Webportal
Browsing Category

ANGUL

ଭୟଙ୍କର ଅଗ୍ନିକାଣ୍ଡ : ଜିଅନ୍ତା ଜଳିଗଲେ ଯୁବକ

ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଗୀତାଗ୍ରାମରେ ଭୟାନକ ଅଗ୍ନିକାଣ୍ଡ। ଜିଅନ୍ତା ଜଳିଗଲେ ଯୁବକ। ସୋମବାର ଭୋର୍ ସମୟରେ ଅଗ୍ନିକାଣ୍ଡ ଘଟି ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।ସୂଚନାନୁଯାୟୀ, ଜୟପୁର ଅଞ୍ଚଳର…
Read More...

ଓଡିଶା ଉଦୟ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ରକ୍ତଦାନ ଭବନ ଠାରେ ଓଡିଶା ଉଦୟ ଫାଉଣ୍ଡେସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା |ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି,ସମ୍ମାନିତ ଅତିଥି ଭାବେ ଅନୁଗୁଳ ପୌରପାଳିକା ନଗରପାଳ ଅକ୍ଷୟ ସାମନ୍ତ…
Read More...

ଅନୁଗୁଳ ରେ ରକ୍ତରେ ଖେଳାଗଲା ହୋଲି; ଆକ୍ରମଣରେ ବ୍ୟକ୍ତି ମୃତ

ରକ୍ତରେ ଖେଳିଲେ ହୋଲି, କଟୁରୀ ମାଡ ରେ ଜଣେ ମୃତ। ଅନୁଗୁଳ ସହର ନାଖରାସାହି ଠାରେ ବୁଲିଲା ମାରଣାସ୍ତ୍ର। କଟୁରୀ ଚୋଟରେ ଜଣେ ମୃତ । ଗାଧୋଇବା ପାଇଁ ଯାଇଥିବା ବେଳେ ଆଜାଦ ହୋସେନ ନାମକ ଜଣେ ବ୍ୟକ୍ତିଙ୍କୁ ମଣ୍ଟୁ ସାମନ୍ତରାୟ ନାମକ ଜଣେ ଯୁବକ ହାଣି ଘଟଣା ସ୍ଥଳରୁ ଚମ୍ପଟ । ପଛରୁ ଆସି ବେକକୁ…
Read More...

ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ସଦସ୍ୟଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ

ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ସଦସ୍ୟଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ।ବରିଷ୍ଟ ସାମ୍ୱାଦିକ ଅର୍ଧେନ୍ଧୁ ଦାସ ଦେଲେ ଗୁରୁମନ୍ତ୍ର।ଶନିବାର ସନ୍ଧ୍ୟାରେ ଅନୁଗୁଳର ଅଗ୍ରଣୀ ସାମ୍ୱାଦିକ ସମୁହ ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର…
Read More...

ଅନୁଗୁଳ ରେ ଚୋରଙ୍କ ସାହସ ଆକାଶ ଛୁଆଁ :ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି

ଅନୁଗୁଳ ରେ ଚୋରଙ୍କ ସାହସ ଆକାଶ ଛୁଆଁ :ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି।ସିସି ଟିଭି କାମ ନ କରିବା ଓ ସୁରକ୍ଷା କର୍ମୀ ନ ରହିବା ପାଇଁ ମନ୍ଦିର ପ୍ରଶାସନ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଦାୟୀ କଲେ ପରିଚାଳନା କମିଟି ସଦସ୍ୟ।ଅନୁଗୁଳ ଆରକ୍ଷୀ ଅଧିକ୍ଷକଙ୍କ ଦାୟିତ୍ୱ ରାହୁଲ ଜୈନ ସମ୍ଭାଳିବା…
Read More...

ଗାଧୋଇବା ପାଇଁ ଗଲା ସମୟରେ ପୋଖରୀରେ ବୁଡି ମୃତ

ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ପଞ୍ଚାୟତ ଗୋପିନାଥ ପୁର ଗ୍ରାମର ପୋଖରି ରେ ବୁଡି ଜଣ ଙ୍କ ର ମୃତ୍ୟୁ ଘଟିଛି। ମୃତକ ଜଣ ଙ୍କ ହେଲେ ଗୋପିନାଥ ପୁର ଗ୍ରାମର କାଉଁରୀ ବନ୍ଧୁ ଖିଲାର ଙ୍କ ପୁଅ ସତ୍ୟାନନ୍ଦ ଖିଲାର (୪୮) । ସୂଚନା ଯେ, ଗତ କାଲି ଗୋପିନାଥ ପୁର ଗ୍ରାମରେ ଜଣଙ୍କର ମୃତ୍ୟୁ…
Read More...

ଚଳଚଞ୍ଚଳ ଅନୁଗୁଳ ଟାଉନ ଥାନା ପୋଲିସ

ଚଳଚଞ୍ଚଳ ଅନୁଗୁଳ ଟାଉନ ଥାନା ପୋଲିସ।ଡକାୟତ ଯୋଜନା କରୁଥିବା ସମୟରେ ମାଡି ବସିଲା।ଅନୁଗୁଳ ସହରରେ ଚୋରି ଡକାୟତି ଓ ରାହାଯାନୀ ଆଦି ଉପରେ ଅଙ୍କୁଶ ଲଗାଇବା ପାଇଁ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶ ଅନୁଯାଇ ଅନୁଗୁଳ ଟାଉନ ଥାନାର ଏକ ଟିମ ସହର ର ବିଭିନ୍ନ ସ୍ଥାନରେ ଚଡାଉ ଜାରି ରଖିଛି…
Read More...

ସାମ୍ନାକୁ ଆସିଲା ଅନୁଗୁଳ ପୋଲିସ ର ପାରିବାପଣିଆ

ସାମ୍ନାକୁ ଆସିଲା ଅନୁଗୁଳ ପୋଲିସ ର ପାରିବାପଣିଆ । ହାଇୱା ଚୋର ଧରାହେଲା ସପ୍ତାହକ ମଧ୍ୟରେ।ଅନୁଗୁଳ ଟାଉନ ଥାନାରେ ଏହି ମାସ ୧୮ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ଯାହା ଅନୁଯାୟୀ ୧୭ ଓ ୧୮ ତାରିଖ ରାତିରେ ଅନୁଗୁଳ ସହର ର ହେମସରପଡ଼ା ଅଞ୍ଚଳରୁ ଏକ ହାଇୱା ଚୋରି ହୋଇଥିଲା। ଆରକ୍ଷୀ…
Read More...

ଜାତୀୟ ରାଜପଥ ୫୫ ରେ ପୁନର୍ବାର ଦୁର୍ଘଟଣା ରେ ଚାଲିଗଲା ଆଉ ଏକ ବହୁମୂଲ୍ୟ ଜୀବନ

ଆଜି ପୁଣି ଜାତୀୟ ରାଜପଥ ୫୫ ରେ ଯାଇଛି ଆଉ ଜଣଙ୍କ ଜୀବନ ।ସବୁଦିନିଆ କମ୍ପାନୀ ଡ୍ୟୁଟି କୁ ଯାଉଥିବା ବେଳେ ଟ୍ରକ ଚକାତକେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛି । ଅନୁଗୁଳ ଟାଉନ ଥାନା ର ପ୍ରଶାନ୍ତି ହୋଟେଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା।ମୃତ ବ୍ୟକ୍ତି ଜଣଙ୍କ…
Read More...

ଦୁର୍ନୀତିଗ୍ରସ୍ତ ମାନେ ଯୋଜନା ଅର୍ଥ ଚଳୁ କରୁଥିବାରୁ ହାତୀ ଓ ମନୁଷ୍ୟ ଉଭୟ ବିପଦରେ

ଦୁର୍ନୀତିଗ୍ରସ୍ତ ମାନେ ଯୋଜନା ଅର୍ଥ ଚଳୁ କରୁଥିବାରୁ ହାତୀ ଓ ମନୁଷ୍ୟ ଉଭୟ ବିପଦରେ।ସହର ନିକଟରେ ଦେଖାଗଲେ ଏକସଙ୍ଗେ ୪୦ ହାତୀ।ଆମେ ଆମ ଖବର ଗୁଡ଼ିକରେ ବାରମ୍ୱାର କହି ଆସିଛୁ ଯେ ଗୋଟେ ହାତୀ ପ୍ରତିଦିନ ଅତି କମରେ ୨୦ କିଲୋମିଟର ନିଶ୍ଚୟ ଭାବେ ଚାଲିବ। ଏହା ହେଉଛି ଗୋଟେ ହାତୀର ସ୍ଵାଭାବିକ…
Read More...