Webportal

ଗୁଜୁରାଟ ବିଧାୟକଙ୍କ ବିବାଦୀୟ ବୟାନ: ମୁଁ ଯେତେବେଳେ ଚାହିଁବି ଦଙ୍ଗା କରିଦେବି

ଗୁଜୁରାଟ ଓ୍ୱଲସାଡ ବିଧାୟକ ଭରତ ପଟେଲଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ସେ ଯେବେ ଚାହିଁବେ ଦଙ୍ଗା କରାଇଦେବେ ବୋଲି ଧମକ ଦେଇଛନ୍ତି । ପୋଲିସ କର୍ମୀଙ୍କ ସହ ଯୁକ୍ତିତର୍କ ବେଳେ ସେ ଏପରି କହିଥିବା ଜଣାପଡିଛି । ସୂଚନାନୁସାରେ, ସୋମବାର ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତି ନେବା ସମୟରେ…

ବିଜେପିକୁ ଘାରିଲାନିି ୨୦୨୪ ଭୟ: ଏନଡିଏରେ ସାମିଲ ହେବାକୁ ନବୀନଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଅଠାୱାଲେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ସେ କହିଛନ୍ତି ଯେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ ବିଲ ପାସ ବେଳେ ଏନଡିଏ ସରକାରକୁ ବିଜେଡି ବହୁତ ସହଯୋଗ କରିଛି । ୨୦୨୪ ନିର୍ବଚନ ବେଳକୁ ଏନଡିଏ ସହ…

ଅମିତ ଶାହାଙ୍କ ଜୋତା ଉଠାଇଲେ ତେଲେଙ୍ଗାନା ବିଜେପି ମୁଖ୍ୟ

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜୋତା ଉଠାଇଲେ ବିଜେପି ନେତା। ଏକ ଭାଇରାଲ ଭିଡିଓକୁ ନେଇ ଟିଆରଏସ ବିଜେପିକୁ ଟା‌ର୍ଗେଟ କରିଥିବା ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଭିଡିଓରେ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜୋତା ଉଠାଉଥିବାର ନଜର ଆସିଛନ୍ତି।…

ବିହାରରେ ଆଶାୟୀ ଶିକ୍ଷକଙ୍କୁ ତଳେ ପକାଇ ନିର୍ଧୁମ୍ ଛେଚିଲେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ; ଆତ୍ମରକ୍ଷା ପାଇଁ…

ପାଟନା ରେ ତ୍ରିରଙ୍ଗା ଧରିଥିବା ଚାକିରି ଆଶାୟୀଙ୍କୁ ପିଟିଲା ପୁଲିସ। ବିହାରର ରାଜଧାନୀ ପାଟନାରେ ଆଶାୟୀ ଶିକ୍ଷକମାନେ ନିଯୁକ୍ତିରେ ବିଳମ୍ବକୁ ବିରୋଧ କରି ସୋମବାର ବିରୋଧ ପ୍ରଦର୍ଶନ କରିଥିଲେ। ବିରୋଧ ପ୍ରଦର୍ଶନ ତୀବ୍ର ହେବାରୁ ପୁଲିସ ଲାଠି ଚାର୍ଜ କରିବା ଆରମ୍ଭ କରିଥିଲା। ଏହି ସମୟରେ ଜଣେ…

ଲୋନ୍ ଆପ୍‌ରେ ୫୦୦ କୋଟି ଠକେଇ ; ଠକି ନେଇଛନ୍ତି ଚୀନ ନାଗରିକ, ୨ ମହିଳା ସମେତ ୨୨ ଗିରଫ

ଗତ ଦୁଇମାସର ତଦନ୍ତ ଓ ଅନୁସନ୍ଧାନ ପରେ ଦିଲ୍ଲୀ ପୁଲିସ ୫୦୦ କୋଟିରୁ ଅଧିକ ରାଶିର ଇନଷ୍ଟାଣ୍ଟ ଲୋନ୍ କମ୍‌ ଏକ୍ସଟୋର୍ସନ ରାକେଟ ଧରିବା ସହ ଦେଶର ବିଭିନ୍ନ ସ୍ଥାନରୁ ୨୨ ଜଣଙ୍କୁ ଗିରଫ କରିଛି। ଚୀନ ନାଗରିକଙ୍କ ଦ୍ବାରା ଏହି ରାକେଟ ପରିଚାଳିତ ହେଉଥିଲା। ଏ ବାବଦରେ ସଂଗ୍ରହ ହେଉଥିବା ରାଶିକୁ…

ଯୁବବର୍ଗଙ୍କୁ ଅଧିକ ମଦ ପିଇବାକୁ ଜାପାନ ସରକାରଙ୍କ ପ୍ରୋତ୍ସାହନ, ଆରମ୍ଭ ହେଲା ‘ସେକ୍ ଭିଭା’ ଅଭିଯାନ

ଜାପାନରେ ବର୍ତ୍ତମାନ ଜନସଂଖ୍ୟାରେ ହ୍ରାସ ସହ ରାଜସ୍ବ ଆୟରେ ହ୍ରାସ ଦେଖାଦେଇଛି। ଏହି ଦୁଇଟି ସମସ୍ୟାର ସମାଧାନ ପାଇଁ ଜାପାନର ଜାତୀୟ ଟିକସ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଏକ ଅଭିନବ ‌‘ସେକ୍ ଭିଭା’ ଅଭିଯାନ ଘୋଷଣା କରାଯାଇଛି। ଏନ୍‌ଟିଏର ଏହି ଯୋଜନା ଅନୁସାରେ ଯୁବବର୍ଗଙ୍କୁ ଅଧିକ ମଦ୍ୟପାନ…

ନଗଦ କାରବାର ଉପରେ ଆୟକର ବିଭାଗ ନଜର, କିନ୍ତୁ ଡାକ୍ତରଖାନା ରେ ଚିକିତ୍ସା ପାଇଁ ପ୍ୟାନ ନମ୍ବରକୁ ଗୁରୁତ୍ଵ ଯୋଗୁଁ…

ନଗଦ କାରବାର ଉପରେ ଆୟକର ବିଭାଗ ଏବେ କଡ଼ା ନଜର ରଖିଛି। ବିଶେଷକରି ଡାକ୍ତରଖାନା, ହୋଟେଲର ବ୍ୟାଙ୍କେଟ ହଲ୍ (ଯେଉଁଠି ସାମାଜିକ, ସାଂସ୍କୃତିକ ଓ ବ୍ୟବସାୟିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ) ଆଦି ସ୍ଥାନରେ ଅଧିକ ନଗଦ କାରବାର ହେଉଛି। ଡାକ୍ତରଖାନାରେ ନଗଦ କାରବାର ସମୟରେ କର୍ତ୍ତୃପକ୍ଷ…

ବିପଦ ଆଶଙ୍କାରେ ଝାଡ଼ଖଣ୍ଡର ହେମନ୍ତ ସରକାର : ବୈଠକରେ ଜେଏମ୍‌ଏମ୍‌-କଂଗ୍ରେସର ୧୧ ବିଧାୟକ ଅନୁପସ୍ଥିତ

ଝାଡ଼ଖଣ୍ଡରେ କ୍ଷମତାସୀନ ମେଣ୍ଟ ସରକାର ପାଇଁ ଏବେ ସଙ୍କଟ ଦେଖାଦେଇଛି। ୟୁପିଏ ଶକ୍ତି ପ୍ରଦର୍ଶନ ପାଇଁ ଶନିବାରର ଦିନ ବିଧାୟକମାନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିବା ବେଳେ ଏଥିରେ ଜେଏମ୍‌ଏମ୍‌ ଏବଂ କଂଗ୍ରେସର ମୋଟ ୧୧ ବିଧାୟକ ଯୋଗ ଦେଇନାହାନ୍ତି। ଦଳର ନିର୍ଦ୍ଦେଶକୁ ଅଣଦେଖା କରି…

ମୁଦ୍ରାନୀତି କମିଟିର ସଦସ୍ୟଙ୍କ ମତରେ ଜିଏସ୍‌ଟି ପାଇଁ ଦରଦାମ ବଢିବା ଆଶଙ୍କା

ଜିଏସଟି ପରିଷଦ ପକ୍ଷରୁ ଗତମାସରେ ବିଭିନ୍ନ ସାମଗ୍ରୀର ଟିକସ ବୃଦ୍ଧି କରାଯାଇଛି। ଜିଏସ୍‌ଟି ବୃଦ୍ଧିର ପ୍ରଭାବ ଆଗାମୀ ଦିନରେ ଖୁଚୁରା ମୁଦ୍ରାସ୍ଫୀତି ଉପରେ ପଡ଼ିବ। ମୁଦ୍ରାନୀତି କମିଟିର ଦୁଇଜଣ ସଦସ୍ୟ ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ସହିତ ଅନ୍ୟାନ୍ୟ ଭୌଗୋଳିକ ଓ…

ଜୟଶଙ୍କରଙ୍କ ‘ଏସିଆନ୍ ସେଞ୍ଚୁରି’ ମନ୍ତବ୍ୟ ସମର୍ଥନରେ ଚିନ ପକ୍ଷର ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ…

ଭାରତ ଓ ଚୀନ୍ ମଧ୍ୟରେ ଦୀର୍ଘଦିନର ସୀମା ବିବାଦକୁ ନେଇ ସମ୍ପର୍କ ମଳିନ ହୋଇପଡ଼ିଥିବା ବେଳେ ବେଜିଂ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ‘ଏସିଆନ୍ ସେଞ୍ଚୁରି’ ମନ୍ତବ୍ୟକୁ ପ୍ରଶଂସା କରିବା ସହ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଆହ୍ବାନ ଦେଇଛି। ଗୁରୁବାର ଥାଇଲାଣ୍ଡର ଚୁଲାଲଙ୍ଗକର୍ଣ୍ଣ…