Webportal
Browsing Category

Current

ଜନସଂଖ୍ୟା ନିୟନ୍ତ୍ରଣ ଆଇନର କୌଣସି ଆବଶ୍ୟକତା ନାହିଁ : ନିତିଶ କୁମାର

ସମଗ୍ର ଦେଶରେ ପାଳିତ ହୋଇଯାଇଛି ୭୬ ତମ ସ୍ୱାଧିନତା ଦିବସ। ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜଧାନୀ ପାଟନାସ୍ଥିତ ଐତିହାସିକ ଗାନ୍ଧୀ ମୈଦାନ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସରେ ତ୍ରିରଙ୍ଗା ଉତ୍ତୋଳନନ କରିଥିଲେ। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ…
Read More...

ଅପେକ୍ଷାର ଅନ୍ତ; ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳର ହେଲା ବିଭାଗ ବଣ୍ଟନ*ଦେବେନ୍ଦ୍ର ଫଡନବିସଙ୍କୁ ଗୁରୁତ୍ଵପୂର୍ଣ୍ଣ ଗୃହ ଓ…

ମହାରାଷ୍ଟ୍ରରେ ଦୀର୍ଘ ଦିନର ଅପେକ୍ଷା ପରେ ରବିବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟ କ୍ୟାବିନେଟରେ ନବ ନିଯୁକ୍ତ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିନ୍ଦେ ଏମଆରଡିସି ଏବଂ ନଗର ଉନ୍ନୟନ ବିଭାଗର ଦାୟିତ୍ୱ ନିଜ ପାଖରେ ରଖିଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…
Read More...

ଦେଶ ବିଭାଜନର ଭିଡିଓ ଜାରି କରି ନେହେରୁଙ୍କୁ ବିଜେପିର ସମାଲୋଚନା; ପାଲଟା ଯବାବ୍‌ ରଖିଲା କଂଗ୍ରେସ

ଭାରତର ଦ୍ୱିତୀୟ ‘ବିଭାଜନ ବିଷ୍ଣୁ ସ୍ମୃତି ଦିବସ’ ଅବସରରେ ବିଜେପି କଂଗ୍ରେସ ଦଳକୁ ଟାର୍ଗେଟ କରି ଏକ ଭିଡିଓ ଜାରି କରିଛି। ଏହି ଭିଡିଓରେ ବିଜେପି ୧୯୪୭ ଘଟଣାରେ ତାହାର ଆଭିମୁଖ୍ୟ ପ୍ରକାଶ କରିଛି। ଏହି ସାତ ମିନିଟର ଭିଡିଓରେ ଜବାହରଲାଲ ନେହେରୁ ଭାରତ ବିଭାଜନ ପାଇଁ ଦାୟୀ ରହିଥିବା…
Read More...

ମଡେଲ ବିଲ୍‌ ଫର୍‌ ଫ୍ଲଡ୍‌ ପ୍ଲେନ ଜୋନିଂ’ ଅଧିନିୟମ: ପାଞ୍ଚ ରାଜ୍ୟ ନେଇନାହାନ୍ତି ପଦକ୍ଷେପ, ଓଡ଼ିଶା ବି ସାମିଲ

ଓଡ଼ିଶା ସମେତ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ଆସାମ ପକ୍ଷରୁ ‘ମଡେଲ ବିଲ୍‌ ଫର୍‌ ଫ୍ଲଡ୍‌ ପ୍ଲେନ ଜୋନିଂ’ ଅଧିନିୟମ ପ୍ରସ୍ତୁତ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇଛି କି ନାହିଁ ସେ ସଂପର୍କରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ଆକ୍ସନ ଟେକେନ୍‌ ରିପୋର୍ଟ ନିରବ ରହିଛି। ଏହାକୁ ନେଇ…
Read More...

ଘରଭଡ଼ା ଉପରେ ୧୮% ଜିଏସ୍‌ଟି ଲାଗିବ

ଦେଶରେ ଦରଦାମ୍ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିବା ବେଳେ ସରକାର ଲୋକଙ୍କ ଉପରେ ଟିକସ ବୋଝ ଲଦିବାରେ ଲାଗିଛନ୍ତି। କିଛି ଦିନ ପୂର୍ବେ ଚୁଡ଼ା, ମୁଢ଼ି ଭଳି ଗରିବ ଲୋକ ଖାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରିବା ପରେ ଏବେ ଘର ଭଡ଼ା ଉପରେ ୧୮% ଭଳି ଚଢ଼ା ଦରର ଜିଏସ୍‌ଟି ଲାଗୁ କରାଯାଇଛି।…
Read More...

ଆରବ ସାଗରରେ ଭାରତୀୟ ଜାହାଜ ବୁଡ଼ିଲା ; ୯ ଜଣଙ୍କ ଜୀବନ ବଞ୍ଚାଇଲା ପାକ୍‌ ନୌସେନା

ଭାରତର ଏକ ଜାହାଜ ଗତ ୯ ତାରିଖରେ ଆରବ ସାଗରରେ ବୁଡ଼ି ଯାଇଥିଲା। ଫଳରେ ଜାହାଜରେ ଥିବା କର୍ମଚାରୀ ମଧ୍ୟ ବୁଡ଼ି ଯାଉଥିଲେ। କିନ୍ତୁ ପାକିସ୍ତାନୀ ନୌସେନା ସେମାନଙ୍କୁ ଜଳରୁ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଇଛି। ବାଲୁଚିସ୍ତାନ ପ୍ରଦେଶର ଗ୍ବାଦର ଉପକୂଳ ସହର ନିକଟରେ ଏହି ଘଟଣା ଘଟିଥିଲା।…
Read More...

ଗମ୍ଭୀର ଆରୋପ; କର୍ଣ୍ଣାଟକରେ ସରକାରୀ ଚାକିରି ପାଇବା ପାଇଁ ଯୁବତୀମାନଙ୍କୁ ଦେହ ଦାନ କରିବାକୁ ପଡୁଛି: କଂଗ୍ରେସ ନେତା

ସରକାରୀ ଚାକିରି ଖଣ୍ଡେ ପାଇବା ଲାଗି ପୁରୁଷମାନଙ୍କୁ ଲାଞ୍ଚ ଦେବାକୁ ପଡୁଥିବା ବ‌େଳେ ମହିଳାମାନଙ୍କୁ ଦେହ ଦାନ କରିବାକୁ ପଡୁଛି ବୋଲି ‘ବିଜେପି’ ନେତୃତ୍ବାଧୀନ କର୍ଣ୍ଣାଟକ ସରକାର ବିରୋଧରେ ଶୁକ୍ରବାର ଦିନ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ବିଧାୟକ ପ୍ରୟିଙ୍କ ଖଡ୍‌ଗେ…
Read More...

କାନ୍ଥରେ ପରିଶ୍ରା କରିବାକୁ ନେଇ ବିବାଦରୁ ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା

ଦିଲ୍ଲୀର ମାଲବ୍ୟନଗରରେ ଗତକାଲି ଜଣେ ୨୫ ବର୍ଷୀୟ ଯୁବକକୁ ରାସ୍ତା ମଝିରେ ଛୁରୀ ମାରି ହତ୍ୟା ଅଭିଯୋଗ ହୋଇଥିଲା। ମାତ୍ର ହତ୍ୟାର କାରଣ ଜଣାପଡ଼ିନଥିଲା। ଆଜି ସେହି ହତ୍ୟା ଘଟଣା ପଛର କାରଣ ସ୍ପଷ୍ଟ ହୋଇଛି। ଯୁବକ ଜଣକ କାନ୍ଥରେ ପରିଶ୍ରା କରୁଥିବା କାରଣରୁ ଝଗଡ଼ା ହୋଇଥିଲା ଓ ତାହା ପରବର୍ତ୍ତୀ…
Read More...

ଅନୁଗୋଳ ବିଜେପି ପକ୍ଷରୁ ୩୦୦ ମିଟର ଲମ୍ବା ର ବିଶାଳ ତ୍ରିରଙ୍ଗା ଯାତ୍ରା

ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ଆଜି ୩୦୦ ମିଟର ଲମ୍ବା ର ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇ ଯାଇଥିଲା। ଦେଶ ସ୍ଵାଧୀନତା ର ୭୫ ବର୍ଷ ପୁର୍ତ୍ତୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜି ଙ୍କ ଆହ୍ଵାନ କ୍ରମେ ପାଳିତ ହୋଇଥିବା ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକ, ବୈଠକରେ ସାଂସଦଙ୍କୁ ଉପେକ୍ଷା

ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃତ ଜଳାଶୟ ସୃଷ୍ଟି ଲାଗି ଆମ ସରକାର ୨୦୧୯ - ୨୦ ମସିହାରେ ୧୧୭୦୦ କୋଟି ଟଙ୍କା ବ୍ୟୟରେ " ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପର ଯୋଜନା କରିଛନ୍ତି । ବ୍ରାହ୍ମଣୀ ନଦୀରେ ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକର ଖାଲପାଳ ଗ୍ରାମ ନିକଟରେ…
Read More...