Webportal
Browsing Category

Politics

ମୁଁ ଜଣେ କ୍ରିମିନାଲ ନୁହେଁ, ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ : ଅରବିନ୍ଦ କେଜ୍ରିୱାଲ

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି “ମୁଁ ଜଣେ କ୍ରିମିନାଲ ନୁହେଁ, ମୁଁ ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ”। କେଜ୍ରିୱାଲଙ୍କ ସିଙ୍ଗାପୁର ଗସ୍ତକୁ କେନ୍ଦ୍ର ସରକାର ସ୍ଵୀକୃତି ଦେବାରେ ବିଳମ୍ବ କରିବା ଫଳରେ କିଛି ଏଭଳି ଢଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ…
Read More...

କଂଗେସ ର ଅଭିଯୋଗ:ବିଜେପି ଭୟ ଏବଂ ନିୟନ୍ତ୍ରଣ ମାଧ୍ୟମରେ ଶାସନ କରିବାକୁ ଚେଷ୍ଟା କରୁଛି

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜାମିନ ମାମଲାକୁ ସରଳ କରିବା ପାଇଁ ଅଲଗା ଜାମିନ ଆଇନ ପ୍ରଣୟନ କରିବାକୁ ବିଚାର କରିବାକୁ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ସୂଚାଇ ଦେଇଛି ଯେ ଯେଉଁ ରାଜ୍ୟରେ ସେ ସରକାର ଅଛନ୍ତି, ସେ ସଂଶୋଧନ ମାଧ୍ୟମରେ ଜାମିନ ଆଇନକୁ ଆହୁରି ଉଦାର…
Read More...

ଫାରୁକ ଅବଦୁଲ୍ଲା ଓ ମେହବୁବା ମୁଫତି ସବୁଠାରୁ ବଡ ଦେଶଭକ୍ତ: ଯଶଓ୍ବନ୍ତ ସିହ୍ନା

ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶର ରାଜନୈତିକ ମାହୋଲ ବେଶ୍ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ସମର୍ଥନ ସଂଗ୍ରହ ପାଇଁ ଶନିବାର ଜ୍‌ମ୍ମୁ-କଶ୍ମୀରରେ ପହଞ୍ଚଛନ୍ତି। ଗଣମାଧ୍ୟମ ସାମ୍ନାରେ ସିହ୍ନା ରାଜ୍ୟର ପୂର୍ବତନ…
Read More...

ମୁଲାୟମ ସିଂ ଯାଦବଙ୍କ ପତ୍ନୀଙ୍କର ଦେହାନ୍ତ

ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କର ଦେହାନ୍ତ ହୋଇଛି।ଫୁସଫୁସ ସଂକ୍ରମଣ ହେତୁ ସାଧନାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ୟ ସାଧନା ଗୁପ୍ତାଙ୍କୁ ଶ୍ରଦ୍ଧାଞ୍ଜଳି…
Read More...

ଅଖିଳେଶଙ୍କ ଅପରିପକ୍ଵ ନିଷ୍ପତ୍ତି ପାଇଁ ଆଜି ଦଳ ଦୁର୍ବଳ: ଶିବପାଲ୍ ଯାଦବ

ଶିବପାଲ୍ ଯାଦବ ପୁଣି ନିଜ ପୁତୁରା ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଙ୍କୁ ସମାଲୋଚନା କରିଛନ୍ତି। ଅଖିଳେଶ ଙ୍କ ଅପରିପକ୍ଵ ନିଷ୍ପତି ପାଇଁ ଆଜି ଦଳ ଦୁର୍ବଳ ହୋଇଯାଇଛି ବୋଲି ସେ କହିଛନ୍ତି। ଶିବପାଲ୍ ଏହି ମନ୍ତବ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଡାକିଥିବା ଏକ ରାତ୍ରି ଭୋଜନ କାର୍ଯ୍ୟକ୍ରମ…
Read More...

୨୪ଘଣ୍ଟା ମାଗଣା ବିଦ୍ୟୁତ୍ ଦେବାର ଯାଦୁ କେବଳ ମୋତେ ଆସେ: ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀ ଏବଂ ପଞ୍ଜାବ ପରି ଗୁଜରାଟରେ ଯଦି ଆମ୍ ଆଦମୀ ପାର୍ଟିର (ଆପ) ସରକାର ଗଠନ ହୁଏ ତେବେ ଆପ୍ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପ୍ରଦାନ କରିବ। ଗୁଜରାଟରେ ଆଜି ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଓ ପଞ୍ଜାବ ପରେ ଏବେ…
Read More...

ସପ୍ତାହେ ପୂର୍ବରୁ ଉଦ୍ଧବଙ୍କ ପାଇଁ କାନ୍ଦି କାନ୍ଦି ସମର୍ଥନ ମାଗୁଥିବା ବିଧାୟକ ସିନ୍ଦେ ଗୋଷ୍ଠୀରେ ସାମିଲ

କାଲି ଉଦ୍ଧବଙ୍କ ପାଇଁ କାନ୍ଦୁଥିଲେ, ଆଜି ସିନ୍ଦେଙ୍କ ସହ ମିିଶିଗଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଯେତେବେଳେ ଗୌହାଟୀରେ ରହି ମହାରାଷ୍ଟ୍ରର ସରକାର ବଦଳାଇବାକୁ ଉଦ୍ୟମ କରୁଥିଲେ ସେତେବେଳେ କାନ୍ଦି କାନ୍ଦି ଉଦ୍ଧବଙ୍କୁ ସମର୍ଥନ କରିବା ପାଇଁ କହିଥିଲେ ବିଧାୟକ ସନ୍ତୋଶ…
Read More...

ସମାଜବାଦୀ ପାର୍ଟିକୁ ମଝଭୁତ କରିବା ପ୍ରକ୍ରିୟାସ୍ୱରୂପ ୟୁପି ରାଜ୍ୟ ସଭାପତିଙ୍କ ବ୍ୟତୀତ ଅଖିଳେଶ ଯାଦବ ଦଳର ସମସ୍ତ…

ସମାଜବାଦି ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଦଳର ସମସ୍ତ ୟୁନିଟ୍ ବିଲୋପ କରିଛନ୍ତି। ତେବେ ସେ କେବଳ ସମାଜବାଦୀ ପାର୍ଟିର ଉତ୍ତରପ୍ରଦେଶ ସଭାପତିଙ୍କୁ ଛାଡିଛନ୍ତି। ସମାଜବାଦି ପାର୍ଟିର ଟ୍ୱିଟର ହ୍ୟାଣ୍ଡେଲରୁ ଏହି ସୂଚନା ଦିଆଯାଇଛି। ଏଥିରେ ଲେଖାଯାଇଛି ଯେ ସମସ୍ତ ଯୁବ ସଂଗଠନ ସମେତ…
Read More...

ଅନାବଶ୍ୟକ ସୁରକ୍ଷା ମିଳିଥିବା ବିଦ୍ରୋହୀ ବିଧାୟକମାନେ ଆମ ଆଖିରେ ଆଖି ମିଶାଇ ପାରୁ ନାହାଁନ୍ତି, ଲୋକଙ୍କ ସହ କେମିତି…

ମହାରାଷ୍ଟ୍ରରେ ବିଜେପି-ଶିବସେନା ସରକାର ଗଠନ ହେବା ପରେ ରାଜନୀତି ସରଗରମ ହୋଇ ଉଠିଛି । ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ସିନ୍ଦେ ଦଳର ବିଧାୟକଙ୍କୁ ବାରମ୍ବାର ସମାଲୋଚନା କରିବାରେ ଲାଗିଛନ୍ତି।ରବିବାର ଦିନ ସେ କହିଛନ୍ତି…
Read More...

ରାଜ ଠାକରେ କହିଲେ ତୁମେ ଇତିହାସ ରଚିଦେଲ ଦେବେନ୍ଦ୍ର ଫଡନାଭିସ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ଘଟଣାକୁ ନେଇ ଅନେକ ନେତା ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ପଦବୀ ଗ୍ରହଣ କରିଥିବାରୁ କିଛି ନେତା ତାଙ୍କୁ କଟାକ୍ଷ କରିଥିବାବେଳେ କିଛି ଲୋକ ବିଜେପିର ନିଷ୍ପତ୍ତି ଉପରେ…
Read More...