Webportal

ଆଦାନି ପାଇଁ ଶ୍ରୀଲଙ୍କାରେ ମୋଦୀଙ୍କ ଚାପ! ଅଭିଯୋଗ ଆଣିଥିବା ଅଧିକାରୀଙ୍କ ଇସ୍ତଫା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦାନି ଗ୍ରୁପ୍‌କୁ ପ୍ରକଳ୍ପ ଦେବା ପାଇଁ ଶ୍ରୀଲଙ୍କା ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଶ୍ରୀଲଙ୍କା ରାଷ୍ଟ୍ରପତି ‌ଗୋଟାବାୟ ରାଜପକ୍ଷଙ୍କୁ ଏ ନେଇ ମୋଦୀ କହିଥିଲେ। ରାଜପକ୍ଷ ମୋଦୀଙ୍କ ଚାପରେ ଏହି ପ୍ରକଳ୍ପ ଆଦାନି ଗ୍ରୁପକୁ ଦେଇଥିଲେ। ଶ୍ରୀଲଙ୍କାର…

ଇତିହାସ ଦୋହରିବ ଓ ବଢ଼ିବ ରାହୁଲଙ୍କ ଲୋକପ୍ରିୟତା  ? ୧୦ ବର୍ଷ ତଳେ ଏସଆଇଟି ଯାଞ୍ଚ ପରେ ବଢ଼ିଥିଲା ମୋଦୀଙ୍କ ଗ୍ରାଫ୍

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ଘେରରେ ଗାନ୍ଧୀ ପରିବାର। ରାହୁଲ ଗାନ୍ଧୀ ତଦନ୍ତ ଏଜେନ୍ସି ପାଖରେ ହାଜର ହୋଇଛନ୍ତି ଏବଂ ସବୁ ପ୍ରଶ୍ନର ଜବାବ ଦେଇଛନ୍ତି। ଆଜିକୁ ପ୍ରାୟ ୧୦ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଠିକ୍‌ ଏହିଭଳି ଏସଆଇଟି ସାମ୍ନାରେ ହାଜର ହୋଇଥିଲେ ଏବଂ ସବୁ…

ରାଜସ୍ଥାନର ମୁଖ୍ୟମନ୍ତ୍ରୀ‌ଙ୍କ ବଡ଼ଭାଇ ଘରେ ‘ସିବିଆଇ’ ଚଢ଼ାଉ

୨୦୦୭ ସାର ଦୁର୍ନୀତି ମାମଲାରେ ଆଜି ସକାଳେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ଙ୍କ ବଡ଼ଭାଇ ଅଗ୍ରସେନ ଗେହ୍‌ଲଟ୍‌ଙ୍କ ଯୋଧପୁରସ୍ଥିତ ବାସଭବନ ଏବଂ ବ୍ୟବସାୟ କାର୍ଯ୍ୟାଳୟରେ ‘ସିବିଆଇ’ ଚଢ଼ାଉ କରି ଖାନ୍‌ତଲାସ ଚଳାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀରୁ ଯାଇଥିବା…

ଅଗ୍ନିପଥ’ ଯୋଜନା ନେଇ ବଢୁଛି ବିରୋଧ : ବିହାରରେ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ଆକ୍ରମଣ ସହ ରାଜ୍ୟ ବିଜେପି…

ଅଗ୍ନିପଥ ଯୋଜନାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଜାରି ରହିଛି। ଏହା ଭିତରେ ବିହାରର ବୋତିଆରେ ଥିବା ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ବାସଭବନ ଉପରେ ଆକ୍ରମଣ। ଏହାଛଡା ବିହାରର ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୟସଓ୍ବାଲଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏକ ସମାଚାର ଏଜେନ୍ସିର…

ଅଗ୍ନିପଥ : ବଢ଼ିଲା ବୟସ ସୀମା, ଦୁଇ ଦିନ ମଧ୍ୟରେ ଜାରି ହେବ ବିଜ୍ଞପ୍ତି

କେନ୍ଦ୍ର ସରକାର ଅଗ୍ନିପଥ ସ୍କିମ ଘୋଷଣା କରିବା ପରଠାରୁ ଦେଶରେ ହିଂସା ଜାରି ରହିଛି। ସିକନ୍ଦରାବାଦରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦୦ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଏମଧ୍ୟରେ ସରକାର ଅଗ୍ନିପଥ ସ୍କିମରେ ପୂର୍ବରୁ ଥିବା ବୟସ ସୀମାକୁ ବଢ଼ାଇ ୨୩ବର୍ଷ କରିଛନ୍ତି। ପୂର୍ବରୁ ବୟସ…

କେନ୍ଦ୍ର ମନ୍ତ୍ରୀଙ୍କ ଘୋଷଣା, ରୋଡରେ ବେଆଇନ ପାର୍କ କରିଥିବା ବାହନର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଜାତୀୟ ରାଜମାର୍ଗ ନିୟମ ଅଣଦେଖା କରି ସଡ଼କ ଉପରେ ବେଆଇନ ଗାଡି ପାର୍କ କରୁଥିବା ଲୋକଙ୍କ ଉପରେ କଟକଣା ଲାଗୁ ହେବ ବୋଲି ଗୁରୁବାର କହିଛନ୍ତି। ଏପରି ବାହନ ଛିଡା କରିଥିବା ମାଲିକଙ୍କ ଉପରେ ଏଣିକି ଜରିମନା କରାଯିବ ବୋଲି ମନ୍ତ୍ରୀ…

ଆଜି ପହିଲି ରଜ; ୨ ବର୍ଷ ପରେ ପୁଣି ଆଡମ୍ବରରେ ପାଳନ ହେଉଛି ପର୍ବ: ଘରେ ଘରେ ପିଠାପଣାରେ ଆସର

ଆଜି ହେଉଛି ପହିଲି ରଜ। ୨ବର୍ଷର କୋଭିଡ ମହାମାରୀ ପରେ ଚଳିତ ବର୍ଷ ବେଶ ଆଡମ୍ବରରେ ପାଳନ କରାଯାଉଛି ରଜ। ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ। ଏହା ତିନିଦିନ ଧରି ପାଳନ କରାଯାଇଥାଏ। ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ। ରଜ…

ଅସଦୁଦ୍ଦିନ୍ ଓୱେସୀଙ୍କ ବିରୁଦ୍ଧରେ ପୁରୀ ଥାନାରେ ଏତଲା

ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀଙ୍କ ବିରୁଦ୍ଧରେ ପୁରୀ ଥାନାରେ ଏତଲା ହୋଇଥିବା ନେଇ ଖବର ମିଳିଛି। ଜଗନ୍ନାଥ ମନ୍ଦିରକୁ ନେଇ ଓୱେସୀ ଏକ ସଭାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଜଗନ୍ନାଥ ସେନା ଓ ଯୁବ ଅଧିବକ୍ତା ସଂଘ ପକ୍ଷରୁ ସିଂହଦ୍ୱାର ଥାନାରେ…

ଗଣମାଧ୍ୟମ କାମ ରାଜନ୍ କଲେ; କହିଲେ ବେକାରି ବୃଦ୍ଧି ରାଜନେତାଙ୍କୁ ସୁହାଇବ ଓ ଧର୍ମ ନାମରେ ବିଭାଜନ ଉଦ୍ୟମ କରିବେ

ବେକାରିରେ‌ ହୋଇଥିବା ବୃଦ୍ଧି ରାଜନେତାମାନଙ୍କୁ ସୁହାଇବ। ସେହି ଆଳରେ ସେମାନେ ଲୋକମାନଙ୍କୁ ବିଭାଜନ କରିବାକୁ ପ୍ରୟାସ କରିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଭାରତରେ ଯେହେତୁ ବେକାରି ହାର ଉଚ୍ଚ…

ହସପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ

କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ବେଳେ ଆଜି ତାଙ୍କ ଠାରେ କିଛି ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇଛି । ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପଟାଲରେ ଭର୍ତ୍ତି କରାଯାଇଛି । ଏନେଇ କଂଗ୍ରେସ ଜାତୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ବାଲା…