ଲକ ଡାଉନ ନ ମାନିବା ଅଭିଯୋଗରେ ବୁଧବାର ଅନୁଗୁଳ ଜିଲ୍ଲାରେ ପନ୍ଦର ମାମଲା ରୁଜୁ CurrentPublic Interest By MEDIA INDIA News On Mar 26, 2020 0 257 Share ଲକ ଡାଉନ ନ ମାନିବା ପାଇଁ ବୁଧବାର ଦିନ ଅନୁଗୁଳ ଜିଲ୍ଲାର ବନରପାଲ ଥାନାରେ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ୧୦ ଟି ମୋଟର ସାଇକେଲ ଜବତ କରାଯାଇଛି। ସେହିପରି କଣିହାଁ ଥାନାରେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଗୋଟିଏ ମଟର ସାଇକେଲ ଜବତ କରାଯାଇଛି। 0 257 Share FacebookTwitterGoogle+ReddItWhatsAppPinterestEmail