କ୍ଷମତାସୀନ ନେତାଙ୍କ ଦ୍ୱାରା ଦେଶର ପୋଲିସ ଘରୋଇ ଅଙ୍ଗରକ୍ଷୀ ଭଳି ବ୍ୟବହୃତ
କ୍ଷମତାରେ ଥିବା ନେତାମାନଙ୍କ ଦ୍ବାରା ପୋଲିସର ଅପବ୍ୟବହାର କରାଯାଉଥିବା ଅଭିଯୋଗ ଆସିବା ଆଜିକାଲି ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି।
ପୋଲିସ ର କାମ ହେଉଛି ଅନ୍ୟାୟ ଅତ୍ୟାଚାର ଆଦିର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାପାଇଁ ପଦକ୍ଷେପ ନେବା। କିନ୍ତୁ ଆଜିକାଲି…