ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା
ଦୁଇଦିନ ପରେ ପୁଣି ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ଦୀର୍ଘ ଦୁଇବର୍ଷ ଧରି କୋରୋନା ପାଇଁ ବନ୍ଦ ଥିବା ଅମରନାଥ ଯାତ୍ରା ଜୁନ ୩୦ ରୁ ଆରମ୍ଭ ହୋଇଥିଲା। ବାଲତାଲ ଓ ପହଲଗାମ ଦୁଇଟି ରାସ୍ତା ଦେଇ ଯାତ୍ରା ଚାଲିଥିଲା। ହେଲେ ଶୁକ୍ରବାର ଦିନ ବାଦଲ ଫଟା ବର୍ଷା ଯୋଗୁଁ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା।…
Read More...
Read More...