Webportal
Browsing Category

Public Interest

ଅନୁଗୁଳରେ ପୌରପାଳିକା ଦ୍ଵାରା ଅଳିଆ ପୋଡି ବାୟୁ ପ୍ରଦୂଷଣ; ସେପଟେ ଅଳିଆ ଉଠାଇବା ପାଇଁ ଟିକସ ଆଦାୟ

ଏପଟେ ଅଳିଆ ଆବର୍ଜନା ଉଠାଇ ନେବା ପାଇଁ ଟିକସ ଅସୁଲ, ଅନ୍ୟପଟେ ଅଳିଆକୁ ସର୍ବସାଧାରଣ ସ୍ଥାନରେ ନିଆଁ ଲଗାଇ ପୋଡାଯାଉଥିବା ଦେଖା ଯାଉଛି। ଅନୁଗୁଳ ସହରରେ ଲୋକଙ୍କ ପାଖରୁ ଅଳିଆ ଆବର୍ଜନା ନେଇ ବା ସଂଗୃହିତ କରି ନିର୍ଧାରିତ ସ୍ଥାନରେ ପକାଇବା ପାଇଁ ପୌରପାଳିକା ପକ୍ଷରୁ ପ୍ରତି ମାସରେ ଅଳିଆ…
Read More...

ରାଜପଥ ମରାମତି ଏକ ବାହାନା;ଉଦେଶ୍ୟ ହେଲା ବିନା ନକରାତ୍ମକ ଆଲୋଚନାରେ ମନୋରଞ୍ଜନ

ପୁରା ଖବର କୁ ପଢନ୍ତୁ, ତାହାହେଲେ ଆପଣ ମାନେ ଜାଣିପାରିବେ କିଭଳି ମନୋରଞ୍ଜନ ରେ ବାଧା ସୃଷ୍ଟି ନ ହେବା ପାଇଁ ଜାତୀୟ ରାଜପଥ କୁ ଢାଲ କରାଯାଉଛି। ଅନୁଗୁଳରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଆସୁଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଚଳିତ ମାସ ଆଠ ତାରିଖରୁ ତିନିଦିନିଆ ଜିଲ୍ଲା…
Read More...

ରାଜ୍ୟରେ ବାଜିଲା ପୌର ନିର୍ବାଚନ ବିଗୁଲ:ପଡନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ରାଜ୍ୟର ୧୦୬ ଟି ପୌରପାଳିକା/ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ତିନୋଟି ମ୍ୟୁନିସିପାଲ କର୍ପୋରେସନ ପାଇଁ ଚଳିତ ମାର୍ଚ୍ଚ ୨୪ ରେ ନିର୍ବାଚନ ହେବ। ପୂର୍ବ ଆକଳନ ଅନୁଯାୟୀ ଅର୍ବାନ ଲୋକାଲ ବଡି ସମ୍ବଧିୟ ଏହି ଘୋଷଣା ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କରିଛନ୍ତି। ଏହି ନିର୍ବାଚନ…
Read More...

ବାତ୍ୟା ଆଶଙ୍କା ରାଜ୍ୟବାସୀଙ୍କର ନିଦ ହଜେଇ ଦେଇଥିବା ବେଳେ ଭାରତ ବନ୍ଦ ଡାକରା ପାଇଁ ଓଡ଼ିଶା ବନ୍ଦ କରିବା ଜିଦରେ ଅଟଳ…

ଉପଯୁକ୍ତ ଦାବି ପୂରଣ ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାରେ ଅସୁବିଧା ନାହିଁ।ଗତ ପ୍ରାୟ ଏକ ବର୍ଷ ଧରି ଆନ୍ଦୋଳନ ଚଳାଇଥିବା ଦେଶର କୃଷକ ଓ ସେମାନଙ୍କ ସଂଗଠନ ମାନେ ଆସନ୍ତା କାଲି ଭାରତ ବନ୍ଦ ଡାକରା ଦେଇଛନ୍ତି।ତାଙ୍କୁ କଂଗ୍ରେସ ସମେତ ଓଡ଼ିଶାର ସାତଟି ରାଜନୈତିକ ଦଳ ସମର୍ଥନ କରି ବନ୍ଦରେ…
Read More...

ଆଜି ଦିନ ଚାରିଟା ପରେ ଖୋଲିବ ଅନୁଗୁଳ ଡେରଯେଙ୍ଗ ଡ୍ୟାମ ଗେଟ; ତଳିଆ ଅଞ୍ଚଳକୁ ମାଡି ଆସିବ ପାଣି:ସାବଧାନ ରହିବାକୁ…

ପ୍ରବଳ ବର୍ଷା ଯୋଗୁଁ ଅନୁଗୁଳ ସ୍ଥିତ ଡେରଯେଙ୍ଗ ଡ୍ୟାମର ଗେଟ ଖୋଲି ଜଳ ନିଷ୍କାସନ କରାଯିବାର ସୂଚନା ଦେଇଛନ୍ତି ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ।ଆଜି ଦିନ ଚାରିଟା ପରେ ଯେକୌଣସି ସମୟରେ ଜଳ ନିଷ୍କାସନ କରାଯିବ।ଏଥିପାଇଁ ଡ୍ୟାମର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କତା ଅବଲମ୍ବନ କରିବା…
Read More...