୫୦୦ ଟଙ୍କା ବାଜିରୁ ବିବାଦ ସୃଷ୍ଟି; ମୁଣ୍ଡ କାଟି ୨୫ କି.ମି. ଦୂର ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ
ଫୁଟ୍ବଲ୍ ମ୍ୟାଚ୍ରେ ଲଗାଇ ଥିବା ୫୦୦ ଟଙ୍କା ବାଜିକୁ କେନ୍ଦ୍ର କରି ବିବାଦ ହେବାରୁ ଗାଁ ଭାଇର ମୁଣ୍ଡକାଟି ପକାଇଥିବା ଆସାମର ଜଣେ ବ୍ୟକ୍ତି କଟାମୁଣ୍ଡ ଧରି ୨୫ କିଲୋମିଟର୍ ଦୂରରେ ଥିବା ଥାନାରେ ଆତ୍ମସମର୍ପଣ କରିଥିବା କଥା ପୁଲିସସୂତ୍ରରୁ ପ୍ରକାଶ।
ପ୍ରାପ୍ତ ସୂଚନା ଅନୁସାରେ,…