Webportal
Browsing Category

ANGUL

ଅନୁଗୁଳ ଓକିଲ ସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ସେମିନାର ଅନୁଷ୍ଟିତ

ଆଜି ଅନୁଗୁଳ ଓକିଲ ସଂଘ ପକ୍ଷରୁ ଆୟୋଜିତ ନୂତନ ତିନୋଟି ଅପରାଧିକ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଆଇନ -୨୦୨୩ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ସେମିନାର ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରରେ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘର…
Read More...

ଜାତୀୟ ରାଜପଥ ପୁନର୍ବାର ନେଲା ଜୀବନ

ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ରେ ମୁଣ୍ଡ ଗଡିବା ଥମୁନାହିଁ। ଆଜି ମଙ୍ଗଳବାର ରାତି ପ୍ରାୟ ୧୦ ଟା ରେ ଗୋଟେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ମୃତୁ ବରଣ କରିଥିବା ଖବର ମିଳିଛି।ସୂଚନା ମୁତାବକ ଆଜି ରାତି ପ୍ରାୟ ୧୦ଟା ସମୟରେ ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଅନୁଗୁଳ ସହର ହନୁମାନ ବଜାର…
Read More...

କୁନି ଝିଅର ତୃତୀୟ ଜନ୍ମଦିନ ନିଆରା ଭାବେ ପାଳିତ

କୁନି ଝିଅର ତୃତୀୟ ଜନ୍ମଦିନ ନିଆରା ଭାବେ ପାଳିତ।ପିତା ମାତାଙ୍କ ଦ୍ଵାରା ରକ୍ତଦାନ ସହ ଔଷଧିୟ ବୃକ୍ଷ ଚାରା ବଣ୍ଟନ । ନିଜ ଝିଅର ଜନ୍ମଦିନକୁ ସମ୍ପୂର୍ଣ ଅଲଗା ଭାବରେ ପାଳନ କରି ଅନ୍ୟ ମାନଙ୍କୁ ପ୍ରେରଣା ପ୍ରଦାନ କରିବା ସହ ଉଦାହରଣ ସୃଷ୍ଟି କରିଛନ୍ତି ଅନୁଗୁଳର ଏକ ଦମ୍ପତି।ଝିଅର ଜନ୍ମଦିନ…
Read More...

ମା ର ହତ୍ୟାକାରୀ ସାଜିଲା ପୁଅ

ଜନ୍ମ କଲା ପୁଅ ହେଲା ସଇତାନ, ମା କୁ ପିଟି ପିଟି ହତ୍ୟା କଲା ଜନ୍ମ କଲା ପୁଅ। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ଗ୍ରାମରେ ମା କୁ ପିଟି ପିଟି ହତ୍ୟା କଲା ଜନ୍ମ କଲା ପୁଅ। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ସୁସୁଡା ଗ୍ରାମର ସୁଧାକର ନାଏକ ଙ୍କ ପୁଅ ସରୋଜ ନାଏକ ନିଜ ମା ଲତା ନାଏକ…
Read More...

ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ପ୍ରତିବର୍ଷ ନଭେମ୍ବର ମାସ ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ସମାନ ଚିନ୍ତାଧାରା ରଖୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଗଠିତ ଅନୁଗୁଳ ପ୍ରେସ ଚାମ୍ବର ଦ୍ଵାରା ଲଗାତାର ଦ୍ଵିତୀୟ ବର୍ଷ ପାଈଁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ଅନୁଗୁଳ ର ଏକ ହୋଟେଲ ରେ…
Read More...

ଅନୁଗୁଳରେ ଭୟାବହ ଅଗ୍ନିକାଣ୍ଡରେ ପାଉଁଶ ହୋଇଗଲେ ଦୋକାନ ଗୃହ

ଅନୁଗୁଳ ସହର ମଝିରେ ଥିବା ପୌରପାଳିକା ଡେଲି ମାର୍କେଟ ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଦୋକାନ ଗୃହ ଜଳି ପାଉଁଶ ହୋଇଗଲା। ତିନୋଟି ଦମକଳ ବାହିନୀ ଗାଡ଼ି ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା ଚଳାଇଥିବା ଜଣା ପଡ଼ିଛି। ଡେଲି ମାର୍କେଟ ର କିଛି ଦୋକାନ ଗୃହ ଭିତରେ ଲୋକେ…
Read More...

ନାଲକୋ ସ୍ମେଲଟର ପ୍ଲାଣ୍ଟ ରେ ଟ୍ରଲର ଚାପାରେ ଶ୍ରମିକ ମୃତ

ବର୍ତମାନର ଅତି ଦୁଃଖଦାୟକ ଖବର । ଅନୁଗୁଳ ନାଲକୋ ସ୍ମେଲଟର ପ୍ଲାଣ୍ଟ ର କାଷ୍ଟ ହାଉସ ୨ ରେ ଟ୍ରଲର ତଳେ ଚାପି ହୋଇ ମନୋଜ କୁମାର ପାଲ ନାମକ ୪୫ ବର୍ଷୀୟ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମନୋଜଙ୍କ ଘର ପୁରୁଣାଗଡ ରେ। ସୁରକ୍ଷା ବ୍ୟବସ୍ଥା ରେ ରହିଥିବା ତ୍ରୁଟି ପାଇଁ ଏ ଦୁର୍ଘଟଣା ଘଟିଥିବା…
Read More...

ଲକ୍ଷ୍ମୀ ପୂଜାପାଈଁ ଅନୁଗୁଳ ପୋଲିସ ର ବ୍ୟାପକ ପ୍ରସ୍ତୁତି

ଲକ୍ଷ୍ମୀ ପୂଜାପାଈଁ ଅନୁଗୁଳ ପୋଲିସ ର ବ୍ୟାପକ ପ୍ରସ୍ତୁତି।ପ୍ରଥମ ଥର ପାଇଁ ବାଇକ ପେଟ୍ରୋଲି ବ୍ୟବସ୍ଥା ଓ ବୁଲିବେ ପୁଲିସର ଶକ୍ତି ବାହିନୀ।ଯୁବା ଏସପି ରାହୁଲ ଜେନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଗୁଳ ଜିଲ୍ଲା ପୋଲିସ ଚକିତ ବର୍ଷ ଲକ୍ଷ୍ମୀପୂଜା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରାଇବା…
Read More...

ଭାରତ ବନ୍ଦ ବାହାନାରେ ଅନୁଗୁଳ ସହରରେ ଆତଙ୍କରାଜ

ବନ୍ଦ ବାହାନାରେ ଅନୁଗୁଳ ସହରରେ ଆତଙ୍କରାଜ।କି କାମକୁ ଗଣତନ୍ତ୍ର ଓ କି କାମକୁ ପୋଲିସ।ବନ୍ଦ ପାଳନ ପାଇଁ ଅପର୍ଯ୍ୟାପ୍ତ ଅର୍ଥ ଦେଉଛି କିଏ।ଯଦି ବିଶ୍ଵର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ବୋଲାଉଥିବା ଆମ ଦେଶରେ ସାଧାରଣ ଲୋକଙ୍କୁ ଗାଳି ଆଉ ମାଡ଼ ମାରି ବନ୍ଦ ପାଳନ କରାଯାଉଛି ଓ ପୋଲିସ ଏକଦମ ଚୁପ…
Read More...

ରାଜ୍ୟ ସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ 

ଆଜି ପୂର୍ବାହ୍ନରେ ଅନୁଗୁଳ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ଠାରେ ରାଜ୍ୟ ସ୍ତରୀୟ ଫାଇଲେରିଆ (ବାତଜ୍ବର) ନିରାକରଣ ଅଭିଯାନ ଅନ୍ତର୍ଗତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ…
Read More...