Webportal

କୁଏତକୁ ଗାଈ ଗୋବର ପଥାଇବ ଭାରତ

ଦେଶ ତଥା ବିଦେଶରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ଲାଗିଛି ଭାରତ । ଭାରତର ଚାହିଦା ଏବେ ବଢୁଛି । ଭାରତର ଗାଈ ଗୋବର ଡିମାଣ୍ଡ ବଢ଼ିଛି । କୁଏତକୁ ଗୋବର ରପ୍ତାନୀ କରିବାକୁ ଯାଉଛି ଭାରତ । ଜୈବିକ ଚାଷକାର୍ଯ୍ୟ ପାଇଁ ବିଦେଶୀ ରାଷ୍ଟ୍ର ଗୋବର ଆବଶ୍ୟକ କରୁଛନ୍ତି । ଯେଉଁ କାରଣରୁ…

ଅଦ୍ଭୂତପୂର୍ବ ସାହସର ପ୍ରଦର୍ଶନ : ୪୨ ଘଣ୍ଟା ହେଲା ବୋର୍‌ୱେଲ୍‌ରେ ପଡ଼ିଥିବା ଶିଶୁ ନିଜ ଉଦ୍ଧାର ପାଇଁ ଉଦ୍ଧାରକାରୀ…

ଛତିଶଗଡ଼ର ଜାଁଜଗିର-ଚାଁପାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ଏକ ବୋର୍‌ୱେଲ୍‌ ମଧ୍ୟରେ ଜଣେ ୧୧ ବର୍ଷୀୟ ବାଳକଟି ଖସିପଡ଼ିଛି। ଖୁସିର କଥା ହେଉଛି କି ପଡ଼ିଯିବାର ୪୨ ଘଣ୍ଟା ପରେ ବି ବାଳକଟି ସୁରକ୍ଷିତ ରହିଛି। ଆଶ୍ଚର୍ଯ୍ୟ କଥା ହେଉଛି ଏବେ ବି ଉଦ୍ଧାର କାର୍ଯ୍ୟ ଜାରି…

केरल में स्क्रब टाइफस ने बढ़ाई चिंता, 4 दिनों में दूसरी मौत

तिरुवनंतपुरम जिले के परसल में एक 39 वर्षीय महिला सबिता की स्क्रब टाइफस बीमारी से मौत हो गई. वह पिछले 15 दिनों से इस बीमारी से पीड़ित थीं और रविवार सुबह उनका निधन हो गया. इससे पहले गुरुवार को तिरुवनंतपुरम जिले के वर्कला में स्क्रब टाइफस से…

ଭାରତ ସିରିଜ ନମ୍ବର ଲାଗୁ କରିବାରେ ଦେଶରେ ଓଡ଼ିଶା ପ୍ରଥମ; ୱାନ ନେଶନ ୱାନ ରେଜିଷ୍ଟ୍ରେସନ ପାଇଁ ଉଠୁଛି ଦାବି

ଚାକିରୀ କାରଣରୁ ଦେଶର ବିଭିନ୍ନ ରାଜ୍ୟକୁ ବଦଳି ହେଉଥିବା ସରକାରୀ ଓ ପ୍ରତିରକ୍ଷା ବିଭାଗ କର୍ମଚାରୀଙ୍କୁ ବାରମ୍ବାର ନମ୍ବର ବଦଳାଇବା ଝିନ୍‌ଝଟରୁ ମୁକ୍ତି ଦେବା ପାଇଁ କେନ୍ଦ୍ର ପରିବହନ ବିଭାଗ ମନ୍ତ୍ରଣାଳୟ ବା ନର୍ଥ ପକ୍ଷରୁ ଭାରତ ସିରିଜ୍ ନମ୍ବରର ପ୍ରଚଳନ ଆରମ୍ଭ ହୋଇଥିଲା । କେନ୍ଦ୍ରର ଏହି…

ସନ୍ଧ୍ୟା ୭ଟାରେ ବାରବାଟୀରେ ମ୍ୟାଚର ବେଲ୍ ବଜାଇ ମ୍ୟାଚ୍ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜି ବାରବାଟୀ ଟକ୍କର । ଅଢେଇ ବର୍ଷ ପରେ ଆଜି ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ । ତେବେ ସମୟ ଯେତିକି ପାଖେଇ ଆସୁଛି ଖେଳ ଦେଖିବାକୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି । ଆଉ ଆଜି ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ମ୍ୟାଚ । ବେଲ୍ ବଜାଇ ମୁଖ୍ୟମନ୍ତ୍ରୀ ନବୀନ…

ସବୁସୀମା ଟପିଗଲେ କଳାବଜାରୀ;OLXରେ ବିକ୍ରି ହେଲା ବାରବାଟୀ ଟିକେଟ୍

OLXରେ ବିକ୍ରି ହେଲା ବାରବାଟୀ ଟିକେଟ୍ । ଆସନ୍ତାକାଲି ବାଟବାଟୀରେ ହେବାକୁ ଥିବା ଦ୍ବିତୀୟ ଟି-ଟ୍ବେଣ୍ଟି ଟକ୍କର ପାଇଁ ଏବେ ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ବଢୁଥିବା ବେଳେ, ଏବେ ଏହାର ସୁଯୋଗ ନେଇ କିଛି ଦଲାଲ ଟିକେଟ୍ ବ୍ଲାକ୍ କରୁଥିବା ଦେଖିବାକୁ ମିଳିଛି । OLXରେ ଟିକେଟ…

ଚତୁର୍ଥ ଲହର କଟକଣା ଆରମ୍ଭ;କର୍ଣ୍ଣାଟକରେ ଲାଗୁ ହେଲା କୋଭିଡ୍ କଟକଣା

ଦେଶରେ ଏବେ ବଢୁଛି କରୋନାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା | ସଂକ୍ରମଣ ହାର ଏବେ ଉପରମୁହାଁ ରହିଛି | ବଢୁଥିବା ସଂକ୍ରମଣକୁ ଦେଖି ଦୃଷ୍ଟିରେ ରଖି ରାଜ୍ୟରେ ପୁଣିଥରେ ଲାଗୁ ହେଲା କୋଭିଡ କଟକଣା | କର୍ଣ୍ଣାଟକ ସରକାର ଶୁକ୍ରବାର ରାଜ୍ୟରେ କୋଭିଡ୍ କଟକଣା ଲାଗୁ କରିଛନ୍ତି। ଫଳରେ…

ରାଜ୍ୟସଭା ନିର୍ବାଚନ; ବିଜେପି ପ୍ରାର୍ଥୀଙ୍କୁ ଭୋଟ ନଦେଇ କ୍ରସ ଭୋଟିଂ କଲେ ବିଜେପି ବିଧାୟିକା

ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟକା ମିଳିଛି । ତେବେ ବିଜେପି ବିଧାୟିକା ଶୋଭା ରାନୀ ବିଜେପିର ପ୍ରାର୍ଥୀଙ୍କୁ ଭୋଟ ନ ଦେଇ କ୍ରସ ଭୋଟିଂ କରି କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ତିୱାରୀଙ୍କୁ ଭୋଟ୍ ଦେଇଥିବାର କଥା ସାମ୍ନାକୁ ଆସିଛି । ସେପଟେ ରାଜସ୍ଥାନର ଢ଼ୋଲପୁରର ବିଧାୟିକା ଶୋଭା ରାନୀ ଦୀର୍ଘ ଦିନ…

ମୁଁ କିଛି କହିପାରିବିନି; ସତ୍ୟେନ୍ଦ୍ର ଜୈନଙ୍କ ରକ୍ତ ଜୁଡ଼ୁବୁଡ଼ୁ ଫୋଟ ଭାଇରାଲ ହେବା ପରେ ଏପରି କହିଲେ କେଜ୍ରିୱାଲ

ଆପ ଦଳର ବରିଷ୍ଠ ନେତା ତଥା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବର୍ତ୍ତମାନ ଇଡି ଅଧୀନରେ ଅଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କ ମୁହଁରେ ରକ୍ତ ଲାଗିଥିବାର ଦେଖିବାକୁ ମିଳିଛି । ଏହି ଫଟୋକୁ ନେଇ ଅନେକ ପ୍ରଶ୍ନ ଉଙ୍କି…

ରାଜ୍ୟସଭା ନିର୍ବାଚନରେ ହାରିଲେ ଜୀ ମିଡ଼ିଆ ମାଲିକ ସୁବାସ ଚନ୍ଦ୍ରା; ରାଜସ୍ଥାନ ମୁଖ୍ୟମନ୍ତ୍ରୀ ​​ଗେହଲୋଟଙ୍କ…

ଆଜି ରାଜସ୍ଥାନରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ​​କଂଗ୍ରେସ ୪ ଟି ସିଟ୍ ମଧ୍ୟରୁ ୩ ଟି ଜିତି ବିଜେପିକୁ ଏକ ବଡ ଝଟକା ଦେଇଛି । କଂଗ୍ରେସର ରଣଦୀପ ସୁରଜେୱାଲା, ମୁକୁଲ ୱାସନିକ ଏବଂ ପ୍ରମୋଦ ତିୱାରୀ ରାଜ୍ୟସଭା ନିର୍ବାଚନରେ ​​ବିଜୟୀ ହୋଇଛନ୍ତି । ଯେଉଁଠାରେ ବିଜେପି କେବଳ ଗୋଟିଏ ଆସନ…