ପଞ୍ଜାବ କଂଗ୍ରେସକୁ ଝଟକା ପରେ ଝଟକା: ସିଦ୍ଧୁ ଜେଲ ଯିବା ପରେ ଏବେ ବିଜେପିରେ ସାମିଲ ହେଲେ ୪ ମନ୍ତ୍ରୀ
ପଞ୍ଜାବ କଂଗ୍ରେସକୁ ଲାଗିଛି ଝଟକା । ବିଧାନସଭା ନିର୍ବାଚନରେ ପରାଜୟ ହେବା ପରେ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଚି । କଂଗ୍ରେସ ସରକାର ସମୟର ୪ ଜଣ ମନ୍ତ୍ରୀ ବିଜେପି ସାମିଲ ହୋଇଛନ୍ତି । ଡ.ରାଜ କୁମାର ଭେକ୍ରା, ବଲବୀର ସିଂ ସିଦ୍ଧୁ, ଗୁରପ୍ରୀତ ସିଂ କାଙ୍ଗର ଏବଂ ସୁନ୍ଦେର ଶାମ ଅରୋରା ରବିବାର…