Webportal
Browsing Category

Breaking

ବଜ୍ରପାତ ନେଲା ଦୁଇ ଅମୂଲ୍ୟ ଜୀବନ

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ , ଘଡଘଡି ଓ କୁଆପଥର ମାଡ଼ ହୋଇଥିଲା । ତେବେ ଏହି କାଳବୈଶାଖୀ ସମୟରେ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ବ୍ଲକ ବାଲୁଅକଟା ଗାଁରେ ଜଣଙ୍କର…
Read More...

ଫାଙ୍କା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଦାଇତ୍ୱର ସହ କେବେ ଗାଡି ଚଳାଇବେ ଚାଳକ

ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ସମ୍ମୁଖରେ ଆଜି ଅପରାହ୍ନ ୪ ଟା ସମୟରେ ଟ୍ରକ ଧକ୍କାରେ ଯୁବକ ମୃତ। ସୂଚନା ଅନୁସାରେ ନାଲକୋନଗର ଅଞ୍ଚଳର ମନୋରଞ୍ଜନ ନାୟକ ନାମକ ଜଣେ ଯୁବକ ବଅଁରପାଳ ପଟରୁ ଏକ ସ୍କୁଟିରେ ନାଲକୋ ଆଡ଼କୁ ଆସୁଥିଲେ । ତେବେ ଜାତୀୟ ରାଜପଥ- ୫୫ର ନାଲକୋନଗର ଥାନା ସମ୍ମୁଖରେ ଏକ ଟ୍ରକ…
Read More...

ଅପ୍ରେଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ିବ ଲକଡାଉନ ଅବଧି

କରୋନା ଭୁତାଣୁ ର ସଂକ୍ରମଣ କୁ ରୋକିବା ପାଇଁ ରାଜ୍ୟ କ୍ୟାବିନେଟ ରେ ଆଜି ନିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଓଡ଼ିଶାରେ ଲକଡାଉନ ଅବଧିକୁ ଅପ୍ରେଲ ୩୦ ପର୍ଯ୍ୟନ୍ତ ବଡାଇବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି।       ସମସ୍ତ ସ୍କୁଲ ଜୁନ ୧୭ ପର୍ଯ୍ୟନ୍ତ ବନ୍ଦ…
Read More...

ଅନୁଗୁଳ ଜିଲ୍ଲାରେ ମେଡ଼ିସିନ ଦୋକାନ ଗୁଡ଼ିକ ପୂର୍ବଭଳି ଖୋଲା ରହିବ

ଗତକାଲି ଅନୁଗୁଳ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଧେଶ ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।ନୂତନ ନିର୍ଦ୍ଦେଶ ଅନୁଯାୟୀ ସକାଳ ୬ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଖୋଲିବାକୁ ଥିବା ଦୋକାନ ସମ୍ପର୍କିତ କଟକଣା ମେଡ଼ିସିନ ଦୋକାନ ପାଇଁ ଲାଗିବ ନାହିଁ। ଏଣୁ ଅନୁଗୁଳ ଜିଲ୍ଲାର ସମସ୍ତ ମେଡ଼ିସିନ ଦୋକାନ…
Read More...

ଅନୁଗୁଳ ଜିଲ୍ଲା ପାଇଁ ଆହୁରି କଡା ହେଲା କଟକଣା:ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ ସକାଳ ୬ ରୁ ଦିନ ୧

ସଂପ୍ରତି କରୋନା ଭୂତାଣୁ କୁ କାୟା ବିସ୍ତାର କରିବାରୁ ରୋକିବା ପାଇଁ ସମଗ୍ର ଦେଶ ସହ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି।ଲୋକମାନେ କଟକଣା ନ ମାନି ପୋଲିସ ଦ୍ଵାରା ଦଣ୍ଡିତ ମଧ୍ୟ ହେଉଛନ୍ତି।ଅନୁଗୁଳ ସହରରେ ସାମାଜିକ ଦୂରତା ରକ୍ଷା ନ କରି ଲୋକମାନେ…
Read More...

ଦୋକାନରେ ସାମାଜିକ ଦୂରତ୍ୱ ନ ରହିଲେ ଦୋକାନ ସିଲ ହେବା ସହ ଦୋକାନୀ ବିରୁଦ୍ଧରେ ରୁଜୁ ହେବ ମାମଲା

ଆଜି ଅନୁଗୁଳ ଜିଲ୍ଲାପାଳ ଓ ଏସପି ଏକ ମିଳିତ ବିବୃତିରେ ଜିଲ୍ଲାରେ ଖୋଲା ରହୁଥିବା ସମସ୍ତ ଦୋକାନି ତାଙ୍କର ଦୋକାନକୁ ଆସୁଥିବା ଗ୍ରାହକ ମାନେ ସାମାଜିକ ଦୂରତା ବଜାୟ ରଖିବା ସୁନିଶ୍ଚିତ କରିବା ପାଇଁ କହିଛନ୍ତି। ଯଦି କୌଣସି ଦୋକାନ ରେ ସାମାଜିକ ଦୂରତ୍ୱ ରହୁଥିବା ଦେଖା ନ ଯାଏ ତେବେ ସେ ଦୋକାନକୁ…
Read More...

ପ୍ରକାଶ ପାଇଲା ଅନୁଗୁଳ ଜିଲ୍ଲାକୁ ବାହାରୁ ଆସିଥିବା ବ୍ୟକ୍ତିଙ୍କ ବିବରଣୀ

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୨.୪.୨୦୨୦ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାକୁ ରାଜ୍ୟ ବାହାରୁ ଓ ଦେଶ ବାହାରୁ ଆସିଥିବା ଲୋକଙ୍କ ବିବରଣୀ ପ୍ରଦାନ କରାଯାଇଛି। ଏହା ସହିତ ସେମାନଙ୍କ କ୍ୱାରେଣ୍ଟଟାଇନ ସମ୍ବଧିୟ ବିବରଣୀ ମଧ୍ୟ ଦିଆଯାଇଛି। ଏହା ନିମ୍ନମତେ ଦିଆଗଲା।
Read More...

ଜାରିହେଲା ଅନୁଗୁଳ ଜିଲ୍ଲାରେ କାର୍ଯ୍ୟକ୍ଷମ ଯାନବାହନ ସମ୍ବଧିୟ ଦୋକାନ ଗୁଡ଼ିକର ତାଲିକା

୧ ଅପ୍ରେଲ ସୁଦ୍ଧା ଅନୁଗୁଳ ଜିଲ୍ଲାରେ ଲକଡାଉନ ସମୟରେ ଚାଲୁ ରହିଥିବା ମୋଟର ପାର୍ଟ ଦୋକାନ, ମୋବିଲ, ପ୍ରେସର ଚେକ ଆଦି ଯାନବାହନ ସମ୍ବଧିତ ଦୋକାନ ଗୁଡିକର ତାଲିକା ଜିଲ୍ଲା ପୋଲିସ ପକ୍ଷରୁ ଜାରି କରାଯାଇଛି।ଏହା ନିମ୍ନମତେ:
Read More...

ଆଜିଠୁ ଜିଲ୍ଲା ବାହାରୁ ଆସୁଥିବା ସମସ୍ତଙ୍କୁ ରହିବାକୁ ହେବ ସରକାରୀ କ୍ୱାରେଣ୍ଟଟାଇନ ରେ

ଆଜିଠାରୁ ଅନୁଗୁଳ ଜିଲ୍ଲା ବାହାରରୁ ଆସୁଥିବା ସମସ୍ତ ଲୋକେ ବାଧ୍ୟତାମୂଳକ ଭାବେ ସରକାରୀ କ୍ୱାରେଣ୍ଟଟାଇନ ରେ ରହିବେ।ଜିଲ୍ଲାପାଳଙ୍କ ଦ୍ୱାରା ଏଥିପାଇଁ ସମସ୍ତ ବି ଡି ଓ ଏବଂ ଏକ୍ସଜିକ୍ୟୁଟିଭ ଅଫିସର ମାନଙ୍କୁ ନିର୍ଦେଶନାମା ଜାରି କରାଯାଇଛି।
Read More...

ଅନୁଗୁଳ ଜିଲ୍ଲାରେ ତାଲାବନ୍ଦ ସମୟରେ ଘରୁ ନ ବାହାରିବା ପାଇଁ କାର୍ଯ୍ୟକାରୀ ହେବ ହୋମ ଡେଲିଭରି ବ୍ୟବସ୍ଥା

ସମ୍ପ୍ରତି କରୋନା ଭାଇରସ ର ମୁକାବିଲା ପାଇଁ ଚାଲିଥିବା ଲକ ଡାଉନ ପରିପ୍ରେକ୍ଷୀରେ ଲୋକମାନେ ଘରୁ ନ ବାହାରି କିପରି ରାସନ ସାମଗ୍ରୀ ପାଇପାରିବେ ସେଥିପାଇଁ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ବିଭିନ୍ନ ରାସନ ସାମଗ୍ରୀ…
Read More...