Webportal

ଚଳିତ ବର୍ଷ ହେବ ନାହିଁ ରଥଯାତ୍ରା:ରୋକ ଲଗାଇଲେ ସୁପ୍ରିମକୋର୍ଟ

0 354

ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହେବନାହିଁ।ରୋକ ଲଗାଇଲେ ସୁପ୍ରିମକୋର୍ଟ।ରଥଯାତ୍ରା ବନ୍ଦ କରିବା ପାଇଁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା ର ଶୁଣାଣି କରି ଏହା କହିଛନ୍ତି ସୁପ୍ରିମକୋର୍ଟ। କରୋନା ମହାମାରୀ ସମୟରେ  ଭିଡ଼ ହେଲେ ମହାମାରୀ ବ୍ୟାପି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏହି ରୋକ ଲଗାଇଲେ ସୁପ୍ରିମକୋର୍ଟ।ପୁରୀ ଗଜପତି ତାଙ୍କ ପ୍ରତିକ୍ରିୟାରେ ସର୍ବୋଚ୍ଚ ନ୍ୟାୟାଳୟ ନେଇଥିବା ନିଷ୍ପତ୍ତି ଚୂଡ଼ାନ୍ତ ବୋଲି କହିଛନ୍ତି।

Leave A Reply

Your email address will not be published.