ଡାକ୍ତର ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ
ଡାକ୍ତର ଦିବସ ଅବସରରେ ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ତିତ ଓଡିଶା ରକ୍ତ କେନ୍ଦ୍ର ଠାରେ ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।ଏହି ଶିବିରକୁ ସହଯୋଗ କରିଥିଲେ ଓଡ଼ିଶା ସେଲସ ରିପ୍ରେଜେଣ୍ଟିବ ୟୁନିଅନ ଓ ପତଞ୍ଜଳି ଯୋଗ…
Read More...
Read More...