ଫେରୁଛି ଆମ୍ବାସଡର ଯୁଗ; ପୁନର୍ବାର ମିଳିବ ଏହି କିମ୍ବଦନ୍ତୀ କାର
ଦିନେ ସମଗ୍ର ଭାରତୀୟ ସଡ଼କରେ ରାଜ୍ କରୁଥିବା ଆମ୍ବାସାଡର କାର ପୁଣି ଫେରିବ । ଆସନ୍ତା ଦୁଇ ବର୍ଷରେ ଏକ ନୂଆ ରୂପରେ ଫେରିବ କିମ୍ବଦନ୍ତି ପାଲଟିଥିବା ଏହି କାର ।ଏହି କାରକୁ ପୁଣି ବଜାରକୁ ଆଣିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ହିନ୍ଦ୍ ମୋଟର୍ସ ଫାଇନାନ୍ସ କର୍ପୋରେସନ ଓ ଫ୍ରାନ୍ସର କାର…
Read More...
Read More...