Webportal

ବଲାଙ୍ଗୀର ଜିଲ୍ଲାରେ ଦୁର୍ଦାନ୍ତ ଅପରାଧୀ ସକ୍ରିୟ

ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ ଓରଫ୍ ଶ୍ରୀକାନ୍ତ କୁମ୍ଭାର ଓ ତାର ଟିମ୍ ପୁଣି ସକ୍ରିୟ ହୋଇଛନ୍ତି।ହତ୍ୟା , ଲୁଟ , ଜମି , ମାଫିଆ ,ଜମି ଅଧିକାରଣ, ଅପହରଣ ଭଳି ସଂଙ୍ଗିନ୍ ମାମଲାରେ ଜେଲ ଯାଇଥିବା ଟିମନ ଓ ତାର ସହଯୋଗୀ ଏବେ ପୁଣି ଏହି ସବୁ କାମ ଆରମ୍ଭ କରିଛନ୍ତି। ଯେଉଁଥିରେ ଟିମନ ଓ ତାର…

ଚୋରା କେନ୍ଦୁପତ୍ର ସହିତ ଗାଡି ଜବତ

କିଶୋରନଗର ବ୍ଲକ ବାଜପୁର ଗ୍ରାମ ଜାମ୍ବୁସାହିଠାରୁ ରବିବାର ବିଳମ୍ବିତ ରାତିରେ ବାମୁର ବନବିଭାଗ ଏକ ପିକଅପ ଭ୍ୟାନ (ନଂ ଓଡ଼ି୦୧୫କେ୮୦୬୮)ରେ ବୋଝେଇ ହୋଇଥିବା ଚୋରା କେନ୍ଦୁପତ୍ରକୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ସାନରୋହିଲା ଗ୍ରାମର ହିଙ୍ଗୁରାମ ନାଏକଙ୍କୁ ଗିରଫ…

ବିଜେଡ଼ି ସୁପ୍ରିମୋ ବଜାଇଲେ ପାଟକୁରା ନିର୍ବାଚନ ବିଗୁଲ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡାର ତୁଳସୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କୁ ସ୍ନାନ ବେଦିରେ ଦର୍ଶନ କରିଛନ୍ତି । ଗତ ନିର୍ବାଚନର ଶେଷ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ରୋଡ୍ ସୋ କରିବା ବେଳେ ବଳଦେବଜୀୟୁଙ୍କୁ ଦର୍ଶନ କରି ଦଳର ବିଜୟ ପାଇଁ…

ଅନୁଗୁଳରେ ଦେବସ୍ନାନ ପୂର୍ଣ୍ଣିମା

ଶୈଳଶ୍ରୀକ୍ଷେତ୍ର କୁହାଯାଉଥିବା ଅନୁଗୋଳ ର ସ୍ନାନମଣ୍ଡପରେ ବିଜେ କରିଛନ୍ତି ତିନି ଠାକୁର। ସ୍ନାନପୂର୍ଣ୍ଣିମା ଅବସରରେ ସକାଳ ୮ଟାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନ ଦେବ ସ୍ନାନମଣ୍ଡପରେ ବିଜେ କରିଥିଲେ। ଘଣ୍ଟ, ଘଣ୍ଟା, ମହୁରୀ, ମୃଦଙ୍ଗର ତାଳେତାଳେ ତୃତୀୟ…

ଜ୍ୱାଇଁ ହାତରେ ଶାଶୁ ଶଶୁର ମୃତ

ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଘୋଡ଼ାବନ୍ଧା ଖୁଣ୍ଟାପାଳ ଗାଁରେ ଡବଲ ମର୍ଡର। ଜ୍ୱାଇଁ ର ମାଡରେ ଶାଶୁ ସ୍ତ୍ରୀ ମୃତ। ଗାଁରେ ଉତ୍ତେଜନା, ପୋଲିସ ମୁତୟନ। ଘରୋଇ କଳି କୁ ନେଇ ଜ୍ୱାଇଁ ନିଜ ଶଶୁର ଘରେ ସ୍ତ୍ରୀ ଓ ଶାଶୁ କୁ ଆକ୍ରମଣ କରି ମାରିଦେଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ…

ବିଦ୍ୟୁତ ଆଘାତ ନେଲା ଜୀବନ

ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳର ହରିହରପୁର ର ଏକ ଇଟାଭାଟି ରେ ବିଦ୍ୟୁତ ଆଘାତରେ ଇଟା ଭାଟି ମାଲିକଙ୍କ ପୁଅ ଚାଳିଶ ବର୍ଷୀୟ ଅନନ୍ତ ଚରଣ ସାହୁ ଓ ଇଟାଭାଟି ଶ୍ରମିକ ପଇଁତିରିଷ ବର୍ଷୀୟ ମଞ୍ଜରୀ ମୁଣ୍ଡା ମୃତ୍ୟୁ ବରଣ କରିଛନ୍ତି।ସନ୍ଦେହ କରାଯାଉଛି ଯେ ଗତକାଲି ଅନନ୍ତ ମାଟି ଖୋଲିବା ସମୟରେ…

ପୂର୍ବ ଶତ୍ରୁତାରୁ ହତ୍ୟା

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ବେଢ ରାସ୍ତାରେ ଜଣେ ଯୁବକଙ୍କୁ ଖଣ୍ଡା କାତି ରେ ହାଣି ଆଜି ଅପରାହ୍ନ ୪ଟାବେଳେ ହତ୍ୟା କରାଯାଇଛି ।ମୃତ ଜଣଙ୍କ ହେଲେ ଗୋଠିଆଳି ଗ୍ରାମର ଏମ.ଶିବଶଙ୍କର ଦୋରା(୧୯) ।ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ସେହି ଗୋଠିଆଳି ଗ୍ରାମର ଏମ.ଜିତୁ…

ଟ୍ରେନ ରୁ ମୃତ ଦେହ ଉଦ୍ଧାର

ରାଉରକେଲା ରେଳ ଷ୍ଟେସନରେ ଟାଟା ପାସେଞ୍ଜର ଟ୍ରେନରୁ ଏକ ରକ୍ତାକ୍ତ ମୃତଦେହ ପୋଲିସ ଦ୍ୱାରା ଉଦ୍ଧାର ହୋଇଥବା ବେଳେ ମୃତକର ପରିଚୟ ମିଳି ପାରିନାହିଁ ।ଏ ସମ୍ପର୍କରେ ଯାତ୍ରୀଙ୍କ ଠାରୁ ସୂଚନା ପାଇ ରେଳ ପ୍ରଶାସନ କପଡାରେ ବନ୍ଧା ହୋଇଥିବା ରକ୍ତାକ୍ତ ମୃତଦେହକୁ ପୋଲିସ ସାହାଯ୍ୟରେ ଉଦ୍ଧାର…

ଯୌତୁକ ଜନିତ ହତ୍ୟା ଅଭିଯୋଗ

ଖୋର୍ଦ୍ଧାଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡ଼ସିରେଇପୁର ଗ୍ରାମର ବ୍ରଜ ପ୍ରଧାନଙ୍କ ପୁଅ ମିଥୁନ ପ୍ରଧାନ ଗତ ୬ ମାସ ପୂର୍ବେ ପୁରୀ ଜିଲ୍ଲା ଲକ୍ଷ୍ମୀନାରାୟଣପୁର ଗ୍ରାମର ରୁଷିଆ ପ୍ରଧାନଙ୍କ ଝିଅ ପୂଜା ପ୍ରଧାନ କୁ ପ୍ରେମସମ୍ପର୍କ ରଖି ହିନ୍ଦୁଧର୍ମର ପରମ୍ପରାଅନୁସାରେ ବୈଦିକ ରୀତିରେ ବିବାହ…