Webportal
Browsing Category

Current

ମଦ ବିକ୍ରି ପାଇଁ ଆଇନକାନୁନକୁ ଜଳାଞ୍ଜଳି ଦେଉଛି ଅବକାରୀ ବିଭାଗ

ଜନଗହଳିପୂର୍ଣ୍ଣ ରାସ୍ତା କଡରେ ମଦ ବାର ଖୋଲିବାକୁ ସବୁ ନିୟମକୁ ଜଳାଞ୍ଜଳି ଦେଇଛି ଅବକାରୀ ବିଭାଗ । ଯେଉଁ ରାସ୍ତା ଦେଇ ପ୍ରତିଦିନ ଶହଶହ ଛାତ୍ର ଛାତ୍ରୀ ସ୍କୁଲ ଓ କଲେଜ ଯାଉଛନ୍ତି ସେହି ରାସ୍ତା କଡରେ ମଦ ବାର ଖୋଲିବା ପାଇଁ କାହିଁକି ଅବକାରୀ ବିଭାଗ ତତ୍ପର ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।…
Read More...

ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ

ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ କରାଯାଇଛି। ୩ ଦିନ ପୂର୍ବରୁ ଅଧିବେଶନ ଶେଷ ହୋଇଛି । ଜୁଲାଇ ୨ରୁ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ବଜେଟ ଉପସ୍ଥାପନ ହୋଇଥିଲା। ୨୧ଟି କାର୍ଯ୍ୟ ଦିବସ ବସିଥିଲା। ଏହି ସମୟ ମଧ୍ୟରେ ୧୧ଟି…
Read More...

ଆତ୍ମହତ୍ୟା କଲେ ଏନ ଟି ରାମାରାଓଙ୍କ ଝିଅ ଉମା ମାହେଶ୍ବରୀ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ସାନ ଝିଅ କେ. ଉମା ମାହେଶ୍ବରୀଙ୍କ ମୃତ ଦେହ ତାଙ୍କ ହାଇଦ୍ରାବାଦ ଜୁବୁଲି ହିଲସ୍ଥିତ ବାସଭବନରୁ ମିଳିଛି । ସେ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ନିଜର ଖରାପ ସ୍ବାସ୍ଥ୍ୟାବସ୍ଥା ଯୋଗୁଁ ସେ ବିଗତ କିଛି ମାସ ଧରି ମାନସିକ…
Read More...

ବିଜେପି ଶାସନ ସହିତ ଇଂରେଜ ଶାସନର ତୁଳନା କଲେ ଶରତ ପାୱାର

ସଂସଦରେ ସଂଖ୍ୟା ଗରିଷ୍ଠତା ଲାଗି ବିଜେପିର ଅହଂକାର ବହୁତ ବଢ଼ିଯାଇଛି। ଦେଶରେ ବିଜେପି ଶାସନକୁ ଇଂରେଜ ଶାସନ ସହ ତୁଳନା କରି ଏନସିପି ନେତା ଶରଦ ପାୱାର ଏହା କହିଛନ୍ତି। ସେ କହିଛନ୍ତି ଯେ କ୍ଷମତାର ଅହଂକାର ସାଧାରଣ ଜନତାଙ୍କ ଆଗରେ କିଛି ନୁହେଁ। ଯଦି ଜନତା ଏକଜୁଟ ହୋଇଯିବେ ତେବେ ବିଜେପିକୁ…
Read More...

ଅଗଷ୍ଟରେ ଓଡ଼ିଶାରେ କମ୍‌ ବର୍ଷା, ଦେଶରେ ସ୍ୱାଭାବିକ ରହିବ

ଅଗଷ୍ଟରେ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଜି ଅଗଷ୍ଟ ମାସର ମୌସୁମୀ ବର୍ଷା ସମ୍ପର୍କିତ ପ୍ରେସ୍‌ ବିବୃତିରେ ସୂଚନା ଦେଇଛି। ଆଇଏମ୍‌ଡିର ସୂଚନା ମୁତାବକ, ଅଗଷ୍ଟରେ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ଯେତିକି ହେବ, ତାହା ସ୍ବାଭାବିକଠାରୁ କମ୍‌…
Read More...

ସ୍କୁଲ ନଥିବା ଜାଗାକୁ ଶିକ୍ଷକଙ୍କ ବଦଳି ; ଏପରି ଘଟିଛି ବୌଦ୍ ଜିଲ୍ଲାରେ

କଣ୍ଟାମାଳ ବ୍ଲକରେ ଶିକ୍ଷକ ବଦଳି କ୍ଷେତ୍ରରେ ବାରମ୍ବାର ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ସେଥି ମଧ୍ୟରୁ ଗତ ୨୮ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଦେଇଥିବା ବଦଳି ଆଦେଶରେ ହୋଇଥିବା ଅନେକ ତ୍ରୁଟି ମଧ୍ୟରୁ ଏକ ସାଂଘାତିକ ତ୍ରୁଟି ହେଉଛି ସ୍କୁଲ୍ ନଥିବା ସ୍ଥାନକୁ ଜଣେ ଶିକ୍ଷକଙ୍କୁ ବଦଳି…
Read More...

ଖୋଲିପାରିଲାନି ସ୍ୱତନ୍ତ୍ର ଅବକାରୀ କୋର୍ଟ, ଲାଗୁହେଲାନି ନାଇଡ଼ୁ କମିସନଙ୍କ ସୁପାରିସ୍

ଗତ ୩୩ ବର୍ଷ ଅର୍ଥାତ୍‌ ୧୯୮୯ରୁ ୨୦୨୨ମସିହା ଭିତରେ ବିଷାକ୍ତ ମଦ ପିଇ ରାଜ୍ୟରେ ୩୩୩ ଜଣଙ୍କ ମୃତ୍ୟୁ ହୋଇଛି। ତନ୍ମଧ୍ୟରୁ କଟକ ଜିଲ୍ଲାରେ ସର୍ବାଧିକ ୨୧୨ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ, ଏ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ସ୍ବତନ୍ତ୍ର ଅବକାରୀ କୋର୍ଟ ଖୋଲିବା ପାଇଁ…
Read More...

ସଞ୍ଜୟ ରାଉତ ନଇଁବ ନାହିଁ, ଶିବସେନା ଛାଡିବ ନାହିଁ; ଇଡି ଅଟକ ରଖିବା ପରେ କହିଲେ ସଞ୍ଜୟ ରାଉତ

ମୁମ୍ବାଇର ପତ୍ରା ‘ଚଲ୍‌’ର ପୁନଃବିକାଶ କାର୍ଯ୍ୟରେ ହୋଇଥିବା ଅନିୟମିତା ନେଇ ଆଜି ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି। ସଞ୍ଜୟ ରାଉତଙ୍କ ବାସଭବନରୁ ୧୧.୫୦ ଲକ୍ଷ ଟଙ୍କା ଇଡି ଜବତ କରିଛି। ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ‘ସଞ୍ଜୟ ରାଉତ ଝୁକେଗା ନେହିଁ, ଶିବସେନା ଛୋଡେଗା…
Read More...

ସୋମବାର ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିବାକୁ କହିବୁ: ତୃଣମୂଳ ସାଂସଦ ମହୁଆ ମୈତ୍ର

ଗୁଜରାଟ ‘ବିଜେପି’ ବିଧାୟକ ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଘଟଣା ଲାଗି ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିବା ପାଇଁ କହିବାକୁ ସୋମବାର ଦିନ ବିରୋଧୀ ନେତାଙ୍କୁ ମାଇକ୍ରୋଫୋନ୍ ଦେବା ଲାଗି ଆଜି ‘ତୃଣମୂଳ କଂଗ୍ରେସ’ ସାଂସଦ ମହୁଆ ମୈତ୍ର ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ…
Read More...

ଚାକିରି ସଙ୍କଟରୁ ଧ୍ୟାନ ହଟାଇବା ପାଇଁ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍ କରିବା ବିପଜ୍ଜନକ: ରଘୁରାମ ରାଜନ

ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଦେଶରେ ଚାକିରୀର ସଙ୍କଟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ଏହି ସଙ୍କଟରୁ ଧ୍ୟାନ ହଟାଇବା ପାଇଁ ସଂଖ୍ୟାଲଘୁକୁ ଟାର୍ଟେଗ୍ଟ କରିବା ବିପଜ୍ଜନକ ହୋଇପାରେ । ସେ ସଂଖ୍ୟାଲଘୁବାଦ ବା ପ୍ରସଙ୍ଗ ବିରୁଦ୍ଧରେ…
Read More...