Webportal

ଏହା ବନ୍ୟା ହେଉଛି ମନୁଷ୍ୟକୃତ : ଏହା ପାଇଁ ନବିନ ସରକାର ଦାୟୀ : ବିଜେପି

ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟାସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି ।ରାଜ୍ୟ ସରକାର ଗୋଟେ କଥା କହୁଛନ୍ତି କିନ୍ତୁ ରାଜ୍ୟର ପରିସ୍ଥିତି ଆଉ ଗୋଟେ କଥା କହୁଛି । ଓଡ଼ିଶାରେ ଗତ ସାତ ଆଠ ଦିନ ଧରି ଲୋକମାନେ ଗୋଟେ ଭୟାବହ ବନ୍ୟାର ସାମ୍ନା କରି ଭଗବାନଙ୍କ ଭରସାରେ ପଡି ରହିଛନ୍ତି ।…

ପୁନର୍ବାର ନଜର ବନ୍ଦୀ ହେଲେ ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି

ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଣି ଥରେ ନଜର ବନ୍ଦୀ ରଖାଯାଇଛି। ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏହା ସହ ମେହବୁବା ମୁଫତି କାଶ୍ମୀରୀ ପଣ୍ଡିତଙ୍କ ଅବସ୍ଥା ପାଇଁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣି ଥରେ…

ହତ୍ୟା ଅଭିଯୁକ୍ତଙ୍କୁ ଧରିବାପାଇଁ ବାବାଙ୍କ ଶରଣ ନେଲେ ପୋଲିସ ବାବୁ, ଫଳ ଚାକିରୀରୁ ନିଲମ୍ବିତ

ହତ୍ୟା ଅଭିଯୁକ୍ତଙ୍କୁ ଧରିବାପାଇଁ ବାବାଙ୍କ ଶରଣ ନେଇ ଫସିଛନ୍ତି ଜଣେ ପୋଲିସ ବାବୁ। ଏହାପରେ ତାଙ୍କୁ ଚାକିରୀରୁ ନିଲମ୍ବିତ ମଧ୍ୟ ହେବାକୁ ପଡ଼ିଛି। ଏଭଳି ଘଟଣା ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଘଟିଛି। ତେବେ ଜଣେ ପୋଲିସ ଅଧିକାରୀ ହତ୍ୟା ମାମଲାର ସମାଧାନର ସାହାଯ୍ୟ ମାଗିବା ପାଇଁ ଜଣେ…

ବନ୍ୟାପାଣି ରେ ବାହାଦୂରୀ ଦେଖାନ୍ତୁନାହିଁ – ଏସଆରସି

ରାଜ୍ୟରେ ଉତ୍ପନ୍ନ ବନ୍ୟା ସ୍ଥିତି ନେଇ ସତର୍କ କରାଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। ବନ୍ୟା ସମୟରେ ଯେଉଁ ସ୍ଥାନରେ ବ୍ରିଜ୍ ବା କଲଭର୍ଟ ବୁଡ଼ିରହିଛି, ତାହା ଉପରେ ଗାଡ଼ି ନ ଚଳାଇବାକୁ ପରାମର୍ଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ ଆହୁରି କହିଛନ୍ତି ଯେ, ଜଳସ୍ରୋତରେ ସାହସ ଦେଖାଇବା…

ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଲେ ସିକ୍ୟୁରିଟି ଗାର୍ଡ

ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଛନ୍ତି ସିକ୍ୟୁରିଟି ଗାର୍ଡ । .ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ମେଡିକାଲକୁ ଆସିଥାନ୍ତି ରୋଗୀ ।…

କାଲିଥିଲେ ସର୍ବେସର୍ବା, ହେଲେ କ୍ଷମତା ଯିବାପରେ ଟେଲିଭିଜନରେ ଇମ୍ରାନ ଖାନଙ୍କ ସମ୍ପର୍କିତ ଖବର ପ୍ରସାରଣ ଉପରେ ଲାଗିଲା…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ଶାସନାଧୀନ ଶହବାଜ ସରକାରଙ୍କୁ ଲଗାତାର ଟାର୍ଗେଟ କରୁଥିବା ଇମ୍ରାନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି । କୁହାଯାଉଛି କି ପାକିସ୍ତାନ ସରକାର ଇମ୍ରାନଙ୍କ…

କର୍ଣ୍ଣାଟକରେ ପୁଣି କଂଗ୍ରେସ ଓ ଜେଡିଏସ୍ ଏକାଠି ହେବା ସମ୍ଭାବନା; ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱ କୁ…

କର୍ଣ୍ଣାଟକରେ ପୁଣିଥରେ କଂଗ୍ରେସ ଓ ଜେଡିଏସ୍ ଦଳର ସମ୍ପର୍କର ଘନୀଷ୍ଟ ହୋଇଛି। ରାଜ୍ୟରେ ୨୦୨୩ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ଜେଡିଏସ୍‌ ନେତା ଏଚ୍‌ଡି କୁମାରଶ୍ୱାମୀ। ଏନେଇ କୁମାର ଶ୍ୱାମୀ…

ହତ୍ୟାକାରୀକୁ ମହିଳା ସାଥୀଙ୍କ ସହ ହୋଟେଲରେ ସମୟ ବିତାଇବା ପାଇଁ ଅନୁମତି ଦେଇ ତିନି ପୁଲିସ କର୍ମୀଚାରୀ ଗିରଫ 

ହତ୍ୟାକାରୀଙ୍କୁ ଏକ ହୋଟଲରେ ନିଜର ପ୍ରେମିକା ସହ ସମୟ ବିତାୟିବା ପାଇଁ ଛାଡ଼ିବା ଅଭିଯୋଗରେ ତିତି ଜଣ ପୁଲିସ କର୍ମୀ ଗିରଫ ହୋଇଛନ୍ତି। ଏପରି ଘଟଣା କର୍ଣ୍ଣାଟକ ହବଲିରେ ଘଟିଛି। ଏନେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି, ତିନି ଜଣ ପୁଲିସ ଅଧିକାରୀ ହୋଟଲ ବାହାରେ ଜଗିଥିଲେ। ଏହି ସମୟରେ ସେଠାରେ…

୩୦ ଟି ଜିଲ୍ଲା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲେ ନବୀନ ପଟ୍ଟନାୟକ

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ଦଳୀୟ ସାଂଗଠନକୁ ଆହୁରି ସଶକ୍ତ ତଥା ସୁଦୃଢ କରିବା ପାଇଁ ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରା ୩୦ ଟି ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି ।…

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ୪ ମହଲା ଛାତରୁ ଢେଇଁ ରୋଗୀ ମୃତ୍

ଢେଙ୍କାନଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ପୁଣି ଘଟିଛି ଅଘଟଣ । ୪ ମହଲା ଛାତରୁ ଢେଇଁ ପଡ଼ିଲେ ଜଣେ ରୋଗୀ । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ନାମ ଦୁର୍ଯ୍ୟୋଧନ ନାୟକ । ସେ ପର୍ଜଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି । ଗତକାଲି ରାତିରେ ଦୁର୍ଯ୍ୟୋଧନ ଉଚ୍ଚ…