Webportal

ରାଜପଥ ମରାମତି ଏକ ବାହାନା;ଉଦେଶ୍ୟ ହେଲା ବିନା ନକରାତ୍ମକ ଆଲୋଚନାରେ ମନୋରଞ୍ଜନ

ପୁରା ଖବର କୁ ପଢନ୍ତୁ, ତାହାହେଲେ ଆପଣ ମାନେ ଜାଣିପାରିବେ କିଭଳି ମନୋରଞ୍ଜନ ରେ ବାଧା ସୃଷ୍ଟି ନ ହେବା ପାଇଁ ଜାତୀୟ ରାଜପଥ କୁ ଢାଲ କରାଯାଉଛି। ଅନୁଗୁଳରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଆସୁଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଚଳିତ ମାସ ଆଠ ତାରିଖରୁ ତିନିଦିନିଆ ଜିଲ୍ଲା…

ବନ୍ଦ ପାଳନ ବେଳେ ରାକ୍ଷସୀ ଆଚରଣ; କଡା ଦଣ୍ଡବିଧାନ ର ଆବଶ୍ୟକତା

ଆଜିଠୁ ଦେଶବ୍ୟାପୀ ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ ବା ଟ୍ରେଡ଼ ୟୁନିୟନ। ଯାହା ବୋଧହୁଏ କେବେ ବି ଦେଖିବାକୁ ମିଳି ନ ଥିଲା ଆଜି ସେହି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି।ଭୁବନେଶ୍ୱର ଜୟଦେବ ବିହାର ରେ ଆନ୍ଦୋଳନ କାରୀମାନେ ରୋଗିଥିବା ଆମ୍ବୁଲାନ୍ସ କୁ ବାଟ…

ସତ କହି ଫସିଗଲେ କି ଅପରାଜିତା; ପରାଜୟ ପାଇଁ ଦୁର୍ବଳ ନେତୃତ୍ୱକୁ ଦେଲେ ଦୋଷ

ରାଜ୍ୟରେ ଅନୁଷ୍ଠିତ ପୌରନିର୍ବାଚନ ଫଳାଫଳ ବିଜେପିକୁ ନିରାଶ କରିଛି।ପୃଥିବୀର ସର୍ବବୃହତ ଓ ଧନୀ ଦଳ ଦେଶର ଅଧିକାଂଶ ରାଜ୍ୟରେ ବହୁତ ଭଲ ପ୍ରଦର୍ଶନ କରୁଥିବା ବେଳେ ଓଡ଼ିଶାରେ ମଧ୍ୟ ଅନୁଷ୍ଠିତ ପୌରନିର୍ବାଚନ ରେ ଅନୁରୂପ ପ୍ରଦର୍ଶନ ପାଇଁ ଆଶାବାଦୀ ଥିଲା। କିନ୍ତୁ ନିର୍ବାଚନ ପ୍ରଚାର ସମୟରେ…

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆକ୍ରମଣ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆକ୍ରମଣ, ପାଟନା ଜିଲ୍ଲାର ବଖତିଆରପୁର ବ୍ଲକରେ ନୀତୀଶଙ୍କୁ ମୁଥ ମାରିଲେ ଜଣେ ଯୁବକ | ଅଧିକ ଆକ୍ରମଣ ପୂର୍ବରୁ ମାଡ଼ି ବସିଲେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀ | ଯୁବକଙ୍କୁ ଅଟକାଇ ପୋଲିସର ଜିମା ଦେଲେ ସୁରକ୍ଷାକର୍ମୀ | ଯୁବକ କାହିଁକି ଏପରି କଲେ,…

ବିରୋଧୀ ଦଳଙ୍କୁ ମନ ଉଣା କରିବାର ଆବଶ୍ୟକତା ନାହିଁ:ଆଜିର ପୌରନିର୍ବାଚନ ଫଳାଫଳ ଦେଇଛି ସନ୍ଦେଶ

ଗଣତନ୍ତ୍ର କୁ ମଝଭୁତ ରହିବାକୁ ହେଲେ ଶାସକ ଦଳ ସହିତ ମଝଭୁତ ବିରୋଧୀ ଦଳର ଉପସ୍ଥିତି ମଧ୍ୟ ନିହାତି ଦରକାର। ବିରୋଧୀ ମଝଭୁତ ସ୍ଥିତିରେ ତେବେ ରୁହନ୍ତି ଯେବେ ଅନୁଷ୍ଠିତ ହେଉଥିବା ନିର୍ବାଚନ ରେ ଭଲ ସଂଖ୍ୟାରେ ଆସନ ହାତେଇ ଶାସକ ଦଳକୁ କଡା ଟକର ଦିଅନ୍ତି। ଗତ ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ…

ଦେଶହିତରେ ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥା କୁ ପରିବର୍ତ୍ତନ କରିବାର ଆବଶ୍ୟକତା

ବର୍ତ୍ତମାନର ରାଜନୈତିକ ବ୍ୟବସ୍ତା ଦେଶହିତରୁ ଟିକିଏ ଦୂରରେ ଥିବାଭଳି ଲାଗୁଛି। ଆମେ କିଛି ଉଦାହରଣ ପ୍ରସ୍ତୁତ କରୁଛୁ। ଭୋଟବ୍ୟାଙ୍କ ସୃଷ୍ଟି କରିବା ପାଇଁ ଶିକ୍ଷାନୁଷ୍ଠାନ ମାନଙ୍କରେ ରାଜନୈତିକ ଦଳ ଗୁଡ଼ିକର ପ୍ରତ୍ୟକ୍ଷ ସହଯୋଗରେ ନିର୍ବାଚନ ବ୍ୟବସ୍ଥା କରାଯାଇଛି।ଯାହାଦ୍ୱାରା ପାଠ ପଢିବା…

ଅନୁଗୁଳ ପୌରପାଳିକା : ଅଧ୍ୟକ୍ଷ ପଦବୀ ପାଇଁ ଲଢ଼େଇ ଜୋରଦାର

ମୁନାଙ୍କ ରାସ୍ତାରେ କଣ୍ଟା ଦଳଭିତରୁ ବିରୋଧ ଦିଲୀପଙ୍କ ପାଇଁ ଅର୍ଥ ବାଧକ ବଲବୀରଙ୍କ ପାଇଁ ଆଶାର କିରଣ ନିର୍ମଳ ଭାବମୂର୍ତି ସମ୍ପ୍ରତି ରାଜ୍ୟରେ ପୌରନିର୍ବାଚନ ପାଇଁ ଉଷ୍ମତା ବଢୁଥିବା ବେଳେ ଅନୁଗୁଳ ମଧ୍ୟ ଏଥିରୁ ବାଦ ଯାଇନାହିଁ।ଏଠି ଅଧ୍ୟକ୍ଷ ପଦବୀ ପାଇଁ ମୂଖ୍ୟତଃ…

ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ଲହର:ଇଚ୍ଛା ହେଉ କି ଅନିଚ୍ଛା ଭଲ ପ୍ରଦର୍ଶନ ପାଇଁ ଧର୍ମେନ୍ଦ୍ରଙ୍କୁ ଖୋଜିଲେ ରାଜ୍ୟ ନେତ।

ବୋଧହୁଏ ରାଜ୍ୟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜେପି ର ପ୍ରଦର୍ଶନ ବିଷୟରେ ଧର୍ମେନ୍ଦ୍ର ପ୍ରଧାନ ପୂର୍ବାନୁମାନ କରି ପାରିଥିଲେ।ନ ହେଲେ ଉତ୍ତରପ୍ରଦେଶ ନିର୍ବାଚନ ଦାଇତ୍ଵ ରେ ଥିବା ସତ୍ୱେ କଣ ପଞ୍ଚାୟତ ନିର୍ବାଚନ ସମୟରେ ଟିକିଏ ବି ସମୟ ଓଡ଼ିଶା ବିଜେପି କୁ…