିନ ରାଜନୀତିର ଶିକାର ଆଶଙ୍କା

ଅନୁଗୁଳ ଜିଲ୍ଲାକୁ ୩୦ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ  ଅନୁଗୁଳ ର ଅନେକ ଗଣମାଧ୍ୟମ ପ୍ରତିନିଧି ନ ଜାଣିଥିବା ସତ୍ତ୍ୱେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପଙ୍କ…
Read More...

ସାମ୍ବାଦିକଙ୍କ ବଇରୀ ଅନୁଗୁଳ ଜିଲ୍ଲା ଲୋକସମ୍ପର୍କ ବିଭାଗ ଓ ପ୍ରଶାସନ

ଆଶ୍ଚର୍ଯ୍ୟଜନକ ଭାବେ ଅନୁଗୁଳ ରେ କିଛି ହାତଗଣତିଙ୍କୁ ଛାଡିଦେଲେ ଅନ୍ୟ ସାମ୍ବାଦିକଙ୍କୁ ଜିଲ୍ଲାର କୌଣସି ସରକାରୀ ଖବର ସମ୍ପର୍କିତ ସୁଚନା ଦିଆଯାଉ ନାହିଁ।ଅଭିଯୋଗ ହେଉଛି ଯେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ସମସ୍ତ ପ୍ରକାର ଯୋଗାଯୋଗ ମାଧ୍ୟମ ଯଥା ଇମେଲ, whatsapp,…
Read More...