Webportal
Browsing Category

Breaking

ଅନୁଗୁଳ ଜିଲ୍ଲାରେ ଜାରି ହେଲା କର୍ଫ୍ୟୁ

ଅନୁଗୁଳ ଜିଲ୍ଲାରେ ସନ୍ଧ୍ୟା ୭ ରୁ ସକାଳ ୭ ଟା ପର୍ଯ୍ୟନ୍ତ ଜାରି ହେଲା କର୍ଫ୍ୟୁ।ଏହାର ଆଦେଶ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଦେଇଛନ୍ତି।ଏହି ସମୟ ମଧ୍ୟରେ କୌଣସି ବ୍ୟକ୍ତି ଅନାବଶ୍ୟକ କାର୍ଯ୍ୟ ପାଇଁ ରାସ୍ତାକୁ ବାହାରି ପାରିବେ ନାହିଁ।ଅମାନିଆ ହେଲେ ସି ଆର ପି ସି ର ଧାରା ୧୪୪…
Read More...

ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନର ବିଜ୍ଞପ୍ତି ଜାରି

ଦେଶରେ ଚଳିତ ମାସ ୪ ତାରିଖରୁ ୧୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଘୋଷଣା କରାଯାଇଥିବା ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ପରିପ୍ରେକ୍ଷୀରେ ଜାରି ନିର୍ଦେଶନମା ର ଅନୁପାଲନ ନିମନ୍ତେ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଆଜି ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଅନୁଗୁଳ ଜିଲ୍ଲା…
Read More...

ଅନୁଗୁଳ ଜିଲ୍ଲାରେ ଦୋକାନ ଖୋଲିବା ପାଇଁ ଜାରି ହେଲା ନୂଆ ନିର୍ଦେଶନାମା

ଅନୁଗୁଳ ଜିଲ୍ଲାରେ ଦୋକାନ ଖୋଲିବାକୁ ନେଇ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପୂର୍ବରୁ ଦେଇଥିବା ତାଙ୍କର ଆଦେଶରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ନୂତନ ଆଦେଶ ଅନୁଯାୟୀ ମ୍ୟୁନିସିପାଲିଟି ଅଞ୍ଚଳରେ ବହି, ହାର୍ଡୱେଆର, ସାନିଟାରୀ ଓ ଇଲେକ୍ଟ୍ରିକାଲସ ଦୋକାନ ଯେଉଁଠି ଲାଇଟ, ପଙ୍ଖା…
Read More...

ଅନୁଗୁଳ ଜିଲ୍ଲାରେ ଦୋକାନ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ନୂତନ ନିର୍ଦେଶନାମା

ଆଜି ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ନେଇଥିବା ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ମ୍ୟୁନିସିପାଲିଟି ଅଞ୍ଚଳ ବାହାରେ ଥିବା ସମସ୍ତ ଦୋକାନ ସକାଳ ୬ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଖୋଲିପାରିବେ।ଏହି ସମୟରେ ବାଧ୍ୟତାମୂଳକ ଭାବେ ଦୋକାନର କେବଳ ୫୦% କର୍ମଚାରୀ ମାସ୍କ ପିନ୍ଧି ଉପସ୍ଥିତ…
Read More...

ଦୋକାନ ଖୋଲିବାକୁ ନେଇ ଜାରି ହେଲା ନିର୍ଦେଶନାମା:ନିଷ୍ପତ୍ତି ନେବେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ

କେନ୍ଦ୍ର ଗୃହ ମନ୍ତ୍ରାଳୟ ୧୫ ଅପ୍ରେଲ ରେ ଦିଆଯାଇଥିବା ଆଦେଶରେ ସାମାନ୍ୟ ପରିବର୍ତ୍ତନ ଗତକାଲି କରିଛନ୍ତି।ଏହା ଅନୁଯାୟୀ ଦେଶର ମ୍ୟୁନିସିପାଲ କର୍ପୋରେସନ ଏବଂ ମ୍ୟୁନିସିପାଲିଟି ସୀମା ବାହାରେ ଥିବା ମଲ୍ଟି ବ୍ରାଣ୍ଡ ଓ ସିଙ୍ଗଲ ବ୍ରାଣ୍ଡ ମଲ ବ୍ୟତୀତ ସମସ୍ତ ଦୋକାନ ଆଜିଠାରୁ…
Read More...

ବଜ୍ରପାତ ନେଲା ଦୁଇ ଅମୂଲ୍ୟ ଜୀବନ

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ , ଘଡଘଡି ଓ କୁଆପଥର ମାଡ଼ ହୋଇଥିଲା । ତେବେ ଏହି କାଳବୈଶାଖୀ ସମୟରେ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ବ୍ଲକ ବାଲୁଅକଟା ଗାଁରେ ଜଣଙ୍କର…
Read More...

ଫାଙ୍କା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଦାଇତ୍ୱର ସହ କେବେ ଗାଡି ଚଳାଇବେ ଚାଳକ

ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ସମ୍ମୁଖରେ ଆଜି ଅପରାହ୍ନ ୪ ଟା ସମୟରେ ଟ୍ରକ ଧକ୍କାରେ ଯୁବକ ମୃତ। ସୂଚନା ଅନୁସାରେ ନାଲକୋନଗର ଅଞ୍ଚଳର ମନୋରଞ୍ଜନ ନାୟକ ନାମକ ଜଣେ ଯୁବକ ବଅଁରପାଳ ପଟରୁ ଏକ ସ୍କୁଟିରେ ନାଲକୋ ଆଡ଼କୁ ଆସୁଥିଲେ । ତେବେ ଜାତୀୟ ରାଜପଥ- ୫୫ର ନାଲକୋନଗର ଥାନା ସମ୍ମୁଖରେ ଏକ ଟ୍ରକ…
Read More...

ଅପ୍ରେଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ିବ ଲକଡାଉନ ଅବଧି

କରୋନା ଭୁତାଣୁ ର ସଂକ୍ରମଣ କୁ ରୋକିବା ପାଇଁ ରାଜ୍ୟ କ୍ୟାବିନେଟ ରେ ଆଜି ନିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଓଡ଼ିଶାରେ ଲକଡାଉନ ଅବଧିକୁ ଅପ୍ରେଲ ୩୦ ପର୍ଯ୍ୟନ୍ତ ବଡାଇବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି।       ସମସ୍ତ ସ୍କୁଲ ଜୁନ ୧୭ ପର୍ଯ୍ୟନ୍ତ ବନ୍ଦ…
Read More...

ଅନୁଗୁଳ ଜିଲ୍ଲାରେ ମେଡ଼ିସିନ ଦୋକାନ ଗୁଡ଼ିକ ପୂର୍ବଭଳି ଖୋଲା ରହିବ

ଗତକାଲି ଅନୁଗୁଳ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଧେଶ ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।ନୂତନ ନିର୍ଦ୍ଦେଶ ଅନୁଯାୟୀ ସକାଳ ୬ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଖୋଲିବାକୁ ଥିବା ଦୋକାନ ସମ୍ପର୍କିତ କଟକଣା ମେଡ଼ିସିନ ଦୋକାନ ପାଇଁ ଲାଗିବ ନାହିଁ। ଏଣୁ ଅନୁଗୁଳ ଜିଲ୍ଲାର ସମସ୍ତ ମେଡ଼ିସିନ ଦୋକାନ…
Read More...

ଅନୁଗୁଳ ଜିଲ୍ଲା ପାଇଁ ଆହୁରି କଡା ହେଲା କଟକଣା:ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ ସକାଳ ୬ ରୁ ଦିନ ୧

ସଂପ୍ରତି କରୋନା ଭୂତାଣୁ କୁ କାୟା ବିସ୍ତାର କରିବାରୁ ରୋକିବା ପାଇଁ ସମଗ୍ର ଦେଶ ସହ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି।ଲୋକମାନେ କଟକଣା ନ ମାନି ପୋଲିସ ଦ୍ଵାରା ଦଣ୍ଡିତ ମଧ୍ୟ ହେଉଛନ୍ତି।ଅନୁଗୁଳ ସହରରେ ସାମାଜିକ ଦୂରତା ରକ୍ଷା ନ କରି ଲୋକମାନେ…
Read More...