ରାଜଧାନୀରେ ଚାଞ୍ଚଲ୍ୟ; ବ୍ଲାକମେଲ କରି ଜଣେ ସହଯୋଗୀ ପ୍ରଫେସରଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ
ରାଜଧାନୀ ଭୁବନେଶ୍ୱରରେ ଜଣେ ସହକାରୀ ପ୍ରଫେସରଙ୍କୁ ଦୁଷ୍କର୍ମ ସହ ଉକ୍ତ ଦୁଷ୍କର୍ମର ଭିଡିଓ ଉତ୍ତୋଳନ କରି ଅଭିଯୁକ୍ତ ତାଙ୍କୁ ବ୍ଲାକମେଲିଂ କରି ବାରମ୍ବାର ଶାରୀରିକ ସଂପର୍କ ରଖିଥିବା ଓ ଟଙ୍କା ମାଗିଥିବା ଅଭିଯୋଗ ।
ପ୍ରଫେସରଙ୍କ ଘର ଛତିଶଗଡ଼ରେ। ସେ ଭୁବନେଶ୍ୱରର ଜାଗମରା ଅଞ୍ଚଳରେ ଏକ ଘରୋଇ…