ରାଜସ୍ବ ବୃଦ୍ଧି କରିବା ପାଇଁ ପଞ୍ଜାବରେ ଶସ୍ତା ହେବ ମଦ
ମଦକୁ ନେଇ ପଞ୍ଜାବ ସରକାରଙ୍କ ବଡ ନିଷ୍ପତି | ଶସ୍ତା ହେବ ମଦ । ଆସନ୍ତା ମାସଠାରୁ ୨୦ ପ୍ରତିଶତ ଶସ୍ତା କରିବା ନେଇ ସରକାର ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି | ସରକାର ନୂଆ ଅବକାରୀ ନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ଅର୍ଥାତ ଆଜି ହେବାକୁ ଥିବା କ୍ୟାବିନେଟରେ ଏହି…
Read More...
Read More...