ଦେହ ବ୍ୟବସାୟ ଏକ ଆଇନସମ୍ମତ ପେଶା; ସୁପ୍ରିମକୋର୍ଟ
ଦେହ ବ୍ୟବସାୟ ଏକ ବୃତ୍ତି ବା ପେସା ଏବଂ ଆଇନ ଅନୁସାରେ ଦେହଜୀବୀମାନେ ସାମାଜିକସ୍ତରରେ ସମ୍ମାନ ଏବଂ ସମାନ ସୁରକ୍ଷା ପାଇବାକୁ ହକ୍ଦାର। ତେଣୁ, ସହମତିରେ ବେଶ୍ୟାବୃତ୍ତି କରୁଥିବା ଯୌନକର୍ମୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନ କରିବା ସହ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ…