Webportal
Browsing Category

Current

ହୋଶ ରେ ରହୁନାହାନ୍ତି ପଶ୍ଚିମବଙ୍ଗ ବିଜେପି ନେତା; କହିଲେ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ହେବ ମହାରାଷ୍ଟ୍ରର…

ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବୟାନକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ  ରାଜନୀତି। ଗତ ମଙ୍ଗଳବାର ସେ ଦାବି କରିଛନ୍ତି ଯେ ଡିସେମ୍ବର ମାସ ପରେ ରାଜ୍ୟରେ ଆଉ  ଟିଏମସି ସରକାର ରହିବ ନାହିଁ।  ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ସହିତ ରାଜ୍ୟରେ ବିଧାନସଭା ନିର୍ବାଚନ…
Read More...

୨୦୨୩ରୁ ସମଗ୍ର ବିଶ୍ବରେ ବନ୍ଦ ହେବ ‘ଟାଲ୍‌କମ୍‌ ବେବି ପାଉଡର୍‌’ ; ବିକ୍ରି ବନ୍ଦ କରିବ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’

୨୦୨୩ରୁ ସମଗ୍ର ବିଶ୍ବରେ ‘ଟାଲ୍‌କମ୍‌’ରୁ ପ୍ରସ୍ତୁତ ‘ବେବି ପାଉଡର୍‌’ ବିକ୍ରୟ ବନ୍ଦ କରାଯିବ ବୋଲି ଗୁରୁବାର ଦିନ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କହିଛି। ଏ ସଂକ୍ରାନ୍ତରେ ବିବୃତି ଦେଇ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କହିଛି, ବିଶ୍ବର ବିଭିନ୍ନ ପ୍ରାନ୍ତରୁ ସଂଗୃହୀତ ତଥ୍ୟାବଳୀ…
Read More...

ଗର୍ବ ନା ଦେଶଭକ୍ତି ; ଭାଜପା ରାଜ୍ୟ ସଭାପତିଙ୍କ ବିବାଦୀୟ ମନ୍ତବ୍ୟ: ଯେଉଁ ଘରେ ତ୍ରିରଙ୍ଗା ଲଗାଯାଇନାହିଁ, ସେହି…

ଦେଶ ପାଳିବ ସ୍ବାଧୀନତାର ୭୫ ବର୍ଷ । ଏନେଇ ସମଗ୍ର ଦେଶରେ ଏହି ସ୍ମରଣୀୟ ଦିନକୁ ବେଶ୍। ଉତ୍ସାହ ର ସହ ପାଳନ କରିବା ତଥା ଦେଶର ସହିଦ ବୀର ଯବାନ ଙ୍କ ଉଦ୍ଦେଶ୍ୟରେ ପାଳନ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ଏହି ଅବସରରେ ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ…
Read More...

ଡୋନାଲ୍‌ଡ ଟ୍ରମ୍ପ ହ୍ବାଇଟ୍ ହାଉସ୍ କାଗଜପତ୍ର ପାଇଖାନାରେ ଫ୍ଲସ୍ କରୁଥିଲେ

ଆମେରିକୀୟ ସାମ୍ବାଦିକ ମାଗି ହାବରମ୍ୟାନ ଦାବି କରିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଖାନାରେ ପକାଇ ଫ୍ଲସ୍ ମାରିଦେଉଥିଲେ। ସିଏନ୍‌ଏନ୍‌ ପକ୍ଷରୁ ସୋମବାର ଏ ସମ୍ପର୍କିତ ଏକ ଫଟୋ ପ୍ରକାଶ କରାଯାଇଛି, ଯେଉଁଥିରେ…
Read More...

ମହଙ୍ଗା ପାଇଁ କ’ଣ ମୋ ଛୁଆଙ୍କୁ ମାରି ପକାଇବି: ପାକିସ୍ତାନୀ ମହିଳା

ମୁଦ୍ରାସ୍ଫୀତି ଯୋଗୁଁ ପାକିସ୍ତାନରେ ବିଶେଷ କରି କରାଚୀ ନଗରୀରେ ଔଷଧ, ତେଜରାତି ଏବଂ ବିଜୁଳି ଦର ଅତ୍ୟନ୍ତ ମହଙ୍ଗା ହୋଇଯାଇଥିବାରୁ ବ୍ୟତିବ୍ୟସ୍ତ ହୋଇ ଜଣେ ମହିଳା କହିଛନ୍ତି, ମୋ ପିଲାଙ୍କୁ ଖାଇବାକୁ ଦେବି ନା, ମାରି ପକାଇବି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଭିଡିଓରେ…
Read More...

ବାହାଘରିଆ ଗାଡ଼ିରେ ଆସି ଆୟକର ଟିମ୍‌ ଜବତ କଲେ ୫୮ କୋଟି ନଗଦ ଟଙ୍କା ଓ ୩୨ କିଲୋ ସୁନା

ଅଗଷ୍ଟ ୧ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଆୟକର ବିଭାଗ ଅଧିକାରୀମାନେ ମହାରାଷ୍ଟ୍ରର ଇସ୍ପାତ, ଲୁଗା ଏବଂ ରିୟଲ୍‌ ଇଷ୍ଟେଟ୍‌ ଡେଭ୍‌ଲପର୍‌ ଆଦି ଶିଳ୍ପପତିଙ୍କ ଘରେ ଚଢ଼ାଉ କରି ୫୮ କୋଟି ନଗଦ ଟଙ୍କା ଏବଂ ୩୨ କିଲୋ ସୁନା ସମତେ ୩୯୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି। ସାଧାରଣରେ…
Read More...

ଧନ୍ୟ ପୋଷ୍ଟମାଷ୍ଟର; ଅଳିଆ ଗଦା ଓ ମାଟି ତଳୁ ଉଦ୍ଧାର ହେଲା ଆଧାର କାର୍ଡ

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଡରାବ ଗାଁରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ପୋଷ୍ଟମାଷ୍ଟରଙ୍କ ପର୍ଶୁଧର ରଣ ସିଂ ନାଁ ରେ ଆସିଛି ସାଙ୍ଘାତିକ ଅଭିଯୋଗ । ଲୋକଙ୍କ ନାଁରେ ପୋଷ୍ଟ ଅଫିସକୁ ଆସିଥିବା ଆଧାର କାର୍ଡ କୁ ଲୋକଙ୍କ ପାଖରେ ନ ପହଞ୍ଚାଇ ତାକୁ ଅଳିଆ ଗଦାକୁ…
Read More...

ପୋଲିସ ମେସରେ ଖରାପ ଖାଦ୍ୟ, କାନ୍ଦିଲେ କର୍ମଚାରୀ

ପୋଲିସ ମେସରେ ଖରାପ ଖାଦ୍ୟ?  କାନ୍ଦି କାନ୍ଦି କହିଲେ ପୋଲିସ କନଷ୍ଟେବଳ। ବୁଧବାର ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାର ଜଣେ ପୋଲିସ୍ କନଷ୍ଟେବଳଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।  ରାସ୍ତାରେ ଠିଆ ହୋଇ ପୋଲିସ୍ ମେସରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଉପରେ କହି କାନ୍ଦୁଛନ୍ତି…
Read More...

ପୁଣି ଭାରରେ ବୁହାହେଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣା। ଭାରରେ ବୁହାହେଲେ ଗର୍ଭବତୀ। ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ୍ ବାଙ୍କିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋରଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଗ୍ରାମର ଦୟାନୀଧି କଣ୍ଡାଗରୀଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି କଣ୍ଡାଗରୀଙ୍କୁ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ଵୁଲାନ୍ସ…
Read More...

ଛାତିଏ ପାଣିରେ ପଶି ନାଳ ଡେଇଁ ମଶାଣି ଗଲା ମୃତଦେହ

ଛାତିଏ ପାଣି ବୋହୁଥିବା ନାଳାକୁ ଡେଇଁ ଶ୍ମଶାନ ଗଲା ଶବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଗାଁ ଶ୍ମଶାନକୁ ରାସ୍ତା ନଥିବାରୁ ମୃତକଙ୍କ ଆତ୍ମୀୟ ସ୍ୱଜନ ୪-୫ଫୁଟ୍‌ ପାଣି ବୋହୁଥିବା ଏକ ନାଳ ପାର ହୋଇ ଶବକୁ ଶ୍ମଶାନକୁ ନେଇଥିଲେ । ନାଳ ଆର ପାଶ୍ୱର୍ରେ ଥିବା ଶ୍ମଶାନରେ ସତ୍କାର…
Read More...