ପୁରୀ ପ୍ରକଳ୍ପ ମାମଲା: ଆସିଲା ସର୍ବୋଚ୍ଚ ନ୍ୟାୟାଳୟ ରାୟ
ସୁପ୍ରିମକୋର୍ଟରେ ପୁରୀ ପ୍ରକଳ୍ପ ମାମଲା । ଆସିଲା ସୁପ୍ରିମକୋର୍ଟଙ୍କ ବଡ ରାୟ । ପ୍ରକଳ୍ପ କାର୍ଯ୍ୟକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ ଦେଇଛନ୍ତି । କୋର୍ଟ ପ୍ରକଳ୍ପ ଉପରେ ରହିତାଦେଶ ଜାରି କରିବାକୁ ମନା କଲେ କୋର୍ଟ । ଏହି କାର୍ଯ୍ୟ ଜାରି ରହିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି |…
Read More...
Read More...