ଟଳମଳ ଭୁଟାନ ଅର୍ଥନୀତି, ବିଦେଶୀ ମୁଦ୍ରାଭଣ୍ଡାର ଖାଲି
ଶ୍ରୀଲଙ୍କା ଏବଂ ପାକିସ୍ତାନ ପରେ ଏବେ ଭାରତର ଅନ୍ୟ ଏକ ପଡ଼ୋଶୀ ଦେଶ ଭୁଟାନର ଆର୍ଥିକ ସ୍ଥିତି ଅତି ଜଟିଳ ହୋଇଯାଇଛି। ବିଦେଶୀ ମୁଦ୍ରା ପରିମାଣ ଅତି ନିମ୍ନସ୍ତରକୁ ଖସିଯାଇଛି। ଫଳରେ ଭୁଟାନ ସରକାର ୟୁଟିଲିଟି ଯାନ, ହେଭି ଆର୍ଥମୁଭିଂ ମେସିନ ଏବଂ କୃଷି ଯନ୍ତ୍ରପାତିକୁ ଛାଡ଼ିଦେଲେ ଅନ୍ୟ…