ଭାରତ ପ୍ରଭାବରେ ଚୀନ୍ ଗୁଇନ୍ଦା ଜାହାଜକୁ ରୋକିଲା ଶ୍ରୀଲଙ୍କା
ଭାରତର ଚାପ ଯୋଗୁ ହମ୍ବନଟୋଟା ବନ୍ଦର ଅଭିମୁଖେ ଆସୁଥିବା ଚୀନ୍ର ଗୁଇନ୍ଦା ଜାହାଜ ୟୁଆନ ୱାଙ୍ଗ-୫କୁ ଶ୍ରୀଲଙ୍କା ସରକାର ଅଟକାଇଛନ୍ତି । ଏହି ବିଷୟରେ ଅଧିକ ଆଲୋଚନା ନ ହେବା ପର୍ଯ୍ୟନ୍ତ ଉକ୍ତ ଜାହାଜକୁ ବନ୍ଦରକୁ ନ ଆଣିବା ଲାଗି ଶ୍ରୀଲଙ୍କା ସରକାର ଚୀନ୍କୁ ଅନୁରୋଧ କରିଥିବା ଜଣାପଡିଛି ।…
Read More...
Read More...