Webportal
Browsing Category

Breaking

ଝାରସୁଗୁଡା ରେ ସପିଙ୍ଗ ମଲ ଖୋଲିବା ଅନୁମତି କୁ ନେଇ ଉଠିଲା ପ୍ରଶ୍ନ

କରୋନା ସଂକ୍ରମଣ ଦିନ ପରେ ଦିନ ବଢି ଚାଲିଥିବା ସମୟରେ ଝାରସୁଗୁଡା ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିପରୀତ ସପିଙ୍ଗ ମଲ ଖୋଲିବାକୁ ଅନୁମତି ଦେଇଛନ୍ତି। ଚଳିତ ମାସ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ତାଲା ବନ୍ଦ ସମୟରେ କୌଣସି ସପିଙ୍ଗ ମଲ ରାଜ୍ୟରେ ନାହିଁ ବୋଲି…
Read More...

ଅନଲକ ୧.୦ ପାଇଁ ଘୋଷଣା ହେଲା ଓଡିଶା ସରକାରଙ୍କ ନିଷ୍ପତି

କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ଆଜିଠାରୁ ସାରା ଦେଶରେ ଆରମ୍ଭ ହେଲା ଅନଲକ ୧.୦। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଙ୍କ କହିବା ଅନୁଯାୟୀ କରୋନା ସଂକ୍ରମଣ ଦୃଷ୍ଟିରୁ…
Read More...

ସାଂସଦ ଓ ଜିଲ୍ଲାପାଳ ଭୁଲିଗଲେ ସାମାଜିକ ଦୂରତା:କରୋନା ସଂକ୍ରମଣ ବ୍ୟାପିଲେ ଦାୟୀ ରହିବ କିଏ

ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଢେ଼ଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଜିଲ୍ଲା ପ୍ରଶାସନ ର କିଛି ଅଧିକାରୀ ଏବଂ କର୍ମଚାରୀଙ୍କୁ କରୋନା ମହାମାରୀ ସମୟରେ ଉଲ୍ଲେଖନିୟ କାର୍ଯ୍ୟ କରିବା ପାଇଁ ସମ୍ବର୍ଦ୍ଧିତ କରିଥିଲେ। କିନ୍ତୁ ପରିତାପର ବିଷୟ ହେଲା ଯେ ଖୋଦ ସାଂସଦ ଓ ଜିଲ୍ଲାପାଳ…
Read More...

ଅନୁଗୁଳ ଜିଲ୍ଲାରେ ସୁସ୍ଥ ହେଲେ ୧୫ କରୋନା ଆକ୍ରାନ୍ତ

ଅନୁଗୁଳ ଜିଲ୍ଲାରେ ଚିକିତ୍ସିତ ହେଉଥିବା ୧୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ୧୫ ସୁସ୍ଥ ହେଇଥିବାର ସୂଚନା ମିଳିଛି।ଏମାନଙ୍କ ମଧ୍ୟରୁ ଚଳିତ ମାସ ୧୦ ତାରିଖରେ ୧୩ ଜଣ ଓ ୧୧ ତାରିଖରେ ୨ ଜଣ ତାଳଚେର ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ।୧୦ ଦିନର ଚିକିତ୍ସା ପରେ…
Read More...

ରାଜ୍ୟରେ ବ୍ୟାଙ୍କ ଗୁଡିକ ୧୦ ରୁ ୪ ଖୋଲିବା ପାଇଁ ଜାରି ହେଲା ନିର୍ଦେଶନାମା

ଆଜି ଓଡ଼ିଶା ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ନିର୍ଦେଶନାମା ଅନୁଯାୟୀ ରାଜ୍ୟର ସମସ୍ତ ବ୍ୟାଙ୍କ ଏଣିକି ଦିନ ୧୦ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଖୋଲା ରହିବା ସହ ପୂର୍ଣ କ୍ଷମତାରେ କାର୍ଯ୍ୟ କରିବେ। ବ୍ୟାଙ୍କର ସମସ୍ତ କର୍ମଚାରୀ ପୂର୍ବଭଳି ସବୁଦିନ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ରହିବେ।
Read More...

ସାବିତ୍ରୀ ରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାକୁ ଅନୁଗୁଳ ପୋଲିସର ବାରଣ

ସାବିତ୍ରୀ ଅମାବାସ୍ୟା ବ୍ରତ ପାଳନ ସମୟରେ ଘରେ ରହି ପୂଜାର୍ଚ୍ଚନା କରିବାକୁ ଅନୁଗୁଳ ପୋଲିସ ପକ୍ଷରୁ ଲୋକଙ୍କୁ କୁହାଯାଇଛି।ଏହି ସମୟରେ ପୂଜାର୍ଚ୍ଚନା କରିବା ପାଇଁ ମନ୍ଦିର ଯିବାକୁ ଚେଷ୍ଟା ନ କରିବା ପାଇଁ ମଧ୍ୟ କୁହାଯାଇଛି। ଏହି ପଦକ୍ଷେପ ଏହି ବ୍ରତ ପାଳନ ସମୟରେ ସମ୍ଭାବ୍ୟ କରୋନା ସଂକ୍ରମଣ…
Read More...

ଲକଡାଉନ ୪.୦ ପାଇଁ ଅନୁଗୁଳ ଜିଲ୍ଲାପାଳ ଜାରିକଲେ ଦିଶାନିର୍ଦେଶ

ଆଜି ମଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଘୋଷଣା ହୋଇଥିବା ଲକଡାଉନ ୪.୦ ପାଇଁ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଗାଇଡ଼ଲାଇନ ଜାରି କରିଛନ୍ତି। ଲକଡାଉନ ୩.୦ ର ଗାାଇଡ଼ଲାଇନ ରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବସ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାରର ଗାଡି ଜିଲ୍ଲା ଓ ରାଜ୍ୟ ଭିତରେ ଚାଲି…
Read More...

ଦେଶରେ ମଙ୍ଗଳବାର ଠାରୁ ଆରମ୍ଭ ହେବ ଯାତ୍ରୀବାହୀ ଟ୍ରେନ ସେବା

ଆଜି ରେଳ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମଙ୍ଗଳବାର ୧୨ ତାରିଖରୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହେବ।ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀ ରୁ ଭୁବନେଶ୍ୱର ସମେତ ବିଭିନ୍ନ ସହରକୁ ୧୫ ଯୋଡ଼ା ଟ୍ରେନ ଚାଲିବ।ଏହା ପାଇଁ ସୋମବାର ଦିନ ୪ ଟାରୁ ଆଇଆରସିଟିସି ୱେବସାଇଟ ରେ ଅନଲାଇନ…
Read More...

ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଅନୁଗୁଳ ସବୁଜ ଜୋନରେ

ଆଜି ଅନୁଗୁଳ ଜିଲ୍ଲାରେ ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।ଏହା ଜିଲ୍ଲାକୁ ଏହି ଭୟଙ୍କର ମହାମାରୀର ପ୍ରଥମ ସ୍ପର୍ଶ।ଏହା ପରେ ଲୋକେ ଜିଲ୍ଲା ରେଡ଼ ଜୋନ ଭାବେ ଘୋଷଣା ହେବ ବୋଲି ଆଶା କରୁଥିଲେ। କିନ୍ତୁ ଆଜି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜିଲ୍ଲା…
Read More...

ରବିବାର ସକାଳର କରୋନା ସମ୍ପର୍କିତ ସୂଚନା

-ଆଜି ଦିନକରେ ରାଜ୍ୟରେ ସର୍ବାଧିକ ୫୮ ଆକ୍ରାନ୍ତ ଚିହ୍ନଟ । -ଗଞ୍ଜାମରେ ୨୯, ବାଲେଶ୍ବରରେ ୧୫, ମୟୂରଭଞ୍ଜରେ ୧ ଆକ୍ରାନ୍ତ ଚିହ୍ନଟ । -ଅନୁଗୁଳରେ ପ୍ରଥମ ଥର ପାଇଁ ୧୩ କୋରୋନା ଆକ୍ରାନ୍ତ ଚିହ୍ନଟ -ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି । -୨୪…
Read More...