Webportal

ଉଦ୍ଧାର ହେଲା କଲରାପତାରିଆ ବାଘ

ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ର ପୁରୁଣାକୋର୍ଟ ନିକଟରେ ଶିକାରୀ ବିଛାଇଥିବା ଜାଲରେ ପଡିଛି କଲରାପତରିଆ ବାଘ। ବାଘଟି ଜାଲରେ ପଡି ଛଟ ପଟ ହେଉଥିବା ଦେଖି ଅଞ୍ଚଳବାସୀ ବନବିଭାଗ କୁ ଖବର ଦେଇଥିଲେ। ପରେ ବନବିଭାଗର ଟିମ ପହଁଚିଥିବା ଜଣାପଡିଛି ।RCCF ଙ୍କ ନିର୍ଦେଶରେ ସାତକୋଶିଆ DFO, ACF…

ଆସାମରେ ବନ୍ୟାର କରାଳ ରୂପ: ୩୩ ଜିଲ୍ଲା ପ୍ରଭାବିତ ସହିତ ୨୪ ଘଣ୍ଟାରେ ୩ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ

ଆସାମରେ କରାଳ ରଚିଛି ବନ୍ୟା । ସ୍ଥିତି ଏବେ ସଙ୍ଗୀନ ହେବାରେ ଲାଗିଛି । ବନ୍ୟା ପାଇଁ ଚାରିଆଡ଼ ଏବେ ଜଳମଗ୍ନ । ୩୩ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୪୨ ଲକ୍ଷ ୨୮ ହଜାର ଲୋକ ପାଣି ଘେରରେ ରହିଛନ୍ତି । ଏପରିକି ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୩ ଶିଶୁଙ୍କ…

ମୁସଲ୍‌ମାନ ଝିଅମାନେ ୧୬ ବର୍ଷ ବୟସରେ ବାହା ହୋଇପାରିବେ: ପଞ୍ଜାବ ଓ ହରିୟାଣା ହାଇକୋର୍ଟ

ମନପସନ୍ଦର ବ୍ୟକ୍ତିଙ୍କୁ ବାହା ହେବା ଲାଗି ୧୬ ବର୍ଷ ବୟସରୁ ଊର୍ଦ୍ଧ୍ବ ମୁସଲ୍‌ମାନ ବାଳିକା ଔପଚରିକ ରାଜିନାମା କରିବାକୁ ସମର୍ଥ ବୋଲି ଆଜି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାୟ ଦେଇଛନ୍ତି। ସୁରକ୍ଷା ପାଇଁ ଅଦାଲତରେ ଆବେଦନ କରିଥିବା ପଠାନ୍‌କୋଟ୍‌ର ଏକ ମୁସଲମାନ୍‌ ଦମ୍ପତିଙ୍କ ମାମଲାର…

ଅଗ୍ନିପଥ ବିରୁଦ୍ଧରେ ହିଂସାକାଣ୍ଡ ରେ କାହାର ଫାଇଦା

ସଂପ୍ରତି କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। ନାଗରିକଙ୍କୁ ଅଧିକାର ରହିଛି ଅସନ୍ତୋଷ ବ୍ୟକ୍ତ କରିବା ପାଇଁ, ତା ସହିତ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ପାଇଁ ଯଦି ସେମାନେ ଖୁସି ନୁହନ୍ତି। କିନ୍ତୁ ଦେଖାଯାଉଛି ଯେ ବିରୋଧ…

ଆଗାମୀ ୬ ମାସ ଭିତରେ ବିଜେପି ନୁପୁର ଶର୍ମାଙ୍କୁ ଜଣେ ବଡ ନେତ୍ରୀ ଭାବରେ ତିଆରି କରିବ : ଅସଦୁଦ୍ଦିନ ଓୱାଇସିଙ୍କ…

ଏଆଇଏମଆଇଏମ ମୁଖ୍ୟ ତଥା ଏମ୍‌ପି ଅସଦୁଦ୍ଦିନ ଓୱାଇସି ପୁଣିଥରେ କେନ୍ଦ୍ର ଶାସିତ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି । ଗୋଟିଏ ପଟେ ନୁପୁର ଶର୍ମା ତ ଅନ୍ୟପଟେ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ଓୱାଇସି । ସେ କହିଛନ୍ତି ଗୋଟିଏ ପଟେ ନୁପୁର…

ନିଆଁ ଲାଗିଯିବାରୁ ଜରୁରୀ ଅବତରଣ କଲା ପାଟନାରୁ ଦିଲ୍ଲୀ ଯାଉଥିବା ବିମାନ

ଡେଣାରେ ନିଆଁ ଲାଗିଯିବାରୁ ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସ୍ପାଇସ୍‌ ଜେଟ୍‌ର ଏକ ବିମାନ ଆଜି ପାଟନାସ୍ଥିତ ବିହଟା ବାୟୁସେନା ବିମାନ ଘାଟିରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ସ୍ପାଇସ୍‌ ଜେଟ୍‌ର ଉକ୍ତ…

ଉପରମୁହାଁ ସଂକ୍ରମଣ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କରୋନାକୁ ନେଇ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ। ଗତକାଲି ରାଜ୍ୟରୁ  ୩୮ ଜଣ କରୋନା ପଜିଟିଭ ଚିହ୍ନଟ ‌ହୋଇଥିବା ବେଳେ ଆଜି ୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୧…

ନୂଆ ସଂସଦ ଭବନରେ ହୋଇପାରେ ଏ ବର୍ଷର ଶୀତ ଅଧିବେଶନ

ଚଳିତ ବର୍ଷ ଲୋକସଭାର ଶୀତକାଳୀନ ଅଧିବେଶନ ନୂତନ ସଂସଦ ଭବନରେ ବସିପାରେ ବୋଲି ଶନିବାର ଦିନ ବାଚସ୍ପତି ଓମ୍‌ ବିର୍ଲା ସାମ୍ବାଦିକମାନଙ୍କୁ କହିଛନ୍ତି। ବିର୍ଲା କହିଛନ୍ତି ଯେ ନୂଆ ସଂସଦ ଭବନରେ ଶୀତକାଳୀନ ଅଧିବେଶ ଆରମ୍ଭ କରିବା ପାଇଁ ଉଦ୍ୟମ କରୁଛୁ। ନୂଆ ସଂସଦ ଭବନହିଁ ଆତ୍ମନିର୍ଭର ଭାରତର…

ଅଗ୍ନିପଥ ଯୋଜନା: ଅଗ୍ନିବୀରଙ୍କୁ ବର୍ଷରେ ୩୦ ଦିନର ଛୁଟି ସହ କ୍ୟାଣ୍ଟିନର ସୁବିଧା ଉପଲବ୍ଧ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶବ୍ୟାପୀ ପ୍ରତିବାଦର ସ୍ବର ଉଠୁଥିବା ବେଳେ, ସରକାର ଆନ୍ଦୋଳନକାରୀ ଓ ଅସନ୍ତୋଷ ଙ୍କୁ ମନାଇବା ପାଇଁ ଅଣ୍ଟା ଭିଡ଼ି ଛନ୍ତି । ବାୟୁସେନା ଏହି ଯୋଜନାକୁ ନେଇ ଜାରି କରିଛି ସମ୍ପୂର୍ଣ୍ଣ ତଥ୍ୟ। ଏହି ଯୋଜନାରେ ଭାରତୀୟ ବାୟୁସେନାରେ ୪ ବର୍ଷ ପାଇଁ…

ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ବିଜେପିର ବୈଠକ; କମିଟି କୁ ମିଳିବ ଦାୟିତ୍ଵ

ଚଳିତ ବର୍ଷ ଜୁଲାଇ ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏ ବାବଦରେ ଆଜି ବିସ୍ତୃତ ଭାବେ ଆଲୋଚନା କରିବ କେନ୍ଦ୍ରର ଶାସକ ଦଳ ବିଜେପି । ଏଥିପାଇଁ ଦିଲ୍ଲୀରେ ଦଳ ପକ୍ଷରୁ ବୈଠକ ବସିବ ବୋଲି ଜଣାପଡିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ…