ଗାଧୋଇବାକୁ ଯାଇ ହାରିଲେ ଜୀବନ
ଗତ କାଲି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ ଗ୍ରାମର କୃଷ୍ଣଚନ୍ଦ୍ର ଭୂକ୍ତା(୪୨) ନିକଟସ୍ତ ବ୍ରିଜରେ ଗାଧୋଇବା ବେଳେ ବୁଡି ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ଶ୍ରୀ ଭୂକ୍ତା କେତେବେଳେ ଗାଧୋଇ ଯାଇଥିଲେ ଜଣା
ନ ପଡିଥିବା ବେଳେ, ଅପରାହ୍ନ ପ୍ରାୟ ପାଞ୍ଚ ଘଟିକା ସମୟରେ…