Webportal
Browsing Category

Public Interest

ବାତ୍ୟା ଆଶଙ୍କା ରାଜ୍ୟବାସୀଙ୍କର ନିଦ ହଜେଇ ଦେଇଥିବା ବେଳେ ଭାରତ ବନ୍ଦ ଡାକରା ପାଇଁ ଓଡ଼ିଶା ବନ୍ଦ କରିବା ଜିଦରେ ଅଟଳ…

ଉପଯୁକ୍ତ ଦାବି ପୂରଣ ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାରେ ଅସୁବିଧା ନାହିଁ।ଗତ ପ୍ରାୟ ଏକ ବର୍ଷ ଧରି ଆନ୍ଦୋଳନ ଚଳାଇଥିବା ଦେଶର କୃଷକ ଓ ସେମାନଙ୍କ ସଂଗଠନ ମାନେ ଆସନ୍ତା କାଲି ଭାରତ ବନ୍ଦ ଡାକରା ଦେଇଛନ୍ତି।ତାଙ୍କୁ କଂଗ୍ରେସ ସମେତ ଓଡ଼ିଶାର ସାତଟି ରାଜନୈତିକ ଦଳ ସମର୍ଥନ କରି ବନ୍ଦରେ…
Read More...

ଆଜି ଦିନ ଚାରିଟା ପରେ ଖୋଲିବ ଅନୁଗୁଳ ଡେରଯେଙ୍ଗ ଡ୍ୟାମ ଗେଟ; ତଳିଆ ଅଞ୍ଚଳକୁ ମାଡି ଆସିବ ପାଣି:ସାବଧାନ ରହିବାକୁ…

ପ୍ରବଳ ବର୍ଷା ଯୋଗୁଁ ଅନୁଗୁଳ ସ୍ଥିତ ଡେରଯେଙ୍ଗ ଡ୍ୟାମର ଗେଟ ଖୋଲି ଜଳ ନିଷ୍କାସନ କରାଯିବାର ସୂଚନା ଦେଇଛନ୍ତି ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ।ଆଜି ଦିନ ଚାରିଟା ପରେ ଯେକୌଣସି ସମୟରେ ଜଳ ନିଷ୍କାସନ କରାଯିବ।ଏଥିପାଇଁ ଡ୍ୟାମର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କତା ଅବଲମ୍ବନ କରିବା…
Read More...

ଅକ୍ଟୋବର ରୁ ଆରମ୍ଭ ହେଇପାରେ ୧୮ରୁ କମ ବୟସ୍କଙ୍କ ପାଇଁ ଟୀକାକରଣ

ଜାଇଡସ୍ କାଡିଲାର ଛୁଞ୍ଚିମୁକ୍ତ କରୋନାଭାଇରସ୍ ଟିକା ZyCoV-D ଅକ୍ଟୋବର ଆରମ୍ଭ ସୁଦ୍ଧା ଉପଲବ୍ଧ ହେବାର ସମ୍ଭାବନା ରହିଛି। ଏ ନେଇ ଶନିବାର ରିପୋର୍ଟ ପ୍ରକାଶ ପାଇଛି। ଭାରତର ଔଷଧ ନିୟାମକ ଅଗଷ୍ଟ ୨୦ରେ ଜରୁରୀକାଳୀନ ବ୍ୟବହାର ପାଇଁ ଜାଇଡସ୍ କାଡିଲା ଟିକାକୁ ଅନୁମୋଦନ କରିଥିଲେ।ଏହି ଟିକାକୁ ୧୨…
Read More...

ଆସନ୍ତା ୬ ରେ ଆଉ ଏକ ଲଘୁଚାପ

ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତା ୬ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି କୁହାଯାଇଛି। ଏଥର ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧିପାରିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି…
Read More...

ଓଡିଶା ପୋଲିସ ରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଓଡିଶା ପୋଲିସରେ ନିଯୁକ୍ତି ସୁଯୋଗ । ଆଜି ୪୭୭ ସବ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ପାଇଁ ୧୬୦ଟି ପଦବୀ ରହିଛି । ଏହି ପଦବୀ ଗୁଡିକ ପାଇଁ ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ଅଧିକ ଏବଂ ୧.୧.୨୦୨୧ ସୁଦ୍ଧା ୨୫ ବର୍ଷରୁ କମ୍ ହୋଇଥିବା…
Read More...

କୋଭିଡ ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶାର ଏଗାରଟି ଜିଲ୍ଲାକୁ ମିଳିଲା ଆଉ ପଚିଶ କୋଟି

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି।ସୂଚନାଯୋଗ୍ୟ ଯେ ପୂର୍ବରୁ ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ପାଇଁ ୨୫ କୋଟି ଟଙ୍କାର…
Read More...

ୟାଶ ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ…
Read More...

୭ ଟି ଜିଲ୍ଲାରେ ଅକ୍ସୀଜେନ ପ୍ଲାଣ୍ଟର ଭିତିପ୍ରସ୍ତର ରଖିଲେ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍‌ସିଜେନ ପ୍ଲାଣ୍ଟ ଏବଂ ୭ଟି PSA ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ…
Read More...

ପୁରୀ ବିକାନୀର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ

ପୁରୀ ଏବଂ ବିକାନେର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଅଛି ... 04709/04710 ବିକାନେର-ପୁରୀ-ବିକାନେର ସ୍ପେଶାଲ୍ ଟ୍ରେନ ବିକାନେର ଠାରୁ ଜୁନ ମାସ ୧୩ ତାରିଖରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା ୭ଘ ୩୫ମି…
Read More...