ଜବତ ଟଙ୍କା ଝାଡ଼ଖଣ୍ଡ ସରକାର ଭାଙ୍ଗିବା ପାଇଁ ବ୍ୟବହାର ସନ୍ଦେହ; ପଶ୍ଚିମବଙ୍ଗରେ ବିପୁଳ ଟଙ୍କା ସହ ଧରାପଡ଼ିଥିବା ୩…
ପଶ୍ଚିମବଙ୍ଗରେ ବିପୁଳ ପରିମାଣର ନଗଦ ଟଙ୍କା ସହ ଧରାପଡ଼ିଥିବା ଝାଡଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଶନିବାର ଦିନ ଗାଡ଼ିରେ ବିପୁଳ ପରିମାଣର ନଗଦ ଟଙ୍କା ନେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ପୁଲିସ ହାତରେ ଧରାପଡ଼ିଥିବା ୩ଜଣ ବିଧାୟକ। ଏନେଇ ୩ଜଣ…
Read More...
Read More...