Webportal
Browsing Category

Current

କି ଚିନ୍ତାଧାରା ; ଆଜିବି ଦେଶର ବାସିନ୍ଦା ଏପରିକି ହିନ୍ଦୁ ମଧ୍ୟ ନିଜ ଦେଶରେ ବାହାରର ଲୋକ, ରାଜ୍ୟପାଳଙ୍କ ମନ୍ତବ୍ୟକୁ…

ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ତଡ଼ି ଦିଆଗଲେ ମହାରାଷ୍ଟ୍ର ଅର୍ଥଶୂନ୍ୟ ହୋଇଯିବ ଏବଂ ମୁମ୍ବାଇକୁ ଆଉ ଭାରତର ଅର୍ଥନୈତିକ ରାଜଧାନୀ କୁହାଯିବା ନାହିଁ ବୋଲି ରାଜ୍ୟପାଳ ବି.ଏସ୍‌. କୋଶିୟାରୀ ଭାଷଣରେ ଦେଇଥିବା ଟିପ୍ପଣୀକୁ ‘ଶିବସେନା’ ସାଂସଦ ସଞ୍ଜୟ ରାଉତ ତୀବ୍ର ନିନ୍ଦା କରିଛନ୍ତି।…
Read More...

ଜୟନାରାୟଣ ମିଶ୍ର ‌ ବିରୋଧୀ ଦଳ ନେତା ନିଯୁକ୍ତ

ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ  ବିରୋଧୀ ଦଳ ନେତା ଘୋଷଣା କରାଯାଇଛି । ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଜି ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କୁ ଚୟନ କରାଯାଇଛି। ପ୍ରଦୀପ୍ତ ନାୟକଙ୍କ ଦୀର୍ଘକାଳୀନ…
Read More...

ଏବେ ଓଡ଼ିଶା ପାଳି? ଇଡି ଜବତ କଲା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତି

ପ୍ରବର୍ତ୍ତନ ନିର୍ଦେଶାଳୟ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସଂପତ୍ତି ଆଟାଚ୍ କରିଥିବା ଜଣାଯାଇଛି। ମନି ଲଣ୍ଡରିଂଆକ୍ଟ ଅନୁଯାୟୀ ତାଙ୍କର ଏହି ସଂପତ୍ତି ଆଟାଚ୍ କରାଯାଇଛି। ଆଜି ପୂର୍ବତନ ବିଧାୟକ ପ୍ରଭାତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ…
Read More...

ଦରବୃଦ୍ଧି ଅସହ୍ୟ ହେଉଛି ବିଧାୟକମାନଙ୍କ ପାଇଁ :ଦରମା ବୃଦ୍ଧି କରିବାକୁ ବିଧାନସଭାରେ ଦାବି କଲେ ତିନି ପ୍ରମୁଖ ଦଳର…

ବିଧାନସଭାରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିଛି। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଛନ୍ତି ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ। ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ ଉଠାଇ କହିଛନ୍ତି, ଶେଷ ଥର ପାଇଁ ୨୦୧୭ ସେପ୍ଟେମ୍ବର ୧୩ ତାରିଖରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା…
Read More...

ସିବିଆଇ’ ତଦନ୍ତ ପରିପ୍ରେ୍ଷୀରେ ନୂଆ ଛାଡ଼ି ପୁରୁଣା ମଦ୍ୟ ନୀତି ଲାଗୁ କରିବେ ଦିଲ୍ଲୀ ସରକାର

ନୂଆ ଅବକାରୀ ନୀତି ପ୍ରଚଳନ ଉପରେ ‘ସିବିଆଇ’ ତଦନ୍ତ ଲାଗି ଉପରାଜ୍ୟପାଳ ସୁପାରିସ କରିବାରୁ ସହରରେ ପୁରୁଣା ଖାଉଟି ମଦ ବିକ୍ରୟ ଯୋଜନାକୁ ଫେରିଯିବା ଲାଗି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ବିଶ୍ବସ୍ତସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ୨୦୨୨-୨୩ ନିମନ୍ତେ ଦିଲ୍ଲୀ ସରକାର ନୂଆ…
Read More...

ସରକାର ବାଧକ ପୁଲିସ ମହାସଂଘ ନିର୍ବାଚନ ରେ : ବିରୋଧୀ

କନଷ୍ଟେବଳ-ସିପାହୀ ମହାସଂଘର ନିର୍ବାଚନ ଗତ ଦୁଇ ବର୍ଷ ଧରି ହୋଇପାରିନାହିଁ। ପୋଲିସ ମହାନିର୍ଦ୍ଦେଶକ ଏଥିପାଇଁ ଅନୁମତି ଦେଉ ନ ଥିବାରୁ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ନିର୍ବାଚନ କରାଇବା ଲାଗି ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଧାନସଭାରେ…
Read More...

ବେକାରୀ ସମସ୍ୟା ଆହୁରି ଭୟଙ୍କର ହେବାର ଆଶା; ଗୋଟେପଟେ ଘରୋଇକରଣ ଚାଲିଛି, ଅନ୍ୟପଟେ ନୂଆ ତ ନାହିଁ ଖାଲିଥିବା ପଦବୀ ମଧ୍ୟ…

ବେରୋଜଗାର ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଅଧିକାଂଶ ସମୟରେ କେନ୍ଦ୍ର ସରକାରଙ୍କୁ ଘେରୁଥିବାବେଳେ ସରକାର କହିଛନ୍ତି ଯେ ଚାକିରି ଯୋଗାଇଦେବାକୁ ପ୍ରଚେଷ୍ଟା ଚାଲିଛି | ତେବେ ୨୦୧୪ ମସିହାରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରଠାରୁ କେତେଜଣଙ୍କୁ ସରକାରୀ ନିଯୁକ୍ତି ମିଳିଛି ସେନେଇ ସଂସଦରେ ସରକାର…
Read More...

ମଦ ପିଇ ରାସ୍ତାରେ ଗଡ଼ିଲେ କନେଷ୍ଟବଳ; ନିଲମ୍ବନ କଲେ ଏସ୍‌ପି

ନିଶାସକ୍ତ ଅବସ୍ଥାରେ ମଦ ଦୋକାନ ସାମ୍ନାରେ ପଡ଼ିବା ଓ ଖାକି ବର୍ଦ୍ଦିରେ ଦାଗ ଲଗାଇବା ଅଭିଯୋଗରେ ଜଣେ ପୁଲିସ କର୍ମଚାରୀ କାର୍ଯ୍ୟରୁ ନିଲମ୍ୱିତ ହୋଇଛନ୍ତି। ସୂଚନାଯୋଗ୍ୟ; ୨୪ ତାରିଖ ଦିନ ଉଦଳା ଥାନା ଅନ୍ତର୍ଗତ କୁଣ୍ଡାବାଇ ଫାଣ୍ଡିରେ କାର୍ଯ୍ୟରତ କନେଷ୍ଟବଳ ଈଶ୍ୱର ଚନ୍ଦ୍ର ମହାନ୍ତ ମଦ ନିଶାରେ…
Read More...

ବିଜେପି ବନ୍ଧୁଙ୍କ ସହ କଥାହେବା ପରେ ନମ୍ବର ବନ୍ଦ:କଲ ସ୍ୱଭାଭିକ କରିଦିଅ; କହିଲେ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ…

ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କ ଫୋନ ହ୍ୟାକ ।ବିରୋଧି ଗୋଷ୍ଠୀର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କ ଫୋନକୁ କୌଣସି କଲ୍ ଆସୁନି କି କାହା ପାଖକୁ କଲ୍ ଯାଉନି । ଏନେଇ ସେ ସୋମବାର ଟ୍ବିଟ୍ କରି ଏହା ଜଣାଇଛନ୍ତି । ଏଥିପାଇଁ ମାର୍ଗରେଟ ଅଲଭା ଏମଟିଏନଏଲ(MTNL)କୁ…
Read More...

ଦେଶରେ ଏବର୍ଷ ୭୪ ବାଘ ମୃତ; ମଧ୍ୟପ୍ରଦେଶରେ ସର୍ବାଧିକ ୨୭ ଏବଂ ମହାରାଷ୍ଟ୍ରରେ ୧୫

ବାଘଙ୍କ ରାଜ୍ୟ ଭାବେ ଜଣାଶୁଣା ମଧ୍ୟପ୍ରଦେଶରେ ହୋଇଛି ସର୍ବାଧିକ ବାଘ ମୃତ୍ୟୁ। ଜୁଲାଇ ୧୫ ସୁଦ୍ଧା ୨୦୨୨ରେ ଦେଶରେ ମୋଟ ୭୪ଟି ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ସର୍ବାଧିକ ୨୭ଟି ମୃତ୍ୟୁ ହୋଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର…
Read More...