Webportal
Browsing Category

Public Interest

ପ୍ୟାକେଜରେ ରଥଯାତ୍ରା ସମୟରେ ପୁରୀରେ ରହିପାରିବେ ରାଜ୍ୟ ବାହାର ପର୍ଯ୍ୟଟକ;ବିମାନ ଯାତ୍ରା ସହ ତିନି ଦିନ ରହଣି ପ୍ଲାନ…

ପୁରୀରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇଆରସିଟିସି ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଏକ ପ୍ଲାନ ଘୋଷଣା କରିଛି | ଆଇଆରସିଟିସି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ସ୍ୱତନ୍ତ୍ର ପ୍ୟାକେଜ୍ ମୁତାବକ ପର୍ଯ୍ୟଟକମାନେ ପୁରୀରେ ରହିବା ସହ ଅଲଗା ଭାବରେ ବିମାନ ଟିକେଟ କରିବାକୁ ପଡିବ…
Read More...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ ଜିଲ୍ଲାରେ ଝଡ଼ବର୍ଷା

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ ଜିଲ୍ଲାରେ ଝଡ଼ବର୍ଷା । ଦକ୍ଷିଣ- ପଶ୍ଚିମ ମୋସୁମୀ ବାୟୁ ଗତ ଗୁରୁବାର ଠାରୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଆସି ପହଞ୍ଚିସାରିଥିବା ବେଳେ ଏପର୍ୟ୍ୟନ୍ତ ସମଗ୍ର ରାଜ୍ୟକୁ ଅଗ୍ରସର ହୋଇପାରି ନାହିଁ। ତେବେ, ରାଜ୍ୟର ପାଗ ଏବେ ଅନୁକୂଳ ରହିଥିବାରୁ ଆସନ୍ତା ଦିନେରୁ…
Read More...

ସ୍ୱିସ୍ ବ୍ୟାଙ୍କରେ ରେକର୍ଡ ସ୍ତରକୁ ପହଞ୍ଚିଲା ଭାରତୀୟଙ୍କ ସଞ୍ଚୟ, କେନ୍ଦ୍ର ସରକାରଙ୍କ ମାନସିକତା ନେଇ ପ୍ରଶ୍ନ ଉଠାଇଲେ…

ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ସଞ୍ଚୟ ୧୪ ବର୍ଷର ସର୍ବୋଚ୍ଚସ୍ତରକୁ ପହଞ୍ଚିଛି। ସ୍ୱିଜରଲ୍ୟାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କଙ୍କ ବାର୍ଷିକ ରିପୋର୍ଟରେ ଭାରତୀୟଙ୍କ ଜମା ଟଙ୍କା ୪ ହଜାର ୮୦୦ କୋଟିକୁ ପହଞ୍ଚି ଯାଇଥିବା କୁହାଯାଇଛି। ଏହାକୁ ନେଇ ବହୁଜନ ସମାଜପାର୍ଟି (ବିଏସପି) ନେତ୍ରୀ ମାୟାବତୀ…
Read More...

ଆଦାନି ପାଇଁ ଶ୍ରୀଲଙ୍କାରେ ମୋଦୀଙ୍କ ଚାପ! ଅଭିଯୋଗ ଆଣିଥିବା ଅଧିକାରୀଙ୍କ ଇସ୍ତଫା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦାନି ଗ୍ରୁପ୍‌କୁ ପ୍ରକଳ୍ପ ଦେବା ପାଇଁ ଶ୍ରୀଲଙ୍କା ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଶ୍ରୀଲଙ୍କା ରାଷ୍ଟ୍ରପତି ‌ଗୋଟାବାୟ ରାଜପକ୍ଷଙ୍କୁ ଏ ନେଇ ମୋଦୀ କହିଥିଲେ। ରାଜପକ୍ଷ ମୋଦୀଙ୍କ ଚାପରେ ଏହି ପ୍ରକଳ୍ପ ଆଦାନି ଗ୍ରୁପକୁ ଦେଇଥିଲେ। ଶ୍ରୀଲଙ୍କାର…
Read More...

ଅଗ୍ନିପଥ : ବଢ଼ିଲା ବୟସ ସୀମା, ଦୁଇ ଦିନ ମଧ୍ୟରେ ଜାରି ହେବ ବିଜ୍ଞପ୍ତି

କେନ୍ଦ୍ର ସରକାର ଅଗ୍ନିପଥ ସ୍କିମ ଘୋଷଣା କରିବା ପରଠାରୁ ଦେଶରେ ହିଂସା ଜାରି ରହିଛି। ସିକନ୍ଦରାବାଦରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦୦ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଏମଧ୍ୟରେ ସରକାର ଅଗ୍ନିପଥ ସ୍କିମରେ ପୂର୍ବରୁ ଥିବା ବୟସ ସୀମାକୁ ବଢ଼ାଇ ୨୩ବର୍ଷ କରିଛନ୍ତି। ପୂର୍ବରୁ ବୟସ…
Read More...

ଆଜି ପହିଲି ରଜ; ୨ ବର୍ଷ ପରେ ପୁଣି ଆଡମ୍ବରରେ ପାଳନ ହେଉଛି ପର୍ବ: ଘରେ ଘରେ ପିଠାପଣାରେ ଆସର

ଆଜି ହେଉଛି ପହିଲି ରଜ। ୨ବର୍ଷର କୋଭିଡ ମହାମାରୀ ପରେ ଚଳିତ ବର୍ଷ ବେଶ ଆଡମ୍ବରରେ ପାଳନ କରାଯାଉଛି ରଜ। ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ। ଏହା ତିନିଦିନ ଧରି ପାଳନ କରାଯାଇଥାଏ। ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ। ରଜ…
Read More...

ଅସଦୁଦ୍ଦିନ୍ ଓୱେସୀଙ୍କ ବିରୁଦ୍ଧରେ ପୁରୀ ଥାନାରେ ଏତଲା

ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀଙ୍କ ବିରୁଦ୍ଧରେ ପୁରୀ ଥାନାରେ ଏତଲା ହୋଇଥିବା ନେଇ ଖବର ମିଳିଛି। ଜଗନ୍ନାଥ ମନ୍ଦିରକୁ ନେଇ ଓୱେସୀ ଏକ ସଭାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଜଗନ୍ନାଥ ସେନା ଓ ଯୁବ ଅଧିବକ୍ତା ସଂଘ ପକ୍ଷରୁ ସିଂହଦ୍ୱାର ଥାନାରେ…
Read More...

କୁଏତକୁ ଗାଈ ଗୋବର ପଥାଇବ ଭାରତ

ଦେଶ ତଥା ବିଦେଶରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ଲାଗିଛି ଭାରତ । ଭାରତର ଚାହିଦା ଏବେ ବଢୁଛି । ଭାରତର ଗାଈ ଗୋବର ଡିମାଣ୍ଡ ବଢ଼ିଛି । କୁଏତକୁ ଗୋବର ରପ୍ତାନୀ କରିବାକୁ ଯାଉଛି ଭାରତ । ଜୈବିକ ଚାଷକାର୍ଯ୍ୟ ପାଇଁ ବିଦେଶୀ ରାଷ୍ଟ୍ର ଗୋବର ଆବଶ୍ୟକ କରୁଛନ୍ତି । ଯେଉଁ କାରଣରୁ…
Read More...

केरल में स्क्रब टाइफस ने बढ़ाई चिंता, 4 दिनों में दूसरी मौत

तिरुवनंतपुरम जिले के परसल में एक 39 वर्षीय महिला सबिता की स्क्रब टाइफस बीमारी से मौत हो गई. वह पिछले 15 दिनों से इस बीमारी से पीड़ित थीं और रविवार सुबह उनका निधन हो गया. इससे पहले गुरुवार को तिरुवनंतपुरम जिले के वर्कला में स्क्रब टाइफस से…
Read More...

ଭାରତ ସିରିଜ ନମ୍ବର ଲାଗୁ କରିବାରେ ଦେଶରେ ଓଡ଼ିଶା ପ୍ରଥମ; ୱାନ ନେଶନ ୱାନ ରେଜିଷ୍ଟ୍ରେସନ ପାଇଁ ଉଠୁଛି ଦାବି

ଚାକିରୀ କାରଣରୁ ଦେଶର ବିଭିନ୍ନ ରାଜ୍ୟକୁ ବଦଳି ହେଉଥିବା ସରକାରୀ ଓ ପ୍ରତିରକ୍ଷା ବିଭାଗ କର୍ମଚାରୀଙ୍କୁ ବାରମ୍ବାର ନମ୍ବର ବଦଳାଇବା ଝିନ୍‌ଝଟରୁ ମୁକ୍ତି ଦେବା ପାଇଁ କେନ୍ଦ୍ର ପରିବହନ ବିଭାଗ ମନ୍ତ୍ରଣାଳୟ ବା ନର୍ଥ ପକ୍ଷରୁ ଭାରତ ସିରିଜ୍ ନମ୍ବରର ପ୍ରଚଳନ ଆରମ୍ଭ ହୋଇଥିଲା । କେନ୍ଦ୍ରର ଏହି…
Read More...