ବଜ୍ରପାତରେ ଗଲା ଦୁଇ ଜୀବନ
ଅନୁଗୁୁଳ ଥାନା ରନ୍ତଲେଇ ନିକଟରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ମନର ବହିନୀ ବଲଦାର ଓ ତାଙ୍କ ୯ ବର୍ଷର ଶିଶୁପୁତ୍ର ନନ୍ଦୁ। ସେମାନଙ୍କ ଘର ମହାରାଷ୍ଟ୍ର ଉଦାଷା ଅଞ୍ଚଳରେ ବୋଲି ଜଣା ପଡ଼ିଛି । ସେମାନେ ଏଠାରେ ଦୀର୍ଘ ବର୍ଷ ହେଲା ଯାଯାବର ଜୀବନ ଯାପନ କରିବା ସହ…