ଅନୁଗୁଳ ସହରରେ ଟ୍ରାଫିକ ନିୟମକୁ ବେଖାତିର
ଅନୁଗୁଳ ସହର ଭିତରେ ଓ ସହର ଦେଇ ପ୍ରତି ମୁହୂର୍ତ୍ତରେ ଅଗଣିତ ଯାନବାହନ ଚଳାଚଳ କରୁଛି ଯାହାକୁ ସୁଚାରୁ ରୁପେ ନିୟନ୍ତ୍ରଣ କରିବା ପାଇଁ ନିର୍ଧାରିତ ସମୟରେ ଆବଶ୍ୟକ ସଂଖ୍ୟକ ଟ୍ରାଫିକ କର୍ମଚାରୀ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ମୁତୟନ କରାଯାଇଛନ୍ତି। କିନ୍ତୁ ଦେଖିବାକୁ ମିଳୁଛି କିଛି ଚାଳକ…