Webportal
Browsing Category

Politics

ମହାରାଷ୍ଟ୍ରରେ ନୂଆ କ୍ୟାବିନେଟକୁ ନେଇ ବରିଷ୍ଟ ବିଜେପି ନେତ୍ରୀଙ୍କ ଅସନ୍ତୋଷ, ନିଜ ଦଳକୁ ଟାର୍ଗେଟ କଲେ ପଙ୍କଜା ମୁଣ୍ଡେ

ମହାରାଷ୍ଟ୍ରରେ ନୂଆ କ୍ୟାବିନେଟ୍ ଗଠନ ପରେ ବିଜେପିରେ ଅସନ୍ତୋଷର ନିଆଁ କୁହୁଳିବା ଆରମ୍ଭ ହୋଇଛି। ପରକ୍ଷୋରେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି ଜଣଙ୍କ ପରେ ଜଣେ ବିଜେପି ନେତା। ବିଶେଷ କରି ନୂତନ ଭାବେ ମହାରାଷ୍ଟ୍ରରେ ଗଠନ ହୋଇଥିବା ମନ୍ତ୍ରିମଣ୍ଡଳକୁ ନେଇ ଦଳୀୟ ଅସନ୍ତୋଷ…
Read More...

ମମତାଙ୍କୁ ଆଲ୍ଲାଙ୍କ ସହ ତୁଳନା: ବିବାଦରେ ଟିଏମ୍‌ସି ବିଧାୟକ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଲ୍ଲାଙ୍କ ସହ ତୁଳନା କରି ଅଡ଼ୁଆରେ ପଡ଼ିଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ଡକ୍ଟର ନିର୍ମଳ ମାଜି। ମାଜିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଲିକତା ହାଇକୋର୍ଟରେ ଏକ ପିଆଇଏଲ ଦାଖଲ କରାଯାଇଛି। ଏହି ଆବେଦନରେ ଦର୍ଶାଯାଇଛି, ବିଧାୟକ…
Read More...

ସରକାରୀ ରାଜକୋଷ ଉପରେ ପ୍ରଥମ ଅଧିକାର କାହାର? କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ

ବିଜେପି ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ ନିଜ ସରକାରକୁ ଟ‌ାର୍ଗେଟ କରିଛନ୍ତି। ବରୁଣ ଗାନ୍ଧୀ ଟୁଇଟ୍ କରି ପଚାରିଛନ୍ତି ଯେ, ‘ସରକାରୀ ରାଜକୋଷ ଉପରେ ପ୍ରଥମ ଅଧିକାର କାହାର ଅଛି?’ ଏଥିସହ ସେ କହିଛନ୍ତି ଯେ, ବାଣ୍ଟୁଥିବା ଲୋକଙ୍କଠାରୁ ସତର୍କ ରହିବା ଉଚିତ୍ ବୋଲି ସରକାର କହୁଥିବା ବେଳେ ନିଜେ…
Read More...

ଗୁଜରାଟରେ ୨୭ ବର୍ଷ ଲଗାତାର ଶାସନର ଫଳ: ବଢ଼ିଯାଇଛି ବିଜେପିର ଅହଙ୍କାର ଓ ମଦ ବେପାର : ଅରବିନ୍ଦ କେଜ୍ରିୱାଲ

ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ଏହାକୁ ନେଇ ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ଓ ଆମ୍ ଆଦମୀ ପାର୍ଟି (ଆପ୍) ନିଜ ନିଜର ରଣକ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଦୁଇଦିନିଆ ଗୁଜରାଟ ଗସ୍ତରେ ଆସିଥିବା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ସିଧାସଳଖ ଭାଜପାକୁ ଟାର୍ଗେଟ…
Read More...

ରାଜସ୍ଥାନ ବିଧାୟକଙ୍କୁ ରାଜ୍ୟସଭା ଭୋଟ୍‌ ପାଇଁ ୨୫ କୋଟି ଅଫର୍‌ ମିଳିଥିଲା

ରାଜସ୍ଥାନର ମନ୍ତ୍ରୀ ରାଜେନ୍ଦ୍ର ଗୁଧା ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ସେ କହିଛନ୍ତି, ନିକଟରେ ସରିଥିବା ରାଜ୍ୟସଭା ନିର୍ବାଚନରେ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାପାଇଁ ତାଙ୍କୁ ୨୫ କୋଟି ଟଙ୍କା ଅଫର୍‌ ମିଳିଥିଲା। କିନ୍ତୁ ସେ ଏହାକୁ ଅଗ୍ରାହ୍ୟ କରିଥିଲେ। ବହୁଜନ ସମାଜ…
Read More...

ପ୍ରତିଶ୍ରୁତି ଦେଇଥିଲେ ୭ଟି ଡାକ୍ତରଖାନା କରିବାକୁ କେଜ୍ରିୱାଲ; ହେଲେ ବର୍ଷକ ମଧ୍ୟରେ ଗୋଟିଏ ବି ହେଲାନାହିଁ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦେଖାଯାଇଥିବା ସ୍ୱପ୍ନର ବାସ୍ତବତା ନେଇ ଏବେ ଏକ ସୂଚନା ଅଧିକାର ରିପୋର୍ଟରେ ପ୍ରକାଶ ପାଇଛି। ଗତ ବର୍ଷ ଦିଲ୍ଲୀରେ ଡାକ୍ତରଖାନା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦେଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ଫମ୍ପା ଥିଲା ଏବଂ ତାହା…
Read More...

୨୦୨୪ ରେ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ବାଟ ଖୋଲୁଛି ବିଜେପି

ଏକଥା କୁ କୌଣସି ରାଜନୈତିକ ଦଳ ମନା କଲି ପାରିବେ ନାହିଁ ଯେ ଦଳ ଚଳାଇବା ପାଇଁ ଓ ନିର୍ବାଚନ ଲଢ଼ିବା ପାଇଁ ଆଜି ଯୁଗରେ ଅଜସ୍ର ଟଙ୍କାର ଆବଶ୍ୟକତା ରହିଛି। ତେଣୁ ଚାନ୍ଦା ଆଦାୟ ହେଉ, ଦୁର୍ନୀତି କରି ହେଉ କିମ୍ବା ଅନ୍ୟ କେଉଁ ଆକାରରେ ହେଉ ଶାସକ ଏବଂ ବିରୋଧି ସମସ୍ତ ରାଜନୈତିକ ଦଳ ଓ…
Read More...

ଗୁଜୁରାଟରେ ବିଜେପି ସରକାରକୁ ଆସିଲେ ମଦ ମିଳିବ, ଆଉ ଆପ ସରକାରକୁ ଆସିଲେ ଚାକିରି ମିଳିବ: ଅରବିନ୍ଦ କେଜ୍ରିୱାଲ

ଯଦି ସରକାରକୁ ବିଜେପି ଆସିବ ତେବେ ଆପଣଙ୍କୁ ମଦ ମିଳିବ ଆଉ ଯଦି ଆମେ ଆସିବୁ ତେବେ ଆପଣଙ୍କୁ ଚାକିରୀ ମିଳିବ। କିଛି ଏଭଳି କହିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଗୁଜୁରାଟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଚାଲିଥିବା ମଦ କାରବାର ନେଇ ବିଜେପି ସରକାର ଉପରେ…
Read More...

ମାଫିଆ ଧନଞ୍ଜୟ ସିଂଙ୍କୁ ସାଧାରଣ ସମ୍ପାଦକ କଲା ଜେଡିୟୁ

ଦଳରେ ହୋଇଥିବା ବିବାଦ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ(ଜେଡିୟୁ) ବିବାଦ ଘେରକୁ ଆସିଛି। ଦଳର ଅଧ୍ୟକ୍ଷ ଲଲନ ସିଂହ ଉତ୍ତରପ୍ରଦେଶ, ଜେଡିୟୁ ପାଇଁ ନେଇଥିବା ନିଷ୍ପତ୍ତି ଉପରେ ଏବେ ପ୍ରଶ୍ନ ଉଠିଛି। ସୂଚନା ମୁତାବକ, ଚାରିଜଣ ନୂତନ ସଦସ୍ୟଙ୍କୁ ଦଳ ୟୁପି…
Read More...