Webportal

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଘରେ ରେଡ୍ କଲା ଇଡି

ଅଡ଼ୁଆରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ । ଗୋଟିଏ ପରେ ଗୋଟିଏ ଅଡ଼ୁଆରେ ସେ ଛନ୍ଦି ହେବାରେ ଲଗିଛନ୍ତି । ଏବେ ଇଡି ସ୍କାନରେ ସ୍ବାସ୍ଥ୍ୟମନ୍ତ୍ରୀ । ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଘରେ ଇଡି ରେଡ୍ ମାରିଛି । ହାୱାଲା କୋଲକାତାର ଏକ କମ୍ପାନି ସହ ଜଡିତ ମନି…

ପୁଣି ଅଶାନ୍ତ ବାଲେଶ୍ବର; ଲୁଟ ଲାଗି ରହିଥିବା ବେଳେ ଏବେ ହତ୍ୟା ମାମଲା ସାମ୍ନାକୁ ଆସିଛି

ପୁଣି ଅଶାନ୍ତ ବାଲେଶ୍ୱର। ଶୁକ୍ରବାର ରାତିରେ ଘଟିଛି ବିଭତ୍ସ ହତ୍ୟା। ହତ୍ୟା ପଛରେ ବଡ଼ ଗ୍ୟାଙ୍ଗର କିଛି କୁଖ୍ୟାତ ଅପରାଧୀ ଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ ଜୋର୍ ଜୋରରେ ତଦନ୍ତ ଜାରି ରଖିଛି। ଶୁକ୍ରବାର ରାତିରେ ଚାନ୍ଦିପୁର ଥାନା ଚାନ୍ଦିପୁର ରାସ୍ତାର ଆଇଓସିଏଲ ଛକ ନିକଟରେ ସୁନହଟ୍…

BJP से निष्कासित नवीन कुमार जिंदल ने कहा- जान से मारने की मिल रहीं धमकियां, सभी धर्मों की आस्था का…

भारतीय जनता पार्टी (BJP) से निष्कासित होने के बाद नवीन कुमार जिंदल ने कहा कि उनकी टिप्पणी का उद्देश्य किसी भी समुदाय की धार्मिक भावनाओं को आहत करना नहीं था। उन्होंने दावा किया कि उन्हें जान से मारने की धमकियां मिल रही हैं। दिल्ली इकाई के…

ନିଲମ୍ବନ ପରେ କ୍ଷମା ମାଗିଲେ ନୁପୁର ଶର୍ମା ; ବିଜେପିରୁ ନିଲମ୍ବିତ ହେବା ପରେ କ୍ଷମା ମାଗିଲେ

ବିଜେପିରୁ ନିଲମ୍ବିତ ହେବା ପରେ କ୍ଷମା ମାଗିଲେ ନୁପୁର ଶର୍ମା । ସେ ଟ୍ୱିଟ୍ କରି ଏକ ଲମ୍ବା ପୋଷ୍ଟ ଲେଖି ଦେଇଥିବା ମନ୍ତବ୍ୟକୁ ଫେରାଇ ନେଉଛି ବୋଲି କହିଛନ୍ତି ନୁପୁର। ସେ ଟ୍ୱିଟ୍ କରି ଲେଖିଛନ୍ତି ” ମୁଁ ଗତ କିଛିଦିନ ହେଲା ଟିଭି ଡିବେଟ୍କୁ ଯାଉଥିଲି। ଯେଉଁଠି ସବୁଦିନ ମୋ ଆରାଧ୍ୟ ଶିବ…

ଶେଷ ହେଇଯିବ କି ଦଳମଧ୍ୟରେ ଗୁରୁତ୍ଵ;ସମସ୍ତେ ଆସିଲେ, ଅରୁଣ ସାହୁ ଆସିଲେନି !

ଶପଥ ଗ୍ରହଣ ସମାରୋହ ସରିଲା। ବିଭାଗ ବଣ୍ଟନ ବି ହେଲା। ହେଲେ କିଛି ପୁରୁଣା ମୁହଁ ବାଦ୍ ପଡିଲେ। ଯେମିତିକି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂ ପ୍ରମୁଖ। ଏମାନଙ୍କ ମନ କ’ଣ ହେଉଥିବ ସେ କଥା ସେମାନେ ହିଁ ଜାଣନ୍ତି। କିନ୍ତୁ ମୁହଁ ଫୁଲେଇଛନ୍ତି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କହିଲେ ବ୍ରଜରାଜନଗର ବିଧାୟିକା-ସ୍ବାମୀ ଦେଖିଥିବା ସ୍ବପ୍ନକୁ ପୂରଣ କରିବି

ନବୀନ ନିବାସରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଉପସ୍ଥିତ ଥିଲେ। ମୋ ସ୍ବାମୀଙ୍କ ଅଧୁରା ସ୍ବପ୍ନ ପୂରଣ କରିବି ବୋଲି ବ୍ରଜରାଜନଗର ବିଧାୟିକା ଶ୍ରୀମତୀ ମହାନ୍ତି କହିଥିଲେ।…

ନୁପୁର ଶର୍ମା ଓ ନବୀନ ଜିନ୍ଦଲ ବିଜେପିରୁ ନିଲମ୍ବିତ

ବିଜେପି ପ୍ରବକ୍ତା ନୁପୁର ଶର୍ମା ଓ ମିଡିଆ ପ୍ରଭାରୀ ନବୀନ କୁମାର ଜିନ୍ଦଲଙ୍କୁ ବିଜେପି ନିଲମ୍ବିତ କରିଛି । ତେବେ ନିକଟରେ ନୁପୁର ଶର୍ମା ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ । ଏହାକୁ ନେଇ ରାଜନୀତି ମଧ୍ୟ ବେଶ ସରଗରମ ହୋଇ ଉଠିଥିଲା । ଏସବୁକୁ ଦୃଷ୍ଟିରେ ରଖି ବିଜେପି…

ରାଜ୍ୟର ନୂଆ ମନ୍ତ୍ରୀମଣ୍ଡଳ; ଶପଥ ନେଲେ ୧୩ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହୋଇଛି । ତେବେ ଆଜି ପୂର୍ବାହ୍ନ ୧୧ଟା ୪୫ରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଲୋକସେବା ଭବନର କନ୍ଭେନସନ୍ ହଲରେ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ…

ଭାବି ସ୍ୱାମୀଙ୍କୁ ଗିରଫ କରିଥିବା ‘ଲେଡି ସିଙ୍ଘମ’ଙ୍କ ହାତରେ ପଡିଲା ହାତକଡ଼ି: ଆସିଛି ସଂଘୀନ ଅଭିଯୋଗ

ଗିରଫ ହେଲେ ‘ଲେଡି ସିଙ୍ଘମ’ । ନିଜ ଭାବି ସ୍ବାମୀଙ୍କୁ ଗିରଫ କରିଥିବା ‘ଲେଡି ସିଙ୍ଘମ’ଙ୍କ ହାତରେ ପଡ଼ିଛି ହାତକଡି। ଏବେ ସେ ନିଜେ ଦୁର୍ନୀତି ଜାଲରେ ଫସିଛନ୍ତି। ଆସାମର ମହିଳା ପୁଲିସ ଅଧିକାରୀ ଜନମୋନି ରାଭାଙ୍କୁ ଗିରଫ କରାଯାଇଛି। ଠକେଇ ଅଭିଯୋଗରେ ଗତ ମାସରେ ନିଜ ଭାବି ସ୍ୱାମୀଙ୍କୁ…

ଆମେରିକାର ଧମକକୁ ବେଖାତିର,: ଉତ୍ତର କୋରିଆ ଏକାଥରକେ କଲା ୮ ବାଲିଷ୍ଟିକ ମିସାଇଲ ପରୀକ୍ଷଣ

ଆମେରିକାର ନାଲି ଆଖିକୁ ଖାତିର ନ କରି ଉତ୍ତର କୋରିଆ ଏକାଥରକେ ୮ ବାଲିଷ୍ଟିକ ମିସାଇଲ ପରୀକ୍ଷଣ କରିଛି । ପୂର୍ବତଟ ସମୁଦ୍ରିକ ଆଞ୍ଚଳରେ ୮ଟି ବାଲିଷ୍ଟିକ୍‌ ମିସାଇଲ୍‌ ପରୀକ୍ଷଣ କରିଛି ଉତ୍ତର କୋରିଆ। ଉତ୍ତର କୋରିଆ ଉପରେ ମିସାଇଲ୍‌ ପରୀକ୍ଷଣରେ ପ୍ରତିବନ୍ଧକ ଲଗାଇଥିଲା ଆମେରିକା। ହେଲେ…